ଲକ୍ସାପାଇନ
Clinical data | |
---|---|
Trade names | Loxitane, Adasuve, others |
AHFS/Drugs.com | monograph |
MedlinePlus | a682311 |
data | |
Routes of administration | By mouth, powder for inhalation |
Legal status | |
Legal status | |
Pharmacokinetic data | |
Protein binding | 96.8%[୧] |
Metabolism | Extensive hepatic; active metabolites include amoxapine and 8-hydroxyloxapine. Inhibits P-gp and is a substrate of CYP1A2, CYP3A4 and CYP2D6[୧] |
Elimination half-life | 4 hours (oral); 7.61 hours (inhalation)[୧] |
Excretion | Majority are excreted within 24 hours, main route through urine (conjugated metabolites), small amounts through the feces (unconjugated metabolites) |
Identifiers | |
| |
ECHA InfoCard | 100.016.215 |
Chemical and physical data | |
Formula | C18H18ClN3O |
Molar mass | ୩୨୭.୮୧ g·mol−1 |
3D model (JSmol) | |
Melting point | 109 to 110 °C (228 to 230 °F) |
| |
| |
(verify) |
ଲକ୍ସାପାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଲକ୍ସିଟାନ, ହେଉଛି ଏକ ସାଧାରଣ ଆଣ୍ଟିସାଇକୋଟିକ ଔଷଧ ଯାହା ସିଜୋଫ୍ରେନିଆ ସମେତ ସାଇକୋସିସ ଏବଂ ଉତ୍ତେଜନାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] [୩]
ବୌଦ୍ଧିକ ଅକ୍ଷମତା ଥିବା ଲୋକଙ୍କ ଉପକାର ମିଳିବା ଅସ୍ପଷ୍ଟ ଅଟେ ।[୨] ଏହା ପାଟିରେ ଦିଆଯାଏ କିମ୍ବା ପ୍ରଶ୍ୱାସରେ ନିଆଯାଏ ।[୨] [୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚଳପ୍ରଚଳ ସମସ୍ୟା, ନିଦ୍ରାଳୁ ଭାବ, ଶୁଖିଲା ପାଟି, ଅସ୍ପଷ୍ଟ ଦୃଷ୍ଟିଶକ୍ତି, ଠିଆ ହେବା ସହିତ ନିମ୍ନ ରକ୍ତଚାପ ଏବଂ ଦ୍ରୁତ ହୃଦସ୍ପନ୍ଦନ ଗତି ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ତନରୁ ଅଧିକ ଦୁଗ୍ଧ ଉତ୍ପାଦନ, ବାତ, ଆତପଦାହ, ନିଉରୋଲେପ୍ଟିକ୍ ମାଲିଗନାଣ୍ଟ ସିଣ୍ଡ୍ରୋମ ଏବଂ ଡିମେନ୍ସିଆ ରୋଗୀଙ୍କ ମୃତ୍ୟୁ ହେବାର ଆଶଙ୍କା ରହିପାରେ।[୨] ଡୋପାମାଇନ ଔଷଧ ଡି୨ ଏବଂ ୫-ଏଚଟି୨ଏ ରିସେପ୍ଟରଗୁଡ଼ିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ ।[୩]
୧୯୭୫ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଲକ୍ସାପାଇନ ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହାର ୫୦ ମିଗ୍ରା ବିଶିଷ୍ଟ ୬୦ଟି ବଟିକାର ମୂଲ୍ୟ୨୦୨୧ରେ ୩୮ ଡଲାର ଥିଲା [୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ Truven Health Analytics, Inc. DrugPoint System (Internet) [cited 2013 Sep 21]. Greenwood Village, CO: Thomsen Healthcare; 2013.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Loxapine Monograph for Professionals". Drugs.com (in ଇଂରାଜୀ). Archived from the original on 27 January 2021. Retrieved 24 November 2021.
- ↑ ୩.୦ ୩.୧ ୩.୨ BNF 81: March-September 2021. BMJ Group and the Pharmaceutical Press. 2021. p. 407. ISBN 978-0857114105.
- ↑ "Loxapine Prices, Coupons & Savings Tips". GoodRx (in ଆମେରିକୀୟ ଇଂରାଜୀ). Archived from the original on 11 December 2021. Retrieved 24 November 2021.