Jump to content

"ଲଭ୍ ଷ୍ଟେସନ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
"'''ଲଭ ଷ୍ଟେସନ''' ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ପ୍ର..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୦୯:୦୭, ୨୧ ଅଗଷ୍ଟ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ଲଭ ଷ୍ଟେସନ ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ହୋଇଛି। ୧୨ ଘଣ୍ଟାର ଯାତ୍ରା ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ବାବୁଶାନ୍, ଏଲିନା ସାମନ୍ତରାୟ ଓ ହାସ୍ୟ ଅଭିନେତା ପପୁ ପମ ପମଙ୍କୁ ଦେଖିବାକୁ ମିଳିଛି । ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତ ଗୁଡିକ ନିର୍ମାଣ ହୋଇଛି ।[]

Read more at: http://odishanews360.com/odisha/details?mallId=5&jobId=7581&type=ENTERTAINMENT

ଲଭ ଷ୍ଟେସନ
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକଜାଗି ମଙ୍ଗଦ ପଣ୍ଡା[]
ସଂଳାପ(ସଂଳାପ):
କଳାକାରବାବୁଶାନ୍, ଏଲିନା ସାମନ୍ତରାୟ, ପପୁ ପମ ପମ
ସଙ୍ଗୀତଅଭିଜିତ ମଜୁମଦାର
ମୁକ୍ତିଲାଭ ତାରିଖ
୧୨ ଜୁନ ୨୦୧୬
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟ

  1. ବାବୁଶାନ୍
  2. ଏଲିନା ସାମନ୍ତରାୟ
  3. ପପୁ ପମ ପମ

ଗୀତ ଏବଂ ସଙ୍ଗୀତ

ଏହି ଚଳଚ୍ଚିତ୍ରରେ ୪ଟି ଗୀତ ରହିଛି । ଗୀତ ଗୁଡ଼ିକୁ ନିର୍ମଳ ନାୟକ ରଚନା କରିଛନ୍ତି ଏବଂ ଅଭିଜିତ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ବାବୁଶାନ୍, ଇରା ମହାନ୍ତି, ପପୁ ପମ ପମ ପ୍ରମୁଖ କଣ୍ଠଦାନ କରିଛନ୍ତି ।[]

ଗୀତ ରଚନା କଣ୍ଠଦାନ
ସାୱରିଆ ନିର୍ମଳ ନାୟକ ବାବୁଶାନ୍ ଏବଂ ଇରା ମହାନ୍ତି
ଲଭ ଷ୍ଟେସନ ନିର୍ମଳ ନାୟକ ତାରିକ୍ ଅଜିଜ୍ ଏବଂ ପାମେଲା ଜୈନ
ଟ୍ୱିଙ୍କଲ ଟ୍ୱିଙ୍କଲ ଲିଟଲ୍ ଷ୍ଟାର ନିର୍ମଳ ନାୟକ ପପୁ ପମ ପମ ଏବଂ ସଞ୍ଜୁ
ଟାଟୁବାଲି ନିର୍ମଳ ନାୟକ ତାରିକ୍ ଅଜିଜ୍

ଆଧାର

  1. "ମୁକ୍ତିଲାଭ କଲା ତିନୋଟି ଓଡିଆ ସିନେମା, ଆରମ୍ଭ ହେଲା ତ୍ରିମୁଖୀ ଲଢେଇ". Odisha News 360. 12 June 2016. Retrieved 21 August 2016.
  2. "Tarang Cine Production Presented Ollywood Movie "Love Station"". E News ଓଡ଼ିଆ. 12 March 2016. Retrieved 21 August 2016.
  3. "ବାବୁସାନଙ୍କ ସିନେମା 'ଲଭ ଷ୍ଟେସନ'ର ଗୀତ ରିଲିଜ୍". Odisha News 360. 25 May 2016. Retrieved 21 August 2016.