ଲିସିନୋପ୍ରିଲ

ଉଇକିପିଡ଼ିଆ‌ରୁ
ଲିସିନୋପ୍ରିଲ
Structural formula of lisinopril
Ball-and-stick model of the lisinopril zwitterion
Chemical structure of lisinopril
Clinical data
Pronunciation/lˈsɪnəprɪl/, ly-SIN-ə-pril
Trade namesPrinivil, Zestril, others[୨]
Synonyms(2S)-1-[(2S)-6-amino-2-{[(1S)-1-carboxy-3-phenylpropyl]amino}hexanoyl]pyrrolidine-2-carboxylic acid
AHFS/Drugs.commonograph
MedlinePlusa692051
Pregnancy
category
Routes of
administration
By mouth
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailabilityapprox. 25%, but wide range between individuals (6 to 60%)
Protein binding0
MetabolismNone
Elimination half-life12 hours
ExcretionEliminated unchanged in urine
Identifiers
  • (2S)-1-[(2S)-6-amino-2-[[(1S)-1-carboxy-3-phenylpropyl]amino]hexanoyl]pyrrolidine-2-carboxylic acid
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
PDB ligand
ECHA InfoCard100.071.332 Edit this at Wikidata
Chemical and physical data
FormulaC21H31N3O5
Molar mass405.488 g/mol
3D model (JSmol)
  • O=C(O)[C@H]2N(C(=O)[C@@H](N[C@H](C(=O)O)CCc1ccccc1)CCCCN)CCC2
  • InChI=1S/C21H31N3O5/c22-13-5-4-9-16(19(25)24-14-6-10-18(24)21(28)29)23-17(20(26)27)12-11-15-7-2-1-3-8-15/h1-3,7-8,16-18,23H,4-6,9-14,22H2,(H,26,27)(H,28,29)/t16-,17-,18-/m0/s1 checkY
  • Key:RLAWWYSOJDYHDC-BZSNNMDCSA-N checkY
 ☒NcheckY (what is this?)  (verify)

ଲିସିନୋପ୍ରିଲ (ଇଂରାଜୀ ଭାଷାରେ Lisinopril) ଏକ ଏସିଇ ଇନହିବିଟର (angiotensin-converting enzyme (ACE) inhibitor) ଶ୍ରେଣୀର ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦ୍‌ପାତହୃଦ୍‌ଘାତ ପରବର୍ତ୍ତୀ ସମୟରେ ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ ।[୧] ଉଚ୍ଚ ରକ୍ତଚାପ ରୋଗ ନିମନ୍ତେ ଏହା ପ୍ରଥମ ଶ୍ରେଣୀର ଔଷଧ; ଯଦିଓ କଳା ଶ୍ରେଣୀର ଲୋକଙ୍କ (black) ପାଇଁ କ୍ୟାଲସିଅମ-ଚ୍ୟାନେଲ ବ୍ଲକର (calcium-channel blockers) ବା ଥିଆଜାଇଡ ଡାଇୟୁରେଟିକ (thiazide diuretics) ଭଲ କାମ କରେ । [୧] ମଧୁମେହ ରୋଗ ଥିଲେ ବୃକ୍‌କ ସମସ୍ୟା (kidney problems) ପ୍ରତିଷେଧ ନିମନ୍ତେ ମଧ୍ୟ ଏହା ବ୍ୟବ‌ହାର କରାଯାଏ ।[୧] ଲିସିନୋପ୍ରିଲ ପାଟିରେ ଦିଆଯାଏ । [୧] ସମ୍ପୁର୍ଣ୍ଣ ପ୍ରଭାବ ଆସିବାକୁ ପ୍ରାୟ ୪ ସପ୍ତାହ ଲାଗେ । [୧]

ଲିସିନୋପ୍ରିଲର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ମୁଣ୍ଡ ଓଜନିଆ ଲାଗିବା, ଥକ୍କାଣ ଅନୁଭବ, କାଶ, ଅଇ ଓ ରାସ୍ ହୋଇପାରେ ।[୧] ପ୍ରତିକ୍ରିୟା ସାଂଘାତିକ ହେଲେ ନିମ୍ନ ରକ୍ତଚାପ (low blood pressure), ଯକୃତ ସମସ୍ୟା ଓ ଆଞ୍ଜିଓଇଡିମା ହୋଇପାରେ ।[୧] ଶିଶୁର ହାନୀ କରୁଥିବାରୁ, ଗର୍ଭାବସ୍ଥାରେ ଏହା ଦିଆଯାଏ ନାହିଁ ।[୧] ରେନିନ-ଆଞ୍ଜିଓଟେନସିନ ସିସ୍ଟମକୁ (renin-angiotensin-aldosterone system) ଅବରୋଧ କରି ଲିସିନୋପ୍ରିଲ କାର୍ଯ୍ୟକ୍ଷମ ହୁଏ ।[୧]

ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଲିସିନୋପ୍ରିଲ ସନ ୧୯୮୭ରେ ସ୍ୱୀକୃତ ହୋଇଥିଲା ।[୧] ଏହା ଜେନେରିକ (generic medication) ଔଷଧ ନାମରେ ମିଳେ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ହୋଲସେଲ ମୂଲ୍ୟ ସନ ୨୦୧୮ରେ ୦.୭୦ ଡଲାର ଥିଲା ।[୩] ଯୁକ୍ତ ରାଜ୍ୟରେ ସନ ୨୦୧୮ରେ ଏନଏଚଏସର (NHS) ଏକ ମାସର ଖର୍ଚ୍ଚ ବାବଦ ପ୍ରାୟ ୧୦ ପାଉଣ୍ଡ ଥିଲା । [୪] ସନ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ୧୧୦ ନିୟୁତ ପ୍ରେସକ୍ରିପସନ ହୋଇ ୨ୟ ସର୍ବାଧିକ ସ୍ଥାନ ଗ୍ରହଣ କରିଥିଲା ।[୫]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Lisinopril Monograph for Professionals". Drugs.com (in ଇଂରାଜୀ). AHFS. Retrieved 23 December 2018.
  2. "Lisinopril". Drugs.com (in ଇଂରାଜୀ). Retrieved 23 December 2018.
  3. "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
  4. British national formulary : BNF 76 (76 ed.). Pharmaceutical Press. 2018. p. 170. ISBN 9780857113382.
  5. "The Top 300 of 2019". clincalc.com. Retrieved 22 December 2018.

ଅଧିକ ପଢ଼ନ୍ତୁ[ସମ୍ପାଦନା]

ବାହ୍ୟ ଲିଙ୍କ[ସମ୍ପାଦନା]