ଉଇକିପିଡ଼ିଆ:ଚାଟସଭା/ପ୍ରଶ୍ନ/Archive 4

ଉଇକିପିଡ଼ିଆ‌ରୁ

This page is an archive. Do not edit the contents of this page. Please direct any additional comments to the current talk page.


ଆପଣ ପ୍ରଶ୍ନଟିଏ ପଚାରିବାର ୧୨ ଘଣ୍ଟା ଭିତରେ ଉତ୍ତର ଦିଆଯାଇଥାଏ । ଆଗରୁ ପଚାରିଥିବା ପ୍ରଶ୍ନ ପାଇଁ ଏହି ପୃଷ୍ଠାରେ ଆଲୋଚନା କରନ୍ତୁ ଓ ନୂଆ ପ୍ରଶ୍ନ ପାଇଁ ଚାଟସଭା କୁ ଯାଆନ୍ତୁ ।
ଆପଣଙ୍କ ପ୍ରଶ୍ନ ଯଦି ଉଇକିପିଡ଼ିଆ ସମ୍ବନ୍ଧିତ ନହୋଇଥାଏ, ତେବେ ଉତ୍ତର ପାଇନପାରନ୍ତି ।

ପୂର୍ଣ୍ଣଛେଦ କୋଉ କି ବୋର୍ଡରେ ଅଛି[ସମ୍ପାଦନା]

ଲେଖନୀରେ ଓଡ଼ିଆ ଇନସ୍କ୍ରିପ୍ଟ କିବୋର୍ଡ଼ ଏବଂ ମାଇକ୍ରୋସଫ୍ଟ ଇଣ୍ଡିକ କିବୋର୍ଡ଼ରେ ପୂର୍ଣ୍ଣଛେଦ ଅଛି । ସୌମେନ୍ଦ୍ର (ମୋ ଆଲୋଚନା) ୧୬:୪୯, ୬ ଅକ୍ଟୋବର ୨୦୧୮ (IST)[reply]

ସବୁ କି ବୋର୍ଡ଼ରେ ରହିଛି । ଆପଣ ଏଇଠି ଦେଖିପାରିବେ କେମିତି ବ୍ୟବହାର କରିବେ । କେଉଁ କି ବୋର୍ଡ଼ ବ୍ୟବହାର କର କହିଲେ ଭଲ ହେବ ।ସୁଭାସିସ ପାଣିଘରି (ଆଳାପ) ୨୧:୨୭, ୬ ଅକ୍ଟୋବର ୨୦୧୮ (IST)[reply]