ଉଇକିପିଡ଼ିଆ:ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା

ଉଇକିପିଡ଼ିଆ‌ରୁ
ହୋମ୍ ୨୦୨୪ ୨୦୨୩ ୨୦୨୨ ୨୦୨୧ ୨୦୨୦ ୨୦୧୯


ନାରୀବାଦ ଓ ଲୋକକଥା ଗଣସମ୍ପାଦନା ହେଉଛି ଏକ ଆନ୍ତର୍ଜାତୀୟ ଲିଖନ ପ୍ରତିଯୋଗିତା, ଯେଉଁଥିରେ ନାରୀବାଦ, ନାରୀମାନଙ୍କର ଭୂମିକା ତଥା ଲୋକକଥା ଉପରେ ପ୍ରସଙ୍ଗ ଗଢ଼ାଯାଇଥାଏ । ଏହି ପ୍ରତିଯୋଗିତା ୨୦୧୯ ମସିହାରୁ ଅନୁଷ୍ଠିତ ହୋଇ ଆସୁଛି ।

ସଂସ୍କରଣଗୁଡ଼ିକ[ସମ୍ପାଦନା]

ସହଭାଗୀଗଣ[ସମ୍ପାଦନା]

ନାରୀବାଦ ଓ ଲୋକକଥା ପ୍ରକଳ୍ପଟି ଓପନ୍ ହେରିଟେଜ୍ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ହୋଇଥାଏ । ଉଇକିମିଡ଼ିଆ ଫାଉଣ୍ଡେସନ୍, ଉଇକିମିଡ଼ିଆ ବୁଲଗାରିଆ, ଉଇକିପିଡ଼ିଆ ଫ୍ରାନ୍ସ, ଉଇକିପିଡ଼ିଆ ଡଚ୍‌ଲ୍ୟାଣ୍ଡଙ୍କ ପାଖରେ ଆମେ କୃତଜ୍ଞ ।

ଦେଶଗୁଡ଼ିକରେ ସହଯୋଗୀ ସଂସ୍ଥା[ସମ୍ପାଦନା]

ଭାରତ, ଆମେରିକା, ଇଟାଲୀ, ଫ୍ରାନ୍ସ, ବାଂଲାଦେଶ, ଶ୍ରୀଲଙ୍କା, ନେପାଳ, ପାକିସ୍ତାନ, ତୁନିସ, ଘାନା, ଫିଲିପାଇନ୍ସ ଓ ଜେନେଭା ଆଦି ୧୨ଟି ଦେଶରେ ବିଭିନ୍ନ ଆଫିଲିଏଟ୍ ଏବଂ ପାର୍ଟନର୍‌ମାନଙ୍କ ଦ୍ୱାରା ଏହି ପ୍ରକଳ୍ପକୁ ସହାୟତା ମିଳିଛି ।