ଉଇକିପିଡ଼ିଆ:ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା ୨୦୧୮

ଉଇକିପିଡ଼ିଆ ରୁ
Jump to navigation Jump to search

ସଜାଣି ନଥିବା ଲେଖା ଏଠାରେ ଭରିବେ

Total ୧୭ Articles

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୮
୧ ମାର୍ଚ୍ଚ ୨୦୧୮ - ୩୧ ମାର୍ଚ୍ଚ ୨୦୧୮

ଆଦର୍ଶ ମହିଳାମାନଙ୍କ ଗୌରବଗାଥାକୁ ଲିପିବଦ୍ଧ କରି ରଖିବାର ଉତ୍ସବ

Odia Wikipedia's Feminism logo.svg

ମାର୍ଚ୍ଚ ୮କୁ ସାରା ବିଶ୍ୱରେ ଆନ୍ତର୍ଜାତିକ ମହିଳା ଦିବସ ଭାବେ ପାଳନ କରାଯାଏ । ମାର୍ଚ୍ଚ ମାସ ସାରା ମହିଳା ଇତିହାସ ମାସ ପାଳନ, ଜଗତରେ ମହିଳାମାନଙ୍କ ସମାଜକୁ ଅବଦାନ ପାଇଁ ଅଧୁନା ପାଳିତ ହେଉଛି । ଓଡ଼ିଆ ଉଇକିପିଡ଼ିଆରେ ଏହି ମାସ ଯାକ ମହିଳାଙ୍କ ବିଷୟରେ ନୂଆ ପ୍ରସଙ୍ଗ ଲିଖନ ଓ ପୁରୁଣା ଲେଖା ସୁଧାରିବାର ପ୍ରଚେଷ୍ଠା କରାଯିବ । ଆପଣ ଏଥିରେ ଭାଗ ନେଇ ମହିଳାମାନଙ୍କ ବାବଦରେ କୌଣସି ବିଷୟରେ ଲେଖିବାକୁ ଇଚ୍ଛୁକ ଥିଲେ ତଳେ ନିଜ ନାମ ଲେଖାନ୍ତୁ । ଏହି ବର୍ଷ ମହିଳା ମାସ ଗଣ-ସମ୍ପାଦନାଟି ଉଇକିପ୍ରକଳ୍ପ ସ‌ହ ମିଶି କରାଯାଉଛି, ଅଧିକ ଜାଣିବା ପାଇଁ ଏହି ପ୍ରକଳ୍ପ ପୃଷ୍ଠାଟି ଦେଖନ୍ତୁ ।

ପ୍ରସଙ୍ଗ ତାଲିକା[ସମ୍ପାଦନା]

ନୂଆ ପ୍ରସଙ୍ଗ[ସମ୍ପାଦନା]

ବ୍ୟକ୍ତିତ୍ୱ[ସମ୍ପାଦନା]

  1. ବାସନ୍ତୀବାଳା ଜେନା, ପଦ୍ମ ଶ୍ରୀ ସମ୍ମାନିତ ଓଡ଼ିଆ
  2. ବସନ୍ତ ମଞ୍ଜରୀ ଦେବୀ, ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀ
  3. ପ୍ରଜ୍ଞା ପାରମିତା ଦାଶ, ଓଡ଼ିଶାର ପ୍ରଥମ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ
  4. ସୁଜାତା ଆନନ୍ଦ, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତ୍ରୀ
  5. କସ୍ତୁରୀ ପଟ୍ଟନାୟକ, ଇଂରାଜୀ ପ୍ରସଙ୍ଗ Kasturi Pattanaik
  6. ରୀଲା ହୋତା, ଇଂରାଜୀ ପ୍ରସଙ୍ଗ Reela Hota
  7. ମଧୁମିତା ରାଉତ, ଇଂରାଜୀ ପ୍ରସଙ୍ଗ Madhumita Raut
  8. ରଚିତା ମିସ୍ତ୍ରୀ, ଇଂରାଜୀ ପ୍ରସଙ୍ଗ Rachita Mistry
  9. କାରୁବାକୀ, ଇଂରାଜୀ ପ୍ରସଙ୍ଗ Karuvaki
  10. ମଦର ଟେରେସା, ଇଂରାଜୀ ପ୍ରସଙ୍ଗ Mother Teresa
  11. ଫତିମା ବିୱ୍ୱି, ଇଂରାଜୀ ପ୍ରସଙ୍ଗ en: Fatima Beevi
  12. କାର୍ଲି ଫିଓରିନା, ଇଂରାଜୀ ପ୍ରସଙ୍ଗ en:Carly Fiorina
  13. ନୀରଜା ଭନୋଟ,ଇଂରାଜୀ ପ୍ରସଙ୍ଗen:Neerja_Bhanot
  14. ଝୁମ୍ପା ଲାହିରୀ,ଇଂରାଜୀ ପ୍ରସଙ୍ଗen:Jhumpa_Lahiri
  15. ମାତା ଅମୃତାନନ୍ଦମୟୀ, ଇଂରାଜୀ ପ୍ରସଙ୍ଗen:Mata_Amritanandamayi
  16. ଅମୃତା ପ୍ରିତମ, ଇଂରାଜୀ ପ୍ରସଙ୍ଗen:Amrita_Pritam
  17. ମଲ୍ଲିକା ସାରାଭାଇ, ଇଂରାଜୀ ପ୍ରସଙ୍ଗen:Mallika_Sarabhai
  18. ମୃଣାଳିନୀ ସାରାଭାଇ, ଇଂରାଜୀ ପ୍ରସଙ୍ଗ en:Mrinalini_Sarabhai
  19. ଏକତା କପୁର, ଇଂରାଜୀ ପ୍ରସଙ୍ଗ en:Ekta_Kapoor, ବିଶେଷ:AboutTopic/Q3630005
  20. ଜିଆ ମୋଦୀ, ଇଂରାଜୀ ପ୍ରସଙ୍ଗ en:Zia_Mody
  21. ଶିଖା ଶର୍ମା, ଇଂରାଜୀ ପ୍ରସଙ୍ଗ en:Shikha_Sharma--Aliva Sahoo (ମୋ ଆଲୋଚନା) ୧୮:୧୪, ୧୨ ମାର୍ଚ୍ଚ ୨୦୧୮ (IST)
  22. ରିତୁ କରିଧାଲ
  23. ନନ୍ଦିନୀ ହରିନାଥ
  24. ମିନାଲ ରୋହିତ
  25. ସୁଚେତା କୃପାଲାନି
  26. ରଥିକା ରାମସାମୀ
  27. କେତକୀ ପିମ୍ପଲଖାରେ
  28. ସୁରେଖା ଯାଦବ
  29. ଅନ୍ନା ଚାଣ୍ଡୀ
  30. ଗୀତା ଫୋଗତ
  31. ଏଞ୍ଜେଲା ମେର୍କେଲ୍, ଇଂରାଜୀ ପ୍ରସଙ୍ଗ en:Angela Merkel
  32. ନେହା କାକାର- ଜଗନ୍ନାଥ ଦୋରା ୨୩:୫୮, ୬ ମାର୍ଚ୍ଚ ୨୦୧୭ (IST)
  33. ଭାରତୀୟ ମହିଳା କ୍ରିକେଟ ଦଳ- ଜଗନ୍ନାଥ ଦୋରା ୨୩:୫୯, ୬ ମାର୍ଚ୍ଚ ୨୦୧୭ (IST)
  34. କନିକା କପୁର -ଜଗନ୍ନାଥ ଦୋରା ୦୦:୦୬, ୭ ମାର୍ଚ୍ଚ ୨୦୧୭ (IST)
  35. ଆବିଗେଲ୍ ଜନଶନ୍
  36. ସାଫ୍ରା ଏ କେଟ୍ଜ୍
  37. ଓପରାଃ ୱିନ୍ଫ୍ରେ
  38. ଅରୁନ୍ଧତି ଭଟାଚ୍ଚାର୍ଯ୍ୟ, ଇଂରାଜୀ ପ୍ରସଙ୍ଗ en:Arundhati_Bhattacharya
  39. ଇରମ ଚାନୁ ଶର୍ମିଳା, ଇଂରାଜୀ ପ୍ରସଙ୍ଗ en:Irom_Chanu_Sharmila
  40. ରୀନା କୌଶାଳ ଧରମଶକ୍ତୁ, ଇଂରାଜୀ ପ୍ରସଙ୍ଗ en: Reena Kaushal Dharmshaktu--Aliva Sahoo (ମୋ ଆଲୋଚନା) ୧୭:୪୯, ୧୨ ମାର୍ଚ୍ଚ ୨୦୧୮ (IST)
  41. ଦୁର୍ଗା ଶକ୍ତି ନାଗପାଳ, ଇଂରାଜୀ ପ୍ରସଙ୍ଗ en: Durga_Shakti_Nagpal--Aliva Sahoo (ମୋ ଆଲୋଚନା) ୦୦:୦୦, ୧୨ ମାର୍ଚ୍ଚ ୨୦୧୮ (IST)
  42. କୁଞ୍ଜରାଣୀ ଦେବୀ, ଇଂରାଜୀ ପ୍ରସଙ୍ଗ en: Kunjarani_Devi
  43. ମୀରା ଅଗରୱାଲ୍
  44. ଏନା ଲି ଫିଶର
  45. ସ୍ୱାତି ଭାର୍ଗବ
  46. ଏକତା ବିଷ୍ଟ
  47. ମେଧା ପାଟକର

ଅନ୍ୟାନ୍ୟ[ସମ୍ପାଦନା]

ନିଜେ ତିଆରି କରିଥିବା ଲେଖାକୁ ଏଠାରେ ରଖନ୍ତୁ। ଲେଖାରେ ଏହି ଶ୍ରେଣୀ ବ୍ୟବହାର କରନ୍ତୁ ଶ୍ରେଣୀ:୨୦୧୮ ମହିଳା ଇତିହାସ ମାସରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ‎

ମହିଳା ମାସରେ ତିଆରି ପ୍ରସଙ୍ଗ

  1. ସ୍ଵର୍ଣ କୁମାରୀ ଦେବୀ‎
  2. ଷଠୀ ଦୁସେଇ ଓଷା‎
  3. ଅଞ୍ଜୁମ ଚୋପ୍ରା
  4. ହେଲେନ କେଲର
  5. ମୀରା ବାଈ
  6. କାର୍ଲି ଫିଓରିନା, ଇଂରାଜୀ ପ୍ରସଙ୍ଗ en:Carly Fiorina
  7. or:ବବି ଏଲ୍ୟୋସିୟସ, ଇଂରାଜୀ ପ୍ରସଙ୍ଗen:Bobby Aloysius--Aliva Sahoo (ମୋ ଆଲୋଚନା) ୦୦:୨୨, ୬ ମାର୍ଚ୍ଚ ୨୦୧୮ (IST)
  8. or:ଚେକ୍ରୋବୋଲୁ ସ୍ୱାରୋ, ଇଂରାଜୀ ପ୍ରସଙ୍ଗen:Chekrovolu Swuro--Aliva Sahoo (ମୋ ଆଲୋଚନା) ୨୩:୨୬, ୭ ମାର୍ଚ୍ଚ ୨୦୧୮ (IST)
  9. or:ଛନ୍ଦା ଗାୟେନ, ଇଂରାଜୀ ପ୍ରସଙ୍ଗen:Chhanda Gayen--Aliva Sahoo (ମୋ ଆଲୋଚନା) ୦୦:୧୫, ୮ ମାର୍ଚ୍ଚ ୨୦୧୮ (IST)
  10. or:ଦୀପିକା କୁମାରୀ, ଇଂରାଜୀ ପ୍ରସଙ୍ଗen:Deepika Kumari--Aliva Sahoo (ମୋ ଆଲୋଚନା) ୦୦:୦୩, ୧୦ ମାର୍ଚ୍ଚ ୨୦୧୮ (IST)
  11. or:ବୃନ୍ଦାବତୀ ଦାସୀ, ପ୍ରସଙ୍ଗ ଉନ୍ନତ କରାଗଲା -ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୦୨:୩୭, ୨୧ ମାର୍ଚ୍ଚ ୨୦୧୮ (IST)

ପୁରୁଣା ପ୍ରସଙ୍ଗ ଉଇକିକରଣ[ସମ୍ପାଦନା]

  1. ନନ୍ଦିନୀ ଶତପଥୀ, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ
  2. ଶୈଳବାଳା ଦାସ, ଓଡ଼ିଶାର ପ୍ରଥମ ପଦ୍ମ ଶ୍ରୀ ସମ୍ମାନିତ ମହିଳା
  3. ସୁଲକ୍ଷଣା ଦେବୀ, ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ନାରୀକବି
  4. ବୀଣାପାଣି ମହାନ୍ତି, ଓଡ଼ିଶାର ପ୍ରଥମ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ ଗାଳ୍ପିକା
  5. କଳ୍ପନା ଦାଶ, ଓଡ଼ିଶାର ପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀ
  6. ଅମିୟ କୁମାରୀ ପାଢ଼ୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ବିଚାରପତି
  7. ପାର୍ବତୀ ଘୋଷ, ଓଡ଼ିଶା ପ୍ରଥମ ମହିଳା କଥାଚିତ୍ର ନିର୍ଦ୍ଦେଶକ
  8. ସୌମ୍ୟା ମିଶ୍ର, ଓଡ଼ିଶାର ପ୍ରଥମ ଭାରତୀୟ ପୁଲିସ ସେବା ଅଧିକାରୀ
  9. ତୁଳସୀ ମୁଣ୍ଡା, ଓଡ଼ିଶାର ଆଦିବାସୀ ନେତ୍ରୀ
  10. ନନ୍ଦିତା ଦାସ, ଅଭିନେତ୍ରୀ, ନିର୍ଦ୍ଦେଶିକା ଓ ସମାଜସେବୀ
  11. ମେରୀ କ୍ୟୁରି, ପ୍ରଥମ ଦୁଇଥର ନୋବେଲ ପୁରସ୍କାର ବିଜେତା ମହିଳା
  12. କଳ୍ପନା ଚାୱଲା, ପ୍ରଥମ ଭାରତୀୟ ମହିଳା ମହାକାଶଚାରୀ
  13. ବିଜୟଲକ୍ଷ୍ମୀ ପଣ୍ଡିତ ପ୍ରଥମ ମହିଳାମନ୍ତ୍ରୀ
  14. ଗୀତା ମହାଳିକ, ଓଡିଶୀ ନୃତ୍ୟଶିଳ୍ପୀ
  15. ଶ୍ରାବଣୀ ନନ୍ଦ, ଅଲିମ୍ପିକ ଧାବିକା

ଅଂଶଗ୍ରହଣ[ସମ୍ପାଦନା]

  1. --ସ୍ନେହାଶିଷ ନାୟକ (ମୋ ଆଲୋଚନା) ୨୩:୫୭, ୨୮ ଫେବୃଆରୀ ୨୦୧୮ (IST)
  2. --Aliva Sahoo (ମୋ ଆଲୋଚନା) ୦୦:୨୩, ୬ ମାର୍ଚ୍ଚ ୨୦୧୮ (IST)
  3. --Chinmayee Mishra (ମୋ ଆଲୋଚନା) ୦୧:୫୫, ୬ ମାର୍ଚ୍ଚ ୨୦୧୮ (IST)
  4. ----ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୧:୨୨, ୬ ମାର୍ଚ୍ଚ ୨୦୧୮ (IST)
  5. -ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୦୨:୦୫, ୨୧ ମାର୍ଚ୍ଚ ୨୦୧୮ (IST)

ତିଆରି/ଉନ୍ନତ କରାଯାଇଥିବା ପୃଷ୍ଠା[ସମ୍ପାଦନା]

ନୁଆ ପ୍ରସଙ୍ଗ : ୧୭

ଆଧାର ସଂଗ୍ରହ[ସମ୍ପାଦନା]

ଆଧାର ଲିଙ୍କ କେଉଁ କେଉଁ ପ୍ରସଙ୍ଗ ଲିଖନ କାମରେ ଆସିବ?
Situating Social History Orissa ରେବତୀ (ଗଳ୍ପ)

Autobiographical Writings by Women from Odisha: A Study

Sarala Devi, The Biplababi of Orissa ସାରଳା ଦେବୀ
ORISSA REVIEW ରମାଦେବୀ