ଉଇକିପିଡ଼ିଆ:ଚାଟସଭା/ପ୍ରଶ୍ନ/Archive 3
ଚାଟସଭା/ପ୍ରଶ୍ନ ଅଭିଲେଖ | |
---|---|
This page contains discussions that have been archived from ଚାଟସଭା/ପ୍ରଶ୍ନ. Please do not edit the contents of this page. If you wish to revive any of these discussions, either start a new thread or use the talk page associated with that topic. | |
|
ଓଡିଆ ଅନୁବାଦ
[ସମ୍ପାଦନା]ମୁ କିଛି ପୃଷ୍ଠା ଓଡିଆ ରେ ଅନୁବାଦ କରିବାକୁ ଇଚ୍ଛା କରୁଚି | ମାତ୍ର ମୁ କିପରି ଜାଣି ପାରିବି କି ଗୋଟେ ନିର୍ଦ୍ଦିଷ୍ଟ ପୃଷ୍ଠା ପୂର୍ବରୁ ଓଡିଆ ରେ ଅନୁବାଦିତ ହୋଇ ଅଛି କି ନାହି ।
ଉଦାହରଣ ସ୍ୱରୂପ - ସୁନାମି। ଏହାର ଓଡିଆ ପୃଷ୍ଠା ଅଛି କି ନାହି ମୁ କିପରି ଜାଣିବି।ସନ୍ତୋଷ୍ କୁମାର ବେହେରା ୦୨:୧୩, ୧୯ ଜୁଲାଇ ୨୦୧୮ (IST)
- "ଓଡ଼ିଆରେ ଅନୁବାଦ କରିବା ଆଗରୁ ଓଡ଼ିଆ ଉଇକିପିଡ଼ିଆ (ଏହି ସାଇଟ)ର ଉପରେ ଥିବା ସର୍ଚ ଘରୁ ଖୋଜି ଦେଖିବେ ଟିକେ ଆଗରୁ ଲେଖାଟି ଅଛି କି ନାହିଁ । " ଧନ୍ୟବାଦ। ଉତ୍ତର ପାଇଗଲି।ସନ୍ତୋଷ୍ କୁମାର ବେହେରା ୦୨:୨୩, ୧୯ ଜୁଲାଇ ୨୦୧୮ (IST)
"cite" button in Odia wiki software
[ସମ୍ପାଦନା]ଓଡିଆ ଉଇକିର "cite" ବଟନ୍ କିଛିଦିନ ହେଲା ଖୋଲୁନାହିଁ । ଏହାର କାରଣ କ'ଣ ହେଇପାରେ ? ଆଉ ନିରାକରଣ ?
ହରିହର ପ୍ରସାଦ ଶତପଥୀHpsatapathy (ମୋ ଆଲୋଚନା) ୧୨:୩୩, ୧୮ ଜୁଲାଇ ୨୦୧୮ (IST)
"cite" ଟ୍ୟାବ୍ଟି ଆସୁନାହିଁ କାହିଁକି ?
[ସମ୍ପାଦନା]"cite" ଟ୍ୟାବ୍ଟି ଆସୁନାହିଁ କାହିଁକି ? , ଏହା ନ ଆସିବା ଦ୍ୱାରା ଟେମ୍ପ୍ଲେଟ ବା ଛାଂଛ ଭର୍ତ୍ତି କରି ଆଧାର ଦେଇହେଉନାହିଁ Rasmi68 (ମୋ ଆଲୋଚନା) ୧୩:୧୧, ୧୫ ଜୁଲାଇ ୨୦୧୮ (IST)
kete paisa miliba
[ସମ୍ପାଦନା]kete paisa miliba103.36.149.7 ୧୫:୫୭, ୯ ମଇ ୨୦୧୮ (IST)
- ଉଇକିପିଡ଼ିଆରେ କେବଳ ସ୍ୱେଚ୍ଛାରେ ଲେଖାଯାଏ । କୌଣସି ପ୍ରକାର ସାର୍ଟିଫିକେଟ ବା ଆର୍ଥିକ ସହଯୋଗ ମିଳେନାହିଁ । --ସୁଭାସିସ ପାଣିଘରି (ଆଳାପ) ୧୫:୦୩, ୧୯ ଅଗଷ୍ଟ ୨୦୧୮ (IST)
Can I translate existing article in english to odia? or it's just about creating fresh documents?
[ସମ୍ପାଦନା]Can I translate existing article in english to odia? or it's just about creating fresh documents? Satya routray (ମୋ ଆଲୋଚନା) ୧୯:୧୧, ୨୦ ଅପ୍ରେଲ ୨୦୧୮ (IST)
- ନିହାତି କରିପାରିବେ @Satya routray and ସତ୍ୟ ବାବୁ: । ତେବେ ଓଡ଼ିଆରେ ଅନୁବାଦ କରିବା ଆଗରୁ ଓଡ଼ିଆ ଉଇକିପିଡ଼ିଆ (ଏହି ସାଇଟ)ର ଉପରେ ଥିବା ସର୍ଚ ଘରୁ ଖୋଜି ଦେଖିବେ ଟିକେ ଆଗରୁ ଲେଖାଟି ଅଛି କି ନାହିଁ । ଥିଲେ ସେଇ ଲେଖାକୁ ଉନ୍ନତ କରିବେ । ଇଂରାଜୀ ଉଇକିପିଡ଼ିଆରୁ ବାକ୍ୟଗୁଡ଼ିକୁ ଆବଶ୍ୟକ ଅନୁସାରେ ଅନୁବାଦ କରିପାରିବେ ।
ଯଦି ଲେଖାଟିଏ କେବଳ ଇଂରାଜୀରେ ଅଛି ଆଉ ଓଡ଼ିଆରେ ନାହିଁ ତାହେଲେ ତାକୁ ଅନୁବାଦ କରିପାରିବେ । ୨ଟି ବାଟ:
- ଇଂରାଜୀ ପ୍ରସଙ୍ଗ ଖୋଲିଲେ ବାମ ପଟେ ବିଭିନ୍ନ ଭାଷା ଦେଖାଏ । "ଓଡ଼ିଆ" ଉପରେ କ୍ଲିକ କରି ଅନୁବାଦ କରିପାରିବେ (ଏହି ଭିଡ଼ିଓ ଦେଖିଲେ କେମିତି କରନ୍ତି ବୁଝିପାରିବେ)
- ଦ୍ୱିତୀୟ ବାଟ ହେଲା ଇଂରାଜୀ ପ୍ରସଙ୍ଗ ପୃଷ୍ଠାରେ "Edit" "Edit source" ଉପରେ କ୍ଲିକ କରି ସେଠୁ ଲେଖା କପି କରି ଆଣିବେ । ଓଡ଼ିଆ ଉଇକିପିଡ଼ିଆ ସର୍ଚ ଘରେ ନାଁଟି ଖୋଜି ନୂଆ ପ୍ରସଙ୍ଗ ତିଆରି କରି ସେଠି ଇଂରାଜୀକୁ ପେଷ୍ଟ କରି ଅନୁବାଦ ଆରମ୍ଭ କରିପାରିବେ । ଖାଲି ମନେ ରଖିଥିବେ ଯେ ସାଇତିବା ଆଗରୁ "ଦେଖଣା"ରେ କ୍ଲିକ କରି ପରଖିନେବେ ଯେ ଲେଖାଟି ସାଇତାଗଲେ କେମିତି ଦିଶିବ । ଯଦି ଥରକରେ ଅନୁବାଦ ପୂରା ସରିନି ଆଉ କିଛି ଦିନ ଛାଡ଼ି ବାକି ତକ କରିବେ ତାହେଲେ ବଳକା ଇଂରାଜୀ ଲେଖାକୁ <!-- ENGLISH TEXT --> ଏମିତି ଚିହ୍ନ ଭିତରେ ରଖିଦେବେ ।
ENGLISH TEXT
ହେଲା ବଳକା ଇଂରାଜୀ ଲେଖା । ଲେଖନ୍ତୁ ଆଉ କିଛି ଅସୁବିଧା ହେଲେ ଏଇଠି ଆଉଥରେ ପଚାରିପାରିବେ । --ସୁଭାସିସ ପାଣିଘରି (ଆଳାପ) ୦୮:୨୧, ୨୧ ଅପ୍ରେଲ ୨୦୧୮ (IST)
JAGANTH TEMPLE HISTORY
[ସମ୍ପାଦନା]MO RA NA NITISH ,MU JAGANATH KA HISTORY BISHYARE PADHI BAKU CHHAHE ODIYA RE KEMITI PADHIBI ? 14.142.151.34 ୧୬:୦୯, ୩ ଅପ୍ରେଲ ୨୦୧୮ (IST)
- ନୀତୀଶ ବାବୁ, ଜଗନ୍ନାଥଙ୍କ ବାବଦରେ ଅନେକ ପ୍ରସଙ୍ଗ ତିଆରି ହୋଇଛି । ଆପଣ ଏହି ପୃଷ୍ଠାରୁ ସେସବୁର ଲିଙ୍କ ପାଇପାରିବେ ଆଉ ପଢ଼ିପାରିବେ । ତେବେ ପଢ଼ିବା ପରେ ଯଦି କେଉଁଠି କିଛି ଭୁଲଭଟକା ପାଇଲେ ନିଜେ ସମ୍ପାଦନା କରି ସୁଧାରିପାରିବେ । କେମିତି କରନ୍ତି ଉଇକିପିଡ଼ିଆ:ଚାଟସଭାରୁ ଶିଖିପାରିବେ ।--ସୁଭାସିସ ପାଣିଘରି (ଆଳାପ) ୦୮:୨୬, ୨୧ ଅପ୍ରେଲ ୨୦୧୮ (IST)
Ghara
[ସମ୍ପାଦନା]ଘର ବିଷୟ ରଚନା 122.15.232.210 ୧୪:୨୩, ୧ ମାର୍ଚ୍ଚ ୨୦୧୮ (IST)
- ଉଇକିପିଡ଼ିଆ ଏକ ଜ୍ଞାନକୋଷ । ତେଣୁ ଘର ବାବଦରେ ରଚନା ରହିପାରିବନାହିଁ କିନ୍ତୁ ପ୍ରସଙ୍ଗଟିଏ ତିଆରି ହୋଇପାରିବ । ଆଗରୁ ଏଠି ଘର ପ୍ରସଙ୍ଗଟି ଅଛି । ଆପଣ ତାକୁ ପଢ଼ି ଯଦି ଉନ୍ନତ କରିବା ପାଇଁ ଚାହୁଁଛନ୍ତି ତାହେଲେ ଇଂରାଜୀ house ଲେଖାରୁ ଅନୁବାଦ କରିପାରିବେ ।--ସୁଭାସିସ ପାଣିଘରି (ଆଳାପ) ୦୮:୨୩, ୨୧ ଅପ୍ରେଲ ୨୦୧୮ (IST)
mu apanka pakhare kama kariba ku chahuchhi
[ସମ୍ପାଦନା]dayakari mote sahajya karantu2405:204:F01B:5DB5:809D:43DE:1CA6:B2DD ୧୧:୨୨, ୨୯ ଜାନୁଆରୀ ୨୦୧୮ (IST)
- ଉଇକିପିଡ଼ିଆରେ ସମସ୍ତେ ସ୍ୱେଚ୍ଛାସେବୀ ତେଣୁ ଆପଣ ନିଶ୍ଚେ ଆମ ସହ ମିଶିପାରିବେ । କେଉଁ ଭଳି ପ୍ରସଙ୍ଗରେ ଆପଣ କାମ କରିବା ପାଇଁ ବେଶୀ ଆଗ୍ରହୀ? --ସୁଭାସିସ ପାଣିଘରି (ଆଳାପ) ୦୮:୨୪, ୨୧ ଅପ୍ରେଲ ୨୦୧୮ (IST)
ଓଡ଼ିଆ ଅନୁବାଦ
[ସମ୍ପାଦନା]ମୁଁ କେତୋଟି ଇଂରାଜୀ ଭାଷା ର ଓଡ଼ିଆ ଅନୁବାଦ ସଠିକ ଭାବେ କରିବାକୁ ଚାହୁଁଛି | ତେଣୁ ମୁଁ ଜଣେ ଓଡ଼ିଆ ବିଶାରଦ ଙ୍କ ସହ ଆଲୋଚନା କରିବାକୁ ଚାହେଁ ? ମୁଁ କିପରି ସାହାଯ୍ୟ ପାଇପାରିବି ?
ପ୍ରସନ୍ନ ଧଳ (ମୋ ଆଲୋଚନା) ୧୮:୩୦, ୨୫ ଜାନୁଆରୀ ୨୦୧୮ (IST)
- ଆପଣଙ୍କ ନିଜ ତଥ୍ୟ ଆମ ସହ ବାଣ୍ଟିପାରିବେ । or.wiktionary.org ରେ ଯାଇ ଆପଣଙ୍କ ଅନୁବାଦ ଜୋଡି ପାରିବେ । ଏଥି ବିଶାରଦ କେହି ନାହାନ୍ତି, ଭାଷାପ୍ରେମୀ ଅଛନ୍ତି ।Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୯:୨୩, ୨୯ ଜାନୁଆରୀ ୨୦୧୮ (IST)
i have a acoount so what i do now
[ସମ୍ପାଦନା]I have a acoount in wikipedia.What I do then for writting something?2405:204:F28B:7A68:F88D:2BDE:6DE8:D1F7 ୧୮:୦୧, ୫ ଡିସେମ୍ବର ୨୦୧୭ (IST)
wants to read articles in oriya language
[ସମ୍ପାଦନା]My wiki2017 (ମୋ ଆଲୋଚନା) ୦୨:୪୮, ୨୩ ଅକ୍ଟୋବର ୨୦୧୭ (IST)
କବିତା ଲେଖିବା ନିମନ୍ତେ
[ସମ୍ପାଦନା]ପ୍ରଥମେ ମୋର ନମସ୍କାର......... ସାର୍ / ମାଡାମ ଏହି page ରେ ନିଜସ୍ୱ୍ୱ ଲେଖା ଯଥା କବିତା ,ଗଳ୍ପ, short ଷ୍ଟୋରୀ, ପିଲାଙ୍କ ମଜା ମଜା କଥା ଇତ୍ଯାଦି ଲେଖାଯାଇ ପାରିବ କି????? Odia maja by kahnu charan sahu (ମୋ ଆଲୋଚନା) ୧୯:୫୪, ୧୨ ଅଗଷ୍ଟ ୨୦୧୭ (IST)
ପାରିଶ୍ରମିକ
[ସମ୍ପାଦନା]ଓଡିଆ ଭାଷାରେ ଉଇକିପିଡିଆ ଉପଲବଧ ହୋଇଥିବା ବିଷୟ ଜାଣି ଅତି ଆନନ୍ଦିତ. ଯଦି ଏଠାରେ ଲେଖିବା ପାଇଁ କିଛି ପାରିଶ୍ରମିକ ମିଳେ, ତେବେ ଲେଖିବା ପାଇଁ ପ୍ରୋସ୍ଚାହନ ଓ ଆଗ୍ରହ ମିଳିପାରିବ. ପାରିଶ୍ରମିକ ବିଷୟରେ ଯଦି କିଛି ତଥ୍ୟ ଥାଏ, ତେବେ ଯୋଗାନ୍ତୁ. ଧନ୍ୟବାଦ ଷିକ୍ତ ସତପଥୀ124.124.202.146 ୧୨:୧୬, ୧୪ ଜୁନ ୨୦୧୭ (IST)
- ଉଇକିପିଡ଼ିଆରେ ଅବଦାନ କରିବା ନିମନ୍ତେ କୌଣସି ପାରିଶ୍ରମିକ ମିଳେ ନାହିଁ । ଅର୍ଥ ବିନିମୟରେ ସିଧାସଳଖ ପ୍ରସଙ୍ଗ ଯୋଗାଡ଼ କରିବା ଉଇକିପିଡ଼ିଆର ନୀତି ବିରୁଦ୍ଧ । ଉଇକିପିଡ଼ିଆ ଏକ ଅଣଲାଭକାରୀ ସଂସ୍ଥା, ଏଠାରେ ସମସ୍ତେ ନିଜ ଇଚ୍ଛାରେ କାମ କରିଥାନ୍ତି । ସ୍ଵେଚ୍ଛାସେବୀ ମାନଙ୍କୁ କୌଣସି ପ୍ରକାର ବାଧ୍ୟ କରାଯାଏ ନାହିଁ । ତେବେ ବିଭିନ୍ନ ଉଇକିମେଳଣରେ ଯୋଗଦେବା ନିମନ୍ତେ ଉଇକିଆଳିଙ୍କୁ ଆର୍ଥିକ ସହାୟତା ଦିଆଯାଇଥାଏ ଏହାଛଡ଼ା ନିୟମିତ ଉଇକିଆଳିଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଅନେକ ସମୟରେ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । -ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୬:୩୦, ୧୪ ଜୁନ ୨୦୧୭ (IST)
ଉଇକି ଲେଖାଟିଏ ଅନୁବାଦ କରିବା
[ସମ୍ପାଦନା]ଟ୍ରାନସ୍ଲେସନ୍ ଉଇଜାର୍ଡ ଖୋଲିଗଲାପରେ କେଉଁଁ କେଉଁଁ ପାହାଚ ଦେଇ ଅନୁବାଦ କରିହୁଏ , ଅର୍ଥାତ ପ୍ରତି ଶବ୍ଦର ଅନୁବାଦ ହୁଏ କିମ୍ବା ସମୁଦାୟ ଲେଖାର ଏକକାଳୀନ ଅନୁବାଦ ହୁଏ, ଏହା ବୁଝାଉଥିବା ଏକ ଡେମୋ ଭିଡିଓ କିମ୍ବା ସହାୟକ ପୃଷ୍ଠା ଅଛି କି ? ଅଥବା ଏ ସମ୍ପର୍କରେ ପ୍ରାଞ୍ଜଳ ଭାବରେ କିପରି ବୁଝିହେବ ? ଦୟାକରି କହନ୍ତୁ Hpsatapathy (ମୋ ଆଲୋଚନା) ୧୧:୪୪, ୧୨ ଜୁନ ୨୦୧୭ (IST)
- ମେଟାଉଇକିର ଅନୁବାଦ ସହାୟତା ପୃଷ୍ଠା, ୟୁଟ୍ୟୁବ ଭିଡିଓ୧, ୟୁଟ୍ୟୁବ ଭିଡିଓ୨ ଓ ୟୁଟ୍ୟୁବ ଭିଡିଓ୩ରୁ ଏବାବଦରେ ସାମାନ୍ୟ ଧାରଣା ପାଇପାପାରିବେ ବୋଲି ଆଶା ।-ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୬:୨୫, ୧୪ ଜୁନ ୨୦୧୭ (IST)
ଓଡିଆ ୱିକିରେ ଦେଇଥିବା ଅଲେଖ୍ୟ ଟିଏରେ ଫୋଟୋ ଦେବା ବିଷୟରେ
[ସମ୍ପାଦନା]ସମ୍ପାଦକ ବନ୍ଧୁ ,
ମୁଁ ଲକ୍ଷ୍ମୀନାରାୟଣ କଲେଜ ବିଷୟରେ ଓଡିଆ ରେ ଗୋଟେ ଲେଖା ଦେଲି । ବାକି ସବୁ ତ ଠିକ ଦେଇପାରିଲି । ହେଲେ ଏଥିରେ ମୁ ନିଜେ ଉଠେଇଥିବା କିଛି ଫୋଟୋ ଯାହାକି ପ୍ରସଙ୍ଗ ସହ ଯଥାର୍ଥ ହେବ ଓ ଲେଖାଟିକୁ ଆହୁରି ପ୍ରାଞ୍ଜଳ କରିବ, ତାହା କିପରି ଦେଇ ହେବ ଜାଣି ପାରିଲି ନାହି । ଆପଣ ଦୟା କରି ଏ ବିଷୟରେ ବୁଝାଇବେ । ମୋବାଇଲରୁ ଫୋଟୋ ଅପଲୋଡ କରିହେବ । Susant purohit (ମୋ ଆଲୋଚନା) ୧୩:୪୭, ୭ ସେପ୍ଟେମ୍ବର ୨୦୧୬ (IST)
- ପ୍ରସଙ୍ଗରେ ନିଜେ ଉଠାଇଥିବା ଛବିଟିଏ ବ୍ୟବହାର କରିବା ନିମନ୍ତେ, ପ୍ରଥମେ ଛବିଟିକୁ ଉଇକିମିଡ଼ିଆ କମନ୍ସରେ ଅପଲୋଡ଼ କରନ୍ତୁ । କମନ୍ସରେ ଛବି କିପରି ଅପଲୋଡ଼ କରିବେ ଜାଣିବା ନିମନ୍ତେ ଅପଲୋଡ଼ ଫର୍ମ ପୃଷ୍ଠାଟି ଦେଖନ୍ତୁ । (ଆଣ୍ଡ୍ରଏଡ଼) ମୋବାଇଲରୁ ଛବି ଅପଲୋଡ଼ କରିବା ନିମନ୍ତେ ଉଇକିମିଡ଼ିଆ କମନ୍ସ ଆପ ବ୍ୟବହାର କରନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୩:୦୭, ୭ ସେପ୍ଟେମ୍ବର ୨୦୧୬ (IST)
ଓଡ଼ିଆ ୱିକି ରେ ନଥିବା ପ୍ରସଙ୍ଗ ଅନୁବାଦ ପାଇଁ
[ସମ୍ପାଦନା]ବନ୍ଧୁ , ଇଂରେଜୀ ୱିକି ରେ ଥିବା କିଛି ଲେଖା ଓଡ଼ିଆ ୱିକି ରେ ଉପଲବ୍ଧ ନ ଥିଲେ ତାକୁ ଓଡ଼ିଆରେ ଅନୁବାଦ କରି ଓଡ଼ିଆ ୱିକି ରେ ସ୍ତାନିତ କରିବାର ଉପାୟ ଯଦି ବଟେଇବେ ମୁଁ କିଛି ପ୍ରସଙ୍ଗ ଅନୁବାଦ କରି ଓଡ଼ିଆରେ ଦେଇ ପାରିବି । ମୋତେ ଏହି ବିଷୟରେ କଣ କରିବାକୁ ହେବ ଆପଣ ଜଣେଇବେ । ଧନ୍ୟବାଦ Susant purohit (ମୋ ଆଲୋଚନା) ୨୦:୧୬, ୩ ସେପ୍ଟେମ୍ବର ୨୦୧୬ (IST)
- ଆଦରର ସୁଶାନ୍ତବାବୁ, ଆପଣଙ୍କ ଅବଦାନ ପାଇଁ ଧନ୍ୟବାଦ । ଆପଣଙ୍କୁ ଭଲ ଭାବେ ବୁଝାଇବା ପାଇଁ ଆପଣଙ୍କ ସହ ଯୋଗାଯୋଗ କରିବାକୁ ଚାହୁଁଛୁ । ଆପଣ ଆପଣଙ୍କ ଇମେଏଲ ଆଇଡି ଦେବେ କିମ୍ବା ୯୪୩୭୪ ୦୩୪୨୭, ଏଥିରେ ଫୋନ କରିବାକୁ ଅନୁରୋଧ । କିଛି ଅସୁବିଧା ନଥିଲେ ଆପଣଙ୍କ ଫୋନ ନମ୍ବର ମଧ୍ୟ ଦେଇ ପାରିବେ ।Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୨୧:୦୪, ୩ ସେପ୍ଟେମ୍ବର ୨୦୧୬ (IST)
- ଇଂରାଜୀ ଉଇକିରୁ ଅନୁବାଦ ହେବାକୁ ଥିବା ପ୍ରସଙ୍ଗ ତାଲିକାରେ ଥିବା ପ୍ରସଙ୍ଗ କିମ୍ବା ନିଜ ପସନ୍ଦରେ ଯେକୌଣସି ପ୍ରସଙ୍ଗକୁ ଓଡ଼ିଆ ଉଇକି ନିମନ୍ତେ ଅନୁବାଦ କରିପାରିବେ । ଆପଣ ନିଜ ପରଖଯାଗାରେ ପ୍ରଥମେ ଅନୁବାଦ କରି ପରେ ପ୍ରସଙ୍ଗ ପୃଷ୍ଠାକୁ ଘୁଞ୍ଚାଇ ପାରିବେ । ବୁଝିବାରେ କିଛି ଅସୁବିଧା ହେଲେ ବା ଅନ୍ୟ କିଛି ଜାଣିବାକୁ ଥିଲେ ପୁଣି ପଚାରନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୩:୪୭, ୩ ସେପ୍ଟେମ୍ବର ୨୦୧୬ (IST)
ଯାଜପୁର ଜିଲ୍ଲା
[ସମ୍ପାଦନା]ମହାଶୟ, ଯାଜପୁର ଜିଲ୍ଲାର କ୍ଷେତ୍ରଫଳ ଲେଖିବାକୁ ବାରମ୍ବାର ଚେଷ୍ଟା ସତ୍ତ୍ୱେ ମୁଁ ସମର୍ଥ ହେଉ ନାହିଁ। କେହି ସାହାଯ୍ୟ କରିବେ କି?
- ଏହି ଛାଞ୍ଛ ବା template re କିଛି ଅସୁବିଧା ଅଛି । ସୁଧାରିବାକୁ ପଡିବ ।Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୯:୨୪, ୨୯ ଜାନୁଆରୀ ୨୦୧୮ (IST)
ପୃଷ୍ଠା ଦେଖିବା ସଂଖ୍ୟା
[ସମ୍ପାଦନା]ଗୋଟିଏ ପୃଷ୍ଠାକୁ କେତେଜଣ ଲୋକ ପଢୁଛନ୍ତି ବା ଦେଖୁଛନ୍ତି ତାହାର କିଛି ଗଣନ ଅଙ୍କ ଆମେ ଚାହିଁଲେ ଦେଖିପାରିବା କି? ଯଦି ହଁ ତେବେ କେଉଁଠି? ।--ସୌମେନ୍ଦ୍ର (ଆଳାପ) 03:53, 23 ଜୁଲାଇ ୨୦୧୮ (IST)
ରାମ
[ସମ୍ପାଦନା]ବୋଲ୍ଡ (Bold) ଲେଖା
Ankit Kumar Padhi Balasore
[ସମ୍ପାଦନା]ବୋଲ୍ଡ (Bold)ତେରେଛା ଲେଖା (Italic text) ଲେଖା Ankit kumar Padhi
-
ବିବରଣ୧
-
ବିବରଣ୨
was born in city hospital,rourkela,of odisha state in 12 may,2006.His father is an agricultural science lecturer and OARC sub project managing expert. Ankit's mother is a housewife and grandfather is a retired steel plant worker. Now he has shifted to azimabad, balasore.
EDUCATION: He is studying in Modern Public School,Meghadamburu,balasore. He is also practising SPOKEN ENGLISH in balasore.
friends-Ankit will follow DOSTI.COM in November,2018 He will save his friends like Simran, Jiban,Subhankar,Soham,Dibya,Aaditya.
E-mail- ankitpadhi5555@gmail.com Facebook account name-tapan padhi
About[ in short]
Name-ankit kumar padhi
father name-tapan padhi
mother name-banashree padhi
address-in front of liberty fashion, azimabad,balasore,odisha
mob-9778140790
prizes- academic debate prize,spellathon bhubhaneswar,academic creative writing, etc
swadhinata para ra odisha
[ସମ୍ପାଦନା]
Data highlighted with red not be taken into consideration.
[ସମ୍ପାଦନା]Data highlighted with red not be taken into consideration.
udvid
[ସମ୍ପାଦନା]lata jatiya udvid'
Banki Bisayare aau adhika kichhi lekha rahile bhala huanta
[ସମ୍ପାଦନା]Banki Bisayare aau adhika kichhi lekha rahile bhala huanta
ଧର୍ମପଦର ଶେଷ ସଂଗୀତ କବିତାଟିର କବି କିଏ ?
[ସମ୍ପାଦନା]ଧର୍ମପଦର ଶେଷ ସଂଗୀତ କବିତାଟିର କବି କିଏ ?
satyabrata barik
Agami 50 barsha pare mahakasha parikalpana
[ସମ୍ପାଦନା]Aତେରେଛା ଲେଖା (Italic text)
आधुनीक panchasakha
HOW TO CREATE A NEW PAGE
[ସମ୍ପାଦନା]Please guide how to create a new page in Odia language.
ସୌଭାଗ୍ୟ ରଞ୍ଜନ ମିଶ୍ର
[ସମ୍ପାଦନା]ସୌଭାଗ୍ୟ ରଞ୍ଜନ ମିଶ୍ର ଏକାଧାରରେ ଜଣେ କବି,ସାମ୍ୱାଦିକ, ପର୍ବତାରୋହୀ ଏବଂ ସାମାଜିକ କର୍ମୀ , ବ୍ରଜସୁନ୍ଦର ଉଚ୍ଚବିଦ୍ୟାଳୟରୁ ମ୍ୟାଟ୍ରିକ୍ ସରିବାପରେ
"I completely agree with your recent editorial
Gopa bandhu dash Na sahitya kurti
[ସମ୍ପାଦନା]ତେରେଛା ଲେଖା (Italic text)
nfij f nsfnjn fv pfgmo
Meaning of madala panji and definition
ଅଧୁନିକ ସିକ୍ଷା ବ୍ୟବସ୍ଥାରେ ଇନ୍ତେରନେଟ୍ ର ଭୁମିକା
[ସମ୍ପାଦନା]ଅଧୁନିକ ସିକ୍ଷା ବ୍ୟବସ୍ଥାରେ ଇନ୍ତେରନେଟ୍ ର ଭୁମିକା
Micro organism
[ସମ୍ପାଦନା]Micro organism
ମହାଭାରତ2405:204:F290:BEF6:FBCC:4CB1:778E:779D ୧୬:୨୭, ୫ ଅକ୍ଟୋବର ୨୦୧୮ (IST)
[ସମ୍ପାଦନା]ଦ୍ରୋଣଙ୍କର ସ୍ତ୍ରୀ ନାମ କ'ଣ