ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ
ଦେଖଣା
ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ | |
---|---|
ଛୋଟ ନାଆଁ | OFDC |
ସ୍ଥାପନା | ୧୯୭୬ |
ମୁଖ୍ୟାଳୟ | ଚଳଚ୍ଚିତ୍ର ଭବନ, ବକ୍ସି ବଜାର, କଟକ |
ଅଞ୍ଚଳ | ଓଡ଼ିଶା |
ସଭାପତି | କୁନା ତ୍ରିପାଠୀ |
ୱେବ୍ସାଇଟ | www.orissafilm.nic.in |
ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଇଂରାଜୀ: Odisha Film Development Corporation) ଓଡ଼ିଶାରେ ଚଳଚ୍ଚିତ୍ରର ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ଏକ ଓଡ଼ିଶା ସରକାରଙ୍କ ପରିଚାଳିତ ନିଗମ । ଏହା ୧୯୭୬ରେ ପ୍ରତିଷ୍ଠା ଲାଭ କରିଥିଲେ ।[୧][୨][୩]
କାମ
[ସମ୍ପାଦନା]- ସମ୍ପୂର୍ଣ୍ଣ ଭିତର ଓ ବାହାର ସୁଟିଂ, ସମ୍ପାଦନା, ଡବିଂ, ସଙ୍ଗୀତ ରେକଡିଂ (କେବଳ ଷ୍ଟେରିଓ), ୧୬ ଏମଏମ, ୩୫ ଏମଏମ ଓ ସିନେମା ସ୍କୋପ ଫର୍ମାଟରେ ମିକ୍ସିଂ ସୁବିଧା ଥାଇ ଥାଇ କଳିଙ୍ଗ ଷ୍ଟୁଡିଓର ସ୍ଥାପନା
- ରଙ୍ଗୀନ ଓ କଳାଧଳା ଫିଲ୍ମ ଓ ସିନେମାସ୍କୋପ ଫର୍ମାଟରେ ପ୍ରୋସେସିଂ ଓ ଛପା ସୁବିଧା ଥିବା ପ୍ରସାଦ କଳିଙ୍ଗ ଫିଲ୍ମ ଲାବରୋଟରୀର ସ୍ଥାପନା ।
- ଭିଡ଼ିଓ ଫିଲ୍ମ, ଟେଲିଫିଲ୍ମ, ସିରିଏଲ ସମ୍ପାଦନା,ରେକର୍ଡିଂ, ଡବିଂ ଓ ସୁଟିଂ ପାଇଁ କଳିଙ୍ଗ ଷ୍ଟୁଡିଓ ଭିତରେ ଏକ ଭିଡିଓ କମ୍ପ୍ଲେକ୍ସର ସ୍ଥାପନା
ଜଡ଼ିତ ବ୍ୟକ୍ତିବିଶେଷ
[ସମ୍ପାଦନା]- ଦେବଦାସ ଛୋଟରାୟ (୧୯୮୩-୮୯ ଯାଏ ଓ ୧୯୯୬-୯୮ ଯାଏ ପରିଚାଳକ)
- ଶରତ ପୂଜାରୀ (ବୋର୍ଡ଼ ଅଫ ଡାଇରେକ୍ଟରସ ସଦସ୍ୟ)
- ଗୌର ଘୋଷ (ବୋର୍ଡ଼ ଅଫ ଡାଇରେକ୍ଟରସ)
ଆଧାର
[ସମ୍ପାଦନା]- ↑ Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Routledge. ISBN 978-1-135-94318-9.
- ↑ Nanda, Jayanta K. (2001). Industrial Development. Sarup & Sons. p. 146. ISBN 978-8176252539.
- ↑ "Position of Oriya Film Industry". Directorate of Film Festivals.
ବାହାର ଲିଙ୍କ
[ସମ୍ପାଦନା]- ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (OFDC)ର ସରକାରୀ ୱେବସାଇଟ Archived 2016-03-04 at the Wayback Machine.