ଚତୁର୍ଥୀ
ଦେଖଣା
'ଚତୁର୍ଥୀ' ଚନ୍ଦ୍ରପକ୍ଷର ଚତୁର୍ଥ ଦିବସ - ଚନ୍ଦ୍ରର ଚତୁର୍ଥ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । ତୃତୀୟାର ପରବର୍ତ୍ତୀ ଓ ପଞ୍ଚମୀର ପୂର୍ବବର୍ତ୍ତୀ ତିଥି କୃଷ୍ଣ ପକ୍ଷର ଚତୁର୍ଥୀକୁ କୃଷ୍ଣା ଚତୁର୍ଥୀ ଓ ଶୁକ୍ଳ ପକ୍ଷର ଚତୁର୍ଥୀକୁ ଶୁକ୍ଳା ଚତୁର୍ଥୀ କୁହାଯାଇଥାଏ ।
ପର୍ବପର୍ବାଣି
[ସମ୍ପାଦନା]- ବୈଶାଖ ଶୁକ୍ଳ ଚତୁର୍ଥୀ: ଯବ ଚତୁର୍ଥୀ
- ଭାଦ୍ରବ ଶୁକ୍ଳ ଚତୁର୍ଥୀ: ଗଣେଶ ପୂଜା
- କାର୍ତ୍ତିକ କୃଷ୍ଣ ଚତୁର୍ଥୀ: କରୱ।ଚୌଥ
- କାର୍ତ୍ତିକ ଶୁକ୍ଳ ଚତୁର୍ଥୀ: ନାଗ ଚତୁର୍ଥୀ
- ମାଘ ଶୁକ୍ଳ ଚତୁର୍ଥୀ: ତିଳ ଚତୁର୍ଥୀ; କୁନ୍ଦ ଚତୁର୍ଥୀ; ବରଦା ଚତୁର୍ଥୀ: ଗଣେଷ ଜୟନ୍ତୀ
- ମାଘ କୃଷ୍ଣ ଚତୁର୍ଥୀ: ସଙ୍କଟ ଚତୁର୍ଥୀ[୧]: ସଙ୍କଟ ହରଣ ଗଣପତି ଗଣେଶଙ୍କ ପୂଜା କରାଯାଏ ।
ଆଧାର
[ସମ୍ପାଦନା]- ↑ "Sakat Chauth, Magh Krishna Chaturthi, Sakat Chauth Vrat Katha (Story) in Hindi". indif.com. Retrieved 20 December 2012.
In the month of 'Magh' (January) on the fourth day of Krishan Paksh, the Sankat-haran, Ganapati or Lord Ganesha is worshipped. This day is called 'Sakat Chauth'.