ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ

ଉଇକିପିଡ଼ିଆ‌ରୁ
ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ
ଛୋଟ ନାଆଁOFDC
ସ୍ଥାପନା୧୯୭୬
ମୁଖ୍ୟାଳୟଚଳଚ୍ଚିତ୍ର ଭବନ, ବକ୍ସି ବଜାର, କଟକ
ଅଞ୍ଚଳଓଡ଼ିଶା
ସଭାପତିକୁନା ତ୍ରିପାଠୀ
ୱେବ୍‌ସାଇଟwww.orissafilm.nic.in

ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଇଂରାଜୀ: Odisha Film Development Corporation) ଓଡ଼ିଶାରେ ଚଳଚ୍ଚିତ୍ରର ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ଏକ ଓଡ଼ିଶା ସରକାରଙ୍କ ପରିଚାଳିତ ନିଗମ । ଏହା ୧୯୭୬ରେ ପ୍ରତିଷ୍ଠା ଲାଭ କରିଥିଲେ ।[୧][୨][୩]

କାମ[ସମ୍ପାଦନା]

  • ସମ୍ପୂର୍ଣ୍ଣ ଭିତର ଓ ବାହାର ସୁଟିଂ, ସମ୍ପାଦନା, ଡବିଂ, ସଙ୍ଗୀତ ରେକଡିଂ (କେବଳ ଷ୍ଟେରିଓ), ୧୬ ଏମଏମ, ୩୫ ଏମଏମ ଓ ସିନେମା ସ୍କୋପ ଫର୍ମାଟରେ ମିକ୍ସିଂ ସୁବିଧା ଥାଇ ଥାଇ କଳିଙ୍ଗ ଷ୍ଟୁଡିଓର ସ୍ଥାପନା
  • ରଙ୍ଗୀନ ଓ କଳାଧଳା ଫିଲ୍ମ ଓ ସିନେମାସ୍କୋପ ଫର୍ମାଟରେ ପ୍ରୋସେସିଂ ଓ ଛପା ସୁବିଧା ଥିବା ପ୍ରସାଦ କଳିଙ୍ଗ ଫିଲ୍ମ ଲାବରୋଟରୀର ସ୍ଥାପନା ।
  • ଭିଡ଼ିଓ ଫିଲ୍ମ, ଟେଲିଫିଲ୍ମ, ସିରିଏଲ ସମ୍ପାଦନା,ରେକର୍ଡିଂ, ଡବିଂ ଓ ସୁଟିଂ ପାଇଁ କଳିଙ୍ଗ ଷ୍ଟୁଡିଓ ଭିତରେ ଏକ ଭିଡିଓ କମ୍ପ୍ଲେକ୍ସର ସ୍ଥାପନା

ଜଡ଼ିତ ବ୍ୟକ୍ତିବିଶେଷ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Routledge. ISBN 978-1-135-94318-9.
  2. Nanda, Jayanta K. (2001). Industrial Development. Sarup & Sons. p. 146. ISBN 978-8176252539.
  3. "Position of Oriya Film Industry". Directorate of Film Festivals.

ବାହାର ଲିଙ୍କ[ସମ୍ପାଦନା]