ଉଇକିପିଡ଼ିଆ:ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା ୨୦୧୮
ସଜାଣି ନଥିବା ଲେଖା ଏଠାରେ ଭରିବେ
Total
୧୯
Articles
ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୮ ୧ ମାର୍ଚ୍ଚ ୨୦୧୮ - ୩୧ ମାର୍ଚ୍ଚ ୨୦୧୮ ଆଦର୍ଶ ମହିଳାମାନଙ୍କ ଗୌରବଗାଥାକୁ ଲିପିବଦ୍ଧ କରି ରଖିବାର ଉତ୍ସବ |
![]() |
ମାର୍ଚ୍ଚ ୮କୁ ସାରା ବିଶ୍ୱରେ ଆନ୍ତର୍ଜାତିକ ମହିଳା ଦିବସ ଭାବେ ପାଳନ କରାଯାଏ । ମାର୍ଚ୍ଚ ମାସ ସାରା ମହିଳା ଇତିହାସ ମାସ ପାଳନ, ଜଗତରେ ମହିଳାମାନଙ୍କ ସମାଜକୁ ଅବଦାନ ପାଇଁ ଅଧୁନା ପାଳିତ ହେଉଛି । ଓଡ଼ିଆ ଉଇକିପିଡ଼ିଆରେ ଏହି ମାସ ଯାକ ମହିଳାଙ୍କ ବିଷୟରେ ନୂଆ ପ୍ରସଙ୍ଗ ଲିଖନ ଓ ପୁରୁଣା ଲେଖା ସୁଧାରିବାର ପ୍ରଚେଷ୍ଠା କରାଯିବ । ଆପଣ ଏଥିରେ ଭାଗ ନେଇ ମହିଳାମାନଙ୍କ ବାବଦରେ କୌଣସି ବିଷୟରେ ଲେଖିବାକୁ ଇଚ୍ଛୁକ ଥିଲେ ତଳେ ନିଜ ନାମ ଲେଖାନ୍ତୁ । ଏହି ବର୍ଷ ମହିଳା ମାସ ଗଣ-ସମ୍ପାଦନାଟି ଉଇକିପ୍ରକଳ୍ପ ସହ ମିଶି କରାଯାଉଛି, ଅଧିକ ଜାଣିବା ପାଇଁ ଏହି ପ୍ରକଳ୍ପ ପୃଷ୍ଠାଟି ଦେଖନ୍ତୁ । |
ପ୍ରସଙ୍ଗ ତାଲିକା
[ସମ୍ପାଦନା]ନୂଆ ପ୍ରସଙ୍ଗ
[ସମ୍ପାଦନା]ବ୍ୟକ୍ତିତ୍ୱ
[ସମ୍ପାଦନା]- ବାସନ୍ତୀବାଳା ଜେନା, ପଦ୍ମ ଶ୍ରୀ ସମ୍ମାନିତ ଓଡ଼ିଆ
- ବସନ୍ତ ମଞ୍ଜରୀ ଦେବୀ, ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀ
- ପ୍ରଜ୍ଞା ପାରମିତା ଦାଶ, ଓଡ଼ିଶାର ପ୍ରଥମ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ
- ସୁଜାତା ଆନନ୍ଦ, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତ୍ରୀ
- କସ୍ତୁରୀ ପଟ୍ଟନାୟକ, ଇଂରାଜୀ ପ୍ରସଙ୍ଗ Kasturi Pattanaik
- ରୀଲା ହୋତା, ଇଂରାଜୀ ପ୍ରସଙ୍ଗ Reela Hota
- ମଧୁମିତା ରାଉତ, ଇଂରାଜୀ ପ୍ରସଙ୍ଗ Madhumita Raut
- ରଚିତା ମିସ୍ତ୍ରୀ, ଇଂରାଜୀ ପ୍ରସଙ୍ଗ Rachita Mistry
- କାରୁବାକୀ, ଇଂରାଜୀ ପ୍ରସଙ୍ଗ Karuvaki
- ମଦର ଟେରେସା, ଇଂରାଜୀ ପ୍ରସଙ୍ଗ Mother Teresa
- ଫତିମା ବିୱ୍ୱି, ଇଂରାଜୀ ପ୍ରସଙ୍ଗ en: Fatima Beevi
- କାର୍ଲି ଫିଓରିନା, ଇଂରାଜୀ ପ୍ରସଙ୍ଗ en:Carly Fiorina
- ନୀରଜା ଭନୋଟ,ଇଂରାଜୀ ପ୍ରସଙ୍ଗen:Neerja_Bhanot
- ଝୁମ୍ପା ଲାହିରୀ,ଇଂରାଜୀ ପ୍ରସଙ୍ଗen:Jhumpa_Lahiri
- ମାତା ଅମୃତାନନ୍ଦମୟୀ, ଇଂରାଜୀ ପ୍ରସଙ୍ଗen:Mata_Amritanandamayi
- ଅମୃତା ପ୍ରିତମ, ଇଂରାଜୀ ପ୍ରସଙ୍ଗen:Amrita_Pritam
- ମଲ୍ଲିକା ସାରାଭାଇ, ଇଂରାଜୀ ପ୍ରସଙ୍ଗen:Mallika_Sarabhai
- ମୃଣାଳିନୀ ସାରାଭାଇ, ଇଂରାଜୀ ପ୍ରସଙ୍ଗ en:Mrinalini_Sarabhai
- ଏକତା କପୁର, ଇଂରାଜୀ ପ୍ରସଙ୍ଗ en:Ekta_Kapoor, ବିଶେଷ:AboutTopic/Q3630005
- ଜିଆ ମୋଦୀ, ଇଂରାଜୀ ପ୍ରସଙ୍ଗ en:Zia_Mody
- ଶିଖା ଶର୍ମା, ଇଂରାଜୀ ପ୍ରସଙ୍ଗ en:Shikha_Sharma--Aliva Sahoo (ମୋ ଆଲୋଚନା) ୧୮:୧୪, ୧୨ ମାର୍ଚ୍ଚ ୨୦୧୮ (IST)
- ରିତୁ କରିଧାଲ
- ନନ୍ଦିନୀ ହରିନାଥ
- ମିନାଲ ରୋହିତ
- ସୁଚେତା କୃପାଲାନି
- ରଥିକା ରାମସାମୀ
- କେତକୀ ପିମ୍ପଲଖାରେ
- ସୁରେଖା ଯାଦବ
- ଅନ୍ନା ଚାଣ୍ଡୀ
- ଗୀତା ଫୋଗତ
- ଏଞ୍ଜେଲା ମେର୍କେଲ୍, ଇଂରାଜୀ ପ୍ରସଙ୍ଗ en:Angela Merkel
- ନେହା କାକାର- ଜଗନ୍ନାଥ ଦୋରା ୨୩:୫୮, ୬ ମାର୍ଚ୍ଚ ୨୦୧୭ (IST)
- ଭାରତୀୟ ମହିଳା କ୍ରିକେଟ ଦଳ- ଜଗନ୍ନାଥ ଦୋରା ୨୩:୫୯, ୬ ମାର୍ଚ୍ଚ ୨୦୧୭ (IST)
- କନିକା କପୁର -ଜଗନ୍ନାଥ ଦୋରା ୦୦:୦୬, ୭ ମାର୍ଚ୍ଚ ୨୦୧୭ (IST)
- ଆବିଗେଲ୍ ଜନଶନ୍
- ସାଫ୍ରା ଏ କେଟ୍ଜ୍
- ଓପରାଃ ୱିନ୍ଫ୍ରେ
- ଅରୁନ୍ଧତି ଭଟାଚ୍ଚାର୍ଯ୍ୟ, ଇଂରାଜୀ ପ୍ରସଙ୍ଗ en:Arundhati_Bhattacharya
- ଇରମ ଚାନୁ ଶର୍ମିଳା, ଇଂରାଜୀ ପ୍ରସଙ୍ଗ en:Irom_Chanu_Sharmila
- ରୀନା କୌଶାଳ ଧରମଶକ୍ତୁ, ଇଂରାଜୀ ପ୍ରସଙ୍ଗ en: Reena Kaushal Dharmshaktu--Aliva Sahoo (ମୋ ଆଲୋଚନା) ୧୭:୪୯, ୧୨ ମାର୍ଚ୍ଚ ୨୦୧୮ (IST)
- ଦୁର୍ଗା ଶକ୍ତି ନାଗପାଳ, ଇଂରାଜୀ ପ୍ରସଙ୍ଗ en: Durga_Shakti_Nagpal--Aliva Sahoo (ମୋ ଆଲୋଚନା) ୦୦:୦୦, ୧୨ ମାର୍ଚ୍ଚ ୨୦୧୮ (IST)
- କୁଞ୍ଜରାଣୀ ଦେବୀ, ଇଂରାଜୀ ପ୍ରସଙ୍ଗ en: Kunjarani_Devi
- ମୀରା ଅଗରୱାଲ୍
- ଏନା ଲି ଫିଶର
- ସ୍ୱାତି ଭାର୍ଗବ
- ଏକତା ବିଷ୍ଟ
- ମେଧା ପାଟକର
ଅନ୍ୟାନ୍ୟ
[ସମ୍ପାଦନା]ନିଜେ ତିଆରି କରିଥିବା ଲେଖାକୁ ଏଠାରେ ରଖନ୍ତୁ। ଲେଖାରେ ଏହି ଶ୍ରେଣୀ ବ୍ୟବହାର କରନ୍ତୁ ଶ୍ରେଣୀ:୨୦୧୮ ମହିଳା ଇତିହାସ ମାସରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ ।
ମହିଳା ମାସରେ ତିଆରି ପ୍ରସଙ୍ଗ
- ସ୍ଵର୍ଣ କୁମାରୀ ଦେବୀ
- ଷଠୀ ଦୁସେଇ ଓଷା
- ଅଞ୍ଜୁମ ଚୋପ୍ରା
- ହେଲେନ କେଲର
- ମୀରା ବାଈ
- କାର୍ଲି ଫିଓରିନା, ଇଂରାଜୀ ପ୍ରସଙ୍ଗ en:Carly Fiorina
- or:ବବି ଏଲ୍ୟୋସିୟସ, ଇଂରାଜୀ ପ୍ରସଙ୍ଗen:Bobby Aloysius--Aliva Sahoo (ମୋ ଆଲୋଚନା) ୦୦:୨୨, ୬ ମାର୍ଚ୍ଚ ୨୦୧୮ (IST)
- or:ଚେକ୍ରୋବୋଲୁ ସ୍ୱାରୋ, ଇଂରାଜୀ ପ୍ରସଙ୍ଗen:Chekrovolu Swuro--Aliva Sahoo (ମୋ ଆଲୋଚନା) ୨୩:୨୬, ୭ ମାର୍ଚ୍ଚ ୨୦୧୮ (IST)
- or:ଛନ୍ଦା ଗାୟେନ, ଇଂରାଜୀ ପ୍ରସଙ୍ଗen:Chhanda Gayen--Aliva Sahoo (ମୋ ଆଲୋଚନା) ୦୦:୧୫, ୮ ମାର୍ଚ୍ଚ ୨୦୧୮ (IST)
- or:ଦୀପିକା କୁମାରୀ, ଇଂରାଜୀ ପ୍ରସଙ୍ଗen:Deepika Kumari--Aliva Sahoo (ମୋ ଆଲୋଚନା) ୦୦:୦୩, ୧୦ ମାର୍ଚ୍ଚ ୨୦୧୮ (IST)
- or:ବୃନ୍ଦାବତୀ ଦାସୀ, ପ୍ରସଙ୍ଗ ଉନ୍ନତ କରାଗଲା -ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୦୨:୩୭, ୨୧ ମାର୍ଚ୍ଚ ୨୦୧୮ (IST)
ପୁରୁଣା ପ୍ରସଙ୍ଗ ଉଇକିକରଣ
[ସମ୍ପାଦନା]- ନନ୍ଦିନୀ ଶତପଥୀ, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ
- ଶୈଳବାଳା ଦାସ, ଓଡ଼ିଶାର ପ୍ରଥମ ପଦ୍ମ ଶ୍ରୀ ସମ୍ମାନିତ ମହିଳା
- ସୁଲକ୍ଷଣା ଦେବୀ, ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ନାରୀକବି
- ବୀଣାପାଣି ମହାନ୍ତି, ଓଡ଼ିଶାର ପ୍ରଥମ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ ଗାଳ୍ପିକା
- କଳ୍ପନା ଦାଶ, ଓଡ଼ିଶାର ପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀ
- ଅମିୟ କୁମାରୀ ପାଢ଼ୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ବିଚାରପତି
- ପାର୍ବତୀ ଘୋଷ, ଓଡ଼ିଶା ପ୍ରଥମ ମହିଳା କଥାଚିତ୍ର ନିର୍ଦ୍ଦେଶକ
- ସୌମ୍ୟା ମିଶ୍ର, ଓଡ଼ିଶାର ପ୍ରଥମ ଭାରତୀୟ ପୁଲିସ ସେବା ଅଧିକାରୀ
- ତୁଳସୀ ମୁଣ୍ଡା, ଓଡ଼ିଶାର ଆଦିବାସୀ ନେତ୍ରୀ
- ନନ୍ଦିତା ଦାସ, ଅଭିନେତ୍ରୀ, ନିର୍ଦ୍ଦେଶିକା ଓ ସମାଜସେବୀ
- ମେରୀ କ୍ୟୁରି, ପ୍ରଥମ ଦୁଇଥର ନୋବେଲ ପୁରସ୍କାର ବିଜେତା ମହିଳା
- କଳ୍ପନା ଚାୱଲା, ପ୍ରଥମ ଭାରତୀୟ ମହିଳା ମହାକାଶଚାରୀ
- ବିଜୟଲକ୍ଷ୍ମୀ ପଣ୍ଡିତ ପ୍ରଥମ ମହିଳାମନ୍ତ୍ରୀ
- ଗୀତା ମହାଳିକ, ଓଡିଶୀ ନୃତ୍ୟଶିଳ୍ପୀ
- ଶ୍ରାବଣୀ ନନ୍ଦ, ଅଲିମ୍ପିକ ଧାବିକା
ଅଂଶଗ୍ରହଣ
[ସମ୍ପାଦନା]- --ସ୍ନେହାଶିଷ ନାୟକ (ମୋ ଆଲୋଚନା) ୨୩:୫୭, ୨୮ ଫେବୃଆରୀ ୨୦୧୮ (IST)
- --Aliva Sahoo (ମୋ ଆଲୋଚନା) ୦୦:୨୩, ୬ ମାର୍ଚ୍ଚ ୨୦୧୮ (IST)
- --Chinmayee Mishra (ମୋ ଆଲୋଚନା) ୦୧:୫୫, ୬ ମାର୍ଚ୍ଚ ୨୦୧୮ (IST)
- ----ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୧:୨୨, ୬ ମାର୍ଚ୍ଚ ୨୦୧୮ (IST)
- -ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୦୨:୦୫, ୨୧ ମାର୍ଚ୍ଚ ୨୦୧୮ (IST)
ତିଆରି/ଉନ୍ନତ କରାଯାଇଥିବା ପୃଷ୍ଠା
[ସମ୍ପାଦନା]ନୁଆ ପ୍ରସଙ୍ଗ : ୧୯
ଆଧାର ସଂଗ୍ରହ
[ସମ୍ପାଦନା]ଆଧାର ଲିଙ୍କ | କେଉଁ କେଉଁ ପ୍ରସଙ୍ଗ ଲିଖନ କାମରେ ଆସିବ? |
---|---|
Situating Social History Orissa | ରେବତୀ (ଗଳ୍ପ) |
| |
Sarala Devi, The Biplababi of Orissa | ସାରଳା ଦେବୀ |
ORISSA REVIEW | ରମାଦେବୀ |