ପଟ୍ଟନାୟକ
ଦେଖଣା
ପଟ୍ଟନାୟକ (ଇଂରାଜୀରେ Patnaik, Pattanaik, Pattanayak ଆଦି ବନାନ ବ୍ୟବହୃତ) ଭାରତରେ କରଣ ଜାତିର ଲୋକମାନଙ୍କର ଏକ ସାଙ୍ଗିଆ । ଏହି ସାଙ୍ଗିଆଧାରୀ ବ୍ୟକ୍ତିମାନେ ମୂଳତଃ ଓଡ଼ିଶା, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ରାଜ୍ୟର ବାସିନ୍ଦା ।
ସାଙ୍ଗିଆ ଥିବା ପ୍ରସିଦ୍ଧ ଲୋକ
[ସମ୍ପାଦନା]- ଅନଙ୍ଗ କୁମାର ପଟ୍ଟନାୟକ (ଜନ୍ମ ୧୯୪୯)
- ବିଜୁ ପଟ୍ଟନାୟକ (୧୯୧୬-୧୯୯୭), ରାଜନେତା ଓ ଓଡ଼ିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ
- ଡି.ବି.ଏମ. ପଟ୍ଟନାୟକ (୧୯୨୫-୨୦୦୯), ଭାରତୀୟ ରାଜନେତା, ଓକିଲ ଓ କମ୍ୟୁନିଷ୍ଟ ନେତା
- ଦେବୀପ୍ରସନ୍ନ ପଟ୍ଟନାୟକ, ଭାଷାବିଦ, ସାମାଜିକ ବିଜ୍ଞାନୀ ଓ ଲେଖକ
- ଅରୂପ ପଟ୍ଟନାୟକ (୧୯୫୫), ମୁମ୍ବାଇର ପୁର୍ବତ୍ତନ ପୋଲିସ କମିଶନର
- ଦେବରାଜ ପଟ୍ଟନାୟକ (୧୯୭୫), କାନାଡାରେ ଜନ୍ମିତ ନୃତ୍ୟକାର ଓ ସଂଗୀତକାର
- ଦେବଦତ୍ତ ପଟ୍ଟନାୟକ (୧୯୭୦), ଡାକ୍ତର, ନେତୃତ୍ୱ ପରାମର୍ଶଦାତା ଓ ଲେଖକ
- ଏଲୋରା ପଟ୍ଟନାୟକ (୧୯୬୮), କାନାଡିଆନ ଫିଲ୍ମ ଓ ଥିଏଟର ଅଭିନେତ୍ରୀ
- ହର ପଟ୍ଟନାୟକ (୧୯୫୮-୨୦୧୫), ଚଳଚ୍ଚିତ୍ର ନିର୍ଦ୍ଦେଶକ
- ଜାନକୀ ବଲ୍ଲଭ ପଟ୍ଟନାୟକ (୧୯୨୭-୨୦୧୫), କଂଗ୍ରେସ ନେତା ଓ ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ
- ନବୀନ ପଟ୍ଟନାୟକ ପଟ୍ଟନାୟକ (୧୯୪୬), ଓଡ଼ିଶାର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ
- ପ୍ରଭାତ ପଟ୍ଟନାୟକ (୧୯୪୫), ଅର୍ଥନିତୀ ବିଶେଷଜ୍ଞ
- ଆର.ପି. ପଟ୍ଟନାୟକ, ଚଳଚ୍ଚିତ୍ର ନିର୍ଦ୍ଦେଶକ
- ରଘୁନାଥ ପଟ୍ଟନାୟକ, କଂଗ୍ରେସ ନେତା
- ସୁଦର୍ଶନ ପଟ୍ଟନାୟକ (୧୯୭୭), ବାଲୁକା ଶିଳ୍ପୀ