ଉଇକିପିଡ଼ିଆ:ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୨

ଉଇକିପିଡ଼ିଆ‌ରୁ
ହୋମ୍ ୨୦୨୪ ୨୦୨୩ ୨୦୨୨ ୨୦୨୧ ୨୦୨୦ ୨୦୧୯


ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ହେଉଛି ଉଇକିପିଡ଼ିଆର ଏକ ଆନ୍ତର୍ଜାତୀୟ ଲିଖନ ପ୍ରତିଯୋଗିତା, ଯେଉଁଥିରେ ସ୍ଥାନୀୟ ଉଇକିପିଡ଼ିଆ ଭାଷାରେ ବିଭିନ୍ନ ଲୋକକଥା ଏବଂ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳା ପ୍ରସଙ୍ଗ ଗଢ଼ାଯାଇଥାଏ । ପୂର୍ବରୁ ଏହି ପ୍ରତିଯୋଗିତା ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା ୨୦୧୭, ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା ୨୦୧୮, ଉଇକି ଲଭ ଓମ୍ୟାନ-୨୦୧୯ ଗଣସମ୍ପାଦନା, ଉଇକି ଲଭ୍‌ସ୍ ଓମେନ୍ ସାଉଥ୍ ଏସିଆ ୨୦୨୦ ଗଣସମ୍ପାଦନା ଭାବରେ ଯଥାକ୍ରମେ ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ରେ ଅନୁଷ୍ଠିତ ହୋଇଆସିଛି । ୨୦୨୧ ମସିହାରେ ଏହା ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ଭାବରେ ଅନୁଷ୍ଠିତ ହୋଇଥିଲା ।

ପ୍ରତିଯୋଗିତାଟିର ମୂଳ ଉଦ୍ଦେଶ୍ୟ ହେଉଛି ଉଇକିପିଡ଼ିଆ ଏବଂ ଅନ୍ୟାନ୍ୟ ଉଇକିମିଡ଼ିଆ ଫାଉଣ୍ଡେସନ୍ ପ୍ରକଳ୍ପଗୁଡ଼ିକରେ ମାନବ ସଂସ୍କୃତିର ବିବିଧତା ଉପରେ ପ୍ରବନ୍ଧ ଗଢ଼ିବା । ଏହି ବର୍ଷ ଆମେ ବିଶ୍ୱ ସମୁଦାୟର ଲୋକକଥା ଏବଂ ଲିଙ୍ଗଗତ ଅନୁପାତକୁ ଲକ୍ଷ୍ୟ ରଖି ପ୍ରସଙ୍ଗ ଗଢ଼ିବାକୁ ଅନ୍ୟାନ୍ୟ ଗୋଷ୍ଠୀ ସହ ସହଭାଗୀତା ମଧ୍ୟ କରୁଛୁ ।

ଏହି ଗଣସମ୍ପାଦନାରେ ସମୁଦାୟ ୫୫ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଛି ।

ପୂର୍ବ ଗଣ-ସମ୍ପାଦନା[ସମ୍ପାଦନା]

  1. ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା
  2. ଉଇକି ଲଭ୍‌ସ୍ ଓମେନ୍ ସାଉଥ୍ ଏସିଆ ୨୦୨୦ ଗଣସମ୍ପାଦନା
  3. ଉଇକି ଲଭ ଓମ୍ୟାନ-୨୦୧୯ ଗଣସମ୍ପାଦନା
  4. ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା ୨୦୧୮
  5. ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା ୨୦୧୭

ସମୟସୀମା[ସମ୍ପାଦନା]

୧ ଫେବୃଆରୀ ୨୦୨୨ - ୩୧ ମାର୍ଚ୍ଚ ୨୦୨୨

ପୁରସ୍କାର[ସମ୍ପାଦନା]

ସର୍ବଶ୍ରେଷ୍ଠ ପ୍ରତିଯୋଗିଙ୍କ ପାଇଁ ପୁରସ୍କାର (ଅଧିକ ଗଢ଼ିଥିବା ପ୍ରସଙ୍ଗ ଅନୁସାରେ, ସବୁ ଭାଷାର ପ୍ରକଳ୍ପରୁ ଶ୍ରେଷ୍ଠ ବଛାଯିବ):

  • ୧ମ ପୁରସ୍କାର: - ୩୦୦ ଡଲାର
  • ୨ୟ ପୁରସ୍କାର: - ୨୦୦ ଡଲାର
  • ୩ୟ ପୁରସ୍କାର: - ୧୦୦ ଡଲାର

ଅଧିକ ସୂଚନା ପାଇଁ ମେଟା ପୃଷ୍ଠା ଦେଖନ୍ତୁ ।

ଫାଉଣ୍ଟେନ୍ ଟୁଲ୍[ସମ୍ପାଦନା]

ପ୍ରସଙ୍ଗ ଗଢ଼ିସାରିବା ପରେ ଏହାକୁ ଫାଉଣ୍ଟେନ୍ ଟୁଲ୍‌ରେ ଯୋଡ଼ନ୍ତୁ ।

ଅଂଶଗ୍ରହଣ[ସମ୍ପାଦନା]

  1. ଗପୁ (ମୋ ଆଲୋଚନା) ୧୩:୦୧, ୨୮ ଜାନୁଆରୀ ୨୦୨୨ (IST)[reply]
  2. Subas Chandra Rout (ମୋ ଆଲୋଚନା) ୧୪:୪୪, ୨୮ ଜାନୁଆରୀ ୨୦୨୨ (IST)[reply]
  3. --ସୁଭ (ଆଳାପ) ୧୭:୪୧, ୨୮ ଜାନୁଆରୀ ୨୦୨୨ (IST)[reply]
  4. Sitikantha Rout (ମୋ ଆଲୋଚନା) ୧୮:୦୬, ୩୦ ଜାନୁଆରୀ ୨୦୨୨ (IST)[reply]
  5. --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୫:୩୭, ୧ ଫେବୃଆରୀ ୨୦୨୨ (IST)[reply]

ଫଳାଫଳ[ସମ୍ପାଦନା]

ଦୁଇମାସ ଧରି ଚାଲିଥିବା ଏହି ଗଣ-ସମ୍ପାଦନାରେ ମାତ୍ର ୫ ଜଣ ଅଂଶଗ୍ରହଣ କରିଥିଲେ । ତନ୍ମଧ୍ୟରୁ ଶିତିକଣ୍ଠ ରାଉତ ସର୍ବାଧିକ ୩୩ଟି ପ୍ରସଙ୍ଗ ଲେଖିଥିବା ବେଳେ ପ୍ରୀତିରଞ୍ଜନ ତ୍ରିପାଠୀ ୯ଟି, ସଂଗ୍ରାମ କେଶରୀ ସେନାପତି ୩ଟି ଏବଂ ସୁଭାସିସ ପାଣିଗ୍ରାହୀ ଓ ସୁବାସ ଚନ୍ଦ୍ର ରାଉତ ୨ଟି ଲେଖାଏଁ ପ୍ରସଙ୍ଗ ଲେଖିଥିଲେ ।

ଶିକ୍ଷଣ/ମତାମତ[ସମ୍ପାଦନା]