ଉଇକିପିଡ଼ିଆ:ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୧

ଉଇକିପିଡ଼ିଆ‌ରୁ
ହୋମ୍ ୨୦୨୪ ୨୦୨୩ ୨୦୨୨ ୨୦୨୧ ୨୦୨୦ ୨୦୧୯


ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ହେଉଛି ଉଇକିପିଡ଼ିଆର ଏକ ଆନ୍ତର୍ଜାତୀୟ ଲିଖନ ପ୍ରତିଯୋଗିତା, ଯେଉଁଥିରେ ସ୍ଥାନୀୟ ଉଇକିପିଡ଼ିଆ ଭାଷାରେ ବିଭିନ୍ନ ଲୋକକଥା ଏବଂ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳା ପ୍ରସଙ୍ଗ ଗଢ଼ାଯାଇଥାଏ । ପୂର୍ବରୁ ଏହି ପ୍ରତିଯୋଗିତା ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା ୨୦୧୭, ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା ୨୦୧୮, ଉଇକି ଲଭ ଓମ୍ୟାନ-୨୦୧୯ ଗଣସମ୍ପାଦନା, ଉଇକି ଲଭ୍‌ସ୍ ଓମେନ୍ ସାଉଥ୍ ଏସିଆ ୨୦୨୦ ଗଣସମ୍ପାଦନା ଭାବରେ ଯଥାକ୍ରମେ ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ରେ ଅନୁଷ୍ଠିତ ହୋଇଆସିଛି ।

ପୂର୍ବରୁ ଉଇକିମିଡ଼ିଆ କମନ୍ସରେ ଉଇକି ଲଭ୍ସ ଫୋକଲୋର ଭାବରେ ହୋଇଥିବା ଫଟୋ-ଏ-ଥନ୍‌ର ଏହା ହେଉଛି ଉଇକିପିଡ଼ିଆ ସଂସକଳନ, ଯାହାର ମୂଳ ଲକ୍ଷ୍ୟ ହେଉଛି ଉଇକିପିଡ଼ିଆ ଏବଂ ଅନ୍ୟାନ୍ୟ ଉଇକିମିଡ଼ିଆ ଫାଉଣ୍ଡେସନ୍ ପ୍ରୋଜେକ୍ଟରେ ମାନବ ସାଂସ୍କୃତିକ ବିବିଧତା ଉପରେ ପ୍ରବନ୍ଧ ଗଢ଼ିବା ।

ଏହି ଗଣସମ୍ପାଦନାରେ ସମୁଦାୟ ୧୧ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଛି ।

ପୂର୍ବ ଗଣ-ସମ୍ପାଦନା[ସମ୍ପାଦନା]

  1. ଉଇକି ଲଭ୍‌ସ୍ ଓମେନ୍ ସାଉଥ୍ ଏସିଆ ୨୦୨୦ ଗଣସମ୍ପାଦନା
  2. ଉଇକି ଲଭ ଓମ୍ୟାନ-୨୦୧୯ ଗଣସମ୍ପାଦନା
  3. ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା ୨୦୧୮
  4. ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା ୨୦୧୭

ସମୟସୀମା[ସମ୍ପାଦନା]

୧ ଫେବୃଆରୀ ୨୦୨୧ - ୩୧ ମାର୍ଚ୍ଚ ୨୦୨୧

ପୁରସ୍କାର[ସମ୍ପାଦନା]

ସର୍ବଶ୍ରେଷ୍ଠ ପ୍ରତିଯୋଗିଙ୍କ ପାଇଁ ପୁରସ୍କାର (ଅଧିକ ଗଢ଼ିଥିବା ପ୍ରସଙ୍ଗ):

  • ୧ମ ପୁରସ୍କାର: - ୩୦୦
  • ୨ୟ ପୁରସ୍କାର: - ୨୦୦
  • ୩ୟ ପୁରସ୍କାର: - ୧୦୦

ଅଧିକ ସୂଚନା ପାଇଁ ମେଟା ପୃଷ୍ଠା ଦେଖନ୍ତୁ ।

ଫାଉଣ୍ଟେନ୍ ଟୁଲ୍[ସମ୍ପାଦନା]

ପ୍ରସଙ୍ଗ ଗଢ଼ିସାରିବା ପରେ ଏହାକୁ ଫାଉଣ୍ଟେନ୍ ଟୁଲ୍‌ରେ ଯୋଡ଼ନ୍ତୁ ।

ଅଂଶଗ୍ରହଣ[ସମ୍ପାଦନା]

  1. ଗପୁ (ମୋ ଆଲୋଚନା) ୨୩:୪୫, ୪ ଫେବୃଆରୀ ୨୦୨୧ (IST)[reply]
  2. ପ୍ରିତିରଞ୍ଜନ ତ୍ରିପାଠୀ
  3. ସୁଭାସିସ

ଫଳାଫଳ[ସମ୍ପାଦନା]

ଏହି ପ୍ରତିଯୋଗୀତାରେ ସମୁଦାୟ ୩ ଜଣ ଉଇକିଆଳି ଅଂଶଗ୍ରହଣ କରି ସମୁଦାୟ ୧୧ଟ ପ୍ରସଙ୍ଗ ଲେଖିଥିଲେ, ଯେଉଁଥିରୁ ପ୍ରିତିରଞ୍ଜନ ତ୍ରିପାଠୀ ୯ଟି ପ୍ରସଙ୍ଗ ଲେଖିଥିବାବେଳେ ସୁଭାସିସ ପାଣିଗ୍ରାହୀ ଓ ସଂଗ୍ରାମ କେଶରୀ ସେନାପତି ଗୋଟିଏ ଲେଖାଏଁ ପ୍ରସଙ୍ଗ ଲେଖିଥିଲେ ।

ଶିକ୍ଷଣ/ମତାମତ[ସମ୍ପାଦନା]

  • ପୂର୍ବରୁ ଏହି ପ୍ରତିଯୋଗୀତାଟି କେବଳ ମାର୍ଚ୍ଚ ମାସରେ ହେଉଥିଲା ଏବଂ ମହିଳା ମାସ ଭାବରେ ପ୍ରସଙ୍ଗ ଗଢ଼ା ଯାଉଥିଲା । କିନ୍ତୁ ଧୀରେ ଧୀରେ ସମୟ ଅବଧି ବଢ଼ାଇବା ଦ୍ୱାରା ଏବଂ ବାରମ୍ବାର ଗଣ-ସମ୍ପାଦନାର ନାମ ପରିବର୍ତ୍ତନ କରିବା ଦ୍ୱାରା ସେତେ ଅଧିକ ଉତ୍ସାହିତ ଲାଗୁନାହିଁ । - ଗପୁ (ମୋ ଆଲୋଚନା) ୦୯:୪୨, ୧୩ ଅପ୍ରେଲ ୨୦୨୧ (IST)[reply]