ଲିସିନୋପ୍ରିଲ
Clinical data | |
---|---|
Pronunciation | /laɪˈsɪnəprɪl/, ly-SIN-ə-pril |
Trade names | Prinivil, Zestril, others[୨] |
Synonyms | (2S)-1-[(2S)-6-amino-2-{[(1S)-1-carboxy-3-phenylpropyl]amino}hexanoyl]pyrrolidine-2-carboxylic acid |
AHFS/Drugs.com | monograph |
MedlinePlus | a692051 |
Pregnancy category |
|
Routes of administration | By mouth |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | approx. 25%, but wide range between individuals (6 to 60%) |
Protein binding | 0 |
Metabolism | None |
Elimination half-life | 12 hours |
Excretion | Eliminated unchanged in urine |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
PDB ligand | |
ECHA InfoCard | 100.071.332 |
Chemical and physical data | |
Formula | C21H31N3O5 |
Molar mass | 405.488 g/mol |
3D model (JSmol) | |
| |
| |
(what is this?) (verify) |
ଲିସିନୋପ୍ରିଲ (ଇଂରାଜୀ ଭାଷାରେ Lisinopril) ଏକ ଏସିଇ ଇନହିବିଟର (angiotensin-converting enzyme (ACE) inhibitor) ଶ୍ରେଣୀର ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦ୍ପାତ ଓ ହୃଦ୍ଘାତ ପରବର୍ତ୍ତୀ ସମୟରେ ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ ।[୧] ଉଚ୍ଚ ରକ୍ତଚାପ ରୋଗ ନିମନ୍ତେ ଏହା ପ୍ରଥମ ଶ୍ରେଣୀର ଔଷଧ; ଯଦିଓ କଳା ଶ୍ରେଣୀର ଲୋକଙ୍କ (black) ପାଇଁ କ୍ୟାଲସିଅମ-ଚ୍ୟାନେଲ ବ୍ଲକର (calcium-channel blockers) ବା ଥିଆଜାଇଡ ଡାଇୟୁରେଟିକ (thiazide diuretics) ଭଲ କାମ କରେ । [୧] ମଧୁମେହ ରୋଗ ଥିଲେ ବୃକ୍କ ସମସ୍ୟା (kidney problems) ପ୍ରତିଷେଧ ନିମନ୍ତେ ମଧ୍ୟ ଏହା ବ୍ୟବହାର କରାଯାଏ ।[୧] ଲିସିନୋପ୍ରିଲ ପାଟିରେ ଦିଆଯାଏ । [୧] ସମ୍ପୁର୍ଣ୍ଣ ପ୍ରଭାବ ଆସିବାକୁ ପ୍ରାୟ ୪ ସପ୍ତାହ ଲାଗେ । [୧]
ଲିସିନୋପ୍ରିଲର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ମୁଣ୍ଡ ଓଜନିଆ ଲାଗିବା, ଥକ୍କାଣ ଅନୁଭବ, କାଶ, ଅଇ ଓ ରାସ୍ ହୋଇପାରେ ।[୧] ପ୍ରତିକ୍ରିୟା ସାଂଘାତିକ ହେଲେ ନିମ୍ନ ରକ୍ତଚାପ (low blood pressure), ଯକୃତ ସମସ୍ୟା ଓ ଆଞ୍ଜିଓଇଡିମା ହୋଇପାରେ ।[୧] ଶିଶୁର ହାନୀ କରୁଥିବାରୁ, ଗର୍ଭାବସ୍ଥାରେ ଏହା ଦିଆଯାଏ ନାହିଁ ।[୧] ରେନିନ-ଆଞ୍ଜିଓଟେନସିନ ସିସ୍ଟମକୁ (renin-angiotensin-aldosterone system) ଅବରୋଧ କରି ଲିସିନୋପ୍ରିଲ କାର୍ଯ୍ୟକ୍ଷମ ହୁଏ ।[୧]
ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ଲିସିନୋପ୍ରିଲ ସନ ୧୯୮୭ରେ ସ୍ୱୀକୃତ ହୋଇଥିଲା ।[୧] ଏହା ଜେନେରିକ (generic medication) ଔଷଧ ନାମରେ ମିଳେ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ହୋଲସେଲ ମୂଲ୍ୟ ସନ ୨୦୧୮ରେ ୦.୭୦ ଡଲାର ଥିଲା ।[୩] ଯୁକ୍ତ ରାଜ୍ୟରେ ସନ ୨୦୧୮ରେ ଏନଏଚଏସର (NHS) ଏକ ମାସର ଖର୍ଚ୍ଚ ବାବଦ ପ୍ରାୟ ୧୦ ପାଉଣ୍ଡ ଥିଲା । [୪] ସନ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ୧୧୦ ନିୟୁତ ପ୍ରେସକ୍ରିପସନ ହୋଇ ୨ୟ ସର୍ବାଧିକ ସ୍ଥାନ ଗ୍ରହଣ କରିଥିଲା ।[୫]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Lisinopril Monograph for Professionals". Drugs.com (in ଇଂରାଜୀ). AHFS. Retrieved 23 December 2018.
- ↑ "Lisinopril". Drugs.com (in ଇଂରାଜୀ). Retrieved 23 December 2018.
- ↑ "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
- ↑ British national formulary : BNF 76 (76 ed.). Pharmaceutical Press. 2018. p. 170. ISBN 9780857113382.
- ↑ "The Top 300 of 2019". clincalc.com. Retrieved 22 December 2018.
ଅଧିକ ପଢ଼ନ୍ତୁ
[ସମ୍ପାଦନା]- Fogari R, Zoppi A, Corradi L, Lazzari P, Mugellini A, Lusardi P (November 1998). "Comparative effects of lisinopril and losartan on insulin sensitivity in the treatment of non diabetic hypertensive patients". Br J Clin Pharmacol. 46 (5): 467–71. doi:10.1046/j.1365-2125.1998.00811.x. PMC 1873694. PMID 9833600.
- Bussien JP, Waeber B, Nussberger J, Gomez HJ, Brunner HR (1985). "Once-daily lisinopril in hypertensive patients: Effect on blood pressure and the renin-angiotensin system". Curr Therap Res. 37: 342–51.