ଉଇକିପିଡ଼ିଆ:ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା
ଦେଖଣା
ହୋମ୍ | ୨୦୨୪ | ୨୦୨୩ | ୨୦୨୨ | ୨୦୨୧ | ୨୦୨୦ | ୨୦୧୯ |
ନାରୀବାଦ ଓ ଲୋକକଥା ଗଣସମ୍ପାଦନା ହେଉଛି ଏକ ଆନ୍ତର୍ଜାତୀୟ ଲିଖନ ପ୍ରତିଯୋଗିତା, ଯେଉଁଥିରେ ନାରୀବାଦ, ନାରୀମାନଙ୍କର ଭୂମିକା ତଥା ଲୋକକଥା ଉପରେ ପ୍ରସଙ୍ଗ ଗଢ଼ାଯାଇଥାଏ । ଏହି ପ୍ରତିଯୋଗିତା ୨୦୧୯ ମସିହାରୁ ଅନୁଷ୍ଠିତ ହୋଇ ଆସୁଛି ।
ସଂସ୍କରଣଗୁଡ଼ିକ
[ସମ୍ପାଦନା]- ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୪
- ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୩
- ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୨
- ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୧
- ଉଇକି ଲଭ୍ସ୍ ଓମେନ୍ ସାଉଥ୍ ଏସିଆ ୨୦୨୦ ଗଣସମ୍ପାଦନା
- ଉଇକି ଲଭ ଓମ୍ୟାନ-୨୦୧୯ ଗଣସମ୍ପାଦନା
ସହଭାଗୀଗଣ
[ସମ୍ପାଦନା]ନାରୀବାଦ ଓ ଲୋକକଥା ପ୍ରକଳ୍ପଟି ଓପନ୍ ହେରିଟେଜ୍ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ହୋଇଥାଏ । ଉଇକିମିଡ଼ିଆ ଫାଉଣ୍ଡେସନ୍, ଉଇକିମିଡ଼ିଆ ବୁଲଗାରିଆ, ଉଇକିପିଡ଼ିଆ ଫ୍ରାନ୍ସ, ଉଇକିପିଡ଼ିଆ ଡଚ୍ଲ୍ୟାଣ୍ଡଙ୍କ ପାଖରେ ଆମେ କୃତଜ୍ଞ ।
ଦେଶଗୁଡ଼ିକରେ ସହଯୋଗୀ ସଂସ୍ଥା
[ସମ୍ପାଦନା]ଭାରତ, ଆମେରିକା, ଇଟାଲୀ, ଫ୍ରାନ୍ସ, ବାଂଲାଦେଶ, ଶ୍ରୀଲଙ୍କା, ନେପାଳ, ପାକିସ୍ତାନ, ତୁନିସ, ଘାନା, ଫିଲିପାଇନ୍ସ ଓ ଜେନେଭା ଆଦି ୧୨ଟି ଦେଶରେ ବିଭିନ୍ନ ଆଫିଲିଏଟ୍ ଏବଂ ପାର୍ଟନର୍ମାନଙ୍କ ଦ୍ୱାରା ଏହି ପ୍ରକଳ୍ପକୁ ସହାୟତା ମିଳିଛି ।