ଆନାଲ ଫିସର
Anal fissure | |
---|---|
Fissure in ano, rectal fissure | |
ବିଭାଗ | General surgery |
ଲକ୍ଷଣ | Severe pain with bowel movements, rectal bleeding[୧] |
ଅବଧି | Few days to few weeks[୧] |
କାରଣ | Constipation, diarrhea, sexually transmitted infections, inflammatory bowel disease, childbirth, HIV/AIDS, anal cancer, anal sex[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms and examination[୧] |
ସଠିକ ରୋଗ ନିର୍ଣ୍ଣୟ | Hemorrhoids, perianal abscess, anal fistula[୧] |
ପ୍ରତିକାର | Sufficient fluid intake[୧] |
ଔଷଧ | Glyceryl trinitrate, nifedipine, botox[୨] |
ଚିକିତ୍ସା | Sitz baths, pain medication, stool softeners, high-fiber diet, surgery[୧] |
ପୁନଃପୌନିକ | Common[୧] |
ଆନାଲ ଫିସର ବା ମଳଦ୍ୱାର ଫାଟ କୁହାଯାଏ ଯେତେବେଳେ ଗୁହ୍ୟପଥର ଚର୍ମରେ ଫାଟ ହୋଇଥାଏ ।[୧] ଲକ୍ଷଣ: ସାଧାରଣତଃ ଖାଦ୍ୟନଳୀ ଚଳନ ବେଳେ ପ୍ରବଳ ଯନ୍ତ୍ରଣା ହୁଏ ଓ ବେଳେ ବେଳେ ସ୍ୱଳ୍ପ ପରିମାଣର ରକ୍ତସ୍ରାବ ହୁଏ | [୧] ଅନ୍ତନଳୀ ଚଳନ ପରେ ଯନ୍ତ୍ରଣା ଘଣ୍ଟା ଘଣ୍ଟା ଧରି ରହିପାରେ | [୧] ଏହି ଯନ୍ତ୍ରଣା ବାରମ୍ବାର ହୁଏ ଏବଂ ୬ ସପ୍ତାହରୁ ଅଧିକ ସମୟ ଧରି ରହିପାରେ | [୧] ରୋଗ ଜଟିଳ ହେଲେ ମଳଦ୍ୱାର ଫିଷ୍ଟୁଲା ହୁଏ ଏବଂ ଆପେ ଆପେ ମଳ ନିଷ୍କାସନ ହୋଇପାରେ | [୧]
ସାଧାରଣ କାରଣ ମଧ୍ୟରେ କୋଷ୍ଠକାଠିନ୍ୟ ଏବଂ ଆଘାତ ଥାଇପାରେ | [୧] ଅନ୍ୟାନ୍ୟ କାରଣ ମଧ୍ୟରେ ପତଳା ଝାଡା, ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ, ଅନ୍ତନଳୀ ପ୍ରଦାହ ରୋଗ, ସନ୍ତାନ ପ୍ରସବ, ଏଚ୍.ଆଇ.ଭି./ଏଡସ, ମଳଦ୍ୱାର କର୍କଟ, ଏବଂ ମଳଦ୍ୱାର ଯୌନକ୍ରିୟା ହୋଇପାରେ ।[୧] ଏହି ଯନ୍ତ୍ରଣା ସାଧାରଣତ ପିଠିର ମଧ୍ୟବର୍ତ୍ତୀ ସ୍ଥାନରେ ହୁଏ | [୧] ରୋଗ ଲକ୍ଷଣ ଏବଂ ରୋଗୀ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୧]
ପ୍ରାରମ୍ଭିକ ଚିକିତ୍ସାରେ ସିଜ ସ୍ନାନ (sitz baths), ଯନ୍ତ୍ରଣା ନିବାରକ ଔଷଧ, ମଳ ନରମକାରୀ ଏବଂ ଅଧିକ ଫାଇବର ଥିବା ଖାଦ୍ୟ ଦିଆଯାଏ । [୧] ଚର୍ମରେନାଇଟ୍ରୋଗ୍ଲିସେରିନ କିମ୍ବା ନିଫେଡିପିନ ଲଗାଯାଏ କିମ୍ବା ବୋଟୋକ୍ସ ଇଞ୍ଜେକସନ ଦିଆଯାଏ । [୨] ଏହି ଚିକିତ୍ସା ପ୍ରଭାବଶାଳୀ ନହେଲେ ଲାଟରାଲ ସ୍ଫିଙ୍କଟରେଟୋମି ଅସ୍ତ୍ରୋପଚାର କରାଯାଇପାରେ |[୩] ଉଭୟ ଶିଶୁ ଏବଂ ବୟସ୍କମାନଙ୍କଠାରେ ଏହି ରୋଗ ହୋଇପାରେ | [୧] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ପ୍ରଭାବିତ ହୁଅନ୍ତି | [୧] ଏହି ରୋଗ ପ୍ରଥମେ ଜନ ଲକହାର୍ଟ ମମେରି ୧୯୩୪ ମସିହାର ବର୍ଣ୍ଣନା କରିଥିଲେ ।[୪]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ Jahnny, B; Ashurst, JV (January 2020). "Anal Fissures". PMID 30252319.
{{cite journal}}
: Cite journal requires|journal=
(help) - ↑ ୨.୦ ୨.୧ Nelson, RL; Thomas, K; Morgan, J; Jones, A (15 February 2012). "Non surgical therapy for anal fissure". The Cochrane database of systematic reviews (2): CD003431. doi:10.1002/14651858.CD003431.pub3. PMID 22336789.
- ↑ Beaty, JS; Shashidharan, M (March 2016). "Anal Fissure". Clinics in colon and rectal surgery. 29 (1): 30–7. doi:10.1055/s-0035-1570390. PMID 26929749.
- ↑ Beaty, JS; Shashidharan, M (March 2016). "Anal Fissure". Clinics in colon and rectal surgery. 29 (1): 30–7. doi:10.1055/s-0035-1570390. PMID 26929749.