ଲୁହା
| Iron | |||||||||||||||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
|
26Fe
|
|||||||||||||||||||||||||||||||||||||||||||||||||
|
|||||||||||||||||||||||||||||||||||||||||||||||||
| ଭୌତିକ ରୁପ | |||||||||||||||||||||||||||||||||||||||||||||||||
| lustrous metallic with a grayish tinge Spectral lines of iron |
|||||||||||||||||||||||||||||||||||||||||||||||||
| ସାଧାରଣ ଧର୍ମ | |||||||||||||||||||||||||||||||||||||||||||||||||
| ନାମ, ପ୍ରତୀକ, ପରମାଣୁ କ୍ରମାଙ୍କ |
iron, Fe, 26 |
||||||||||||||||||||||||||||||||||||||||||||||||
| ଉଚ୍ଚାରଣ | /ˈaɪ.ərn/ | ||||||||||||||||||||||||||||||||||||||||||||||||
| ମୌଳିକ ପ୍ରକାର | transition metal | ||||||||||||||||||||||||||||||||||||||||||||||||
| ଶ୍ରେଣୀ, ପର୍ଯ୍ୟାୟ, ବ୍ଲକ୍ | 8, 4, d | ||||||||||||||||||||||||||||||||||||||||||||||||
| ମାନକ ପରମାଣବିକ ଓଜନ | 55.845(2) | ||||||||||||||||||||||||||||||||||||||||||||||||
| ଇଲେକ୍ଟ୍ରୋନ୍ ବିନ୍ୟାସ | [Ar] 3d6 4s2 2, 8, 14, 2 |
||||||||||||||||||||||||||||||||||||||||||||||||
| ଇତିହାସ | |||||||||||||||||||||||||||||||||||||||||||||||||
| ଆବିଷ୍କାର | before 5000 BC | ||||||||||||||||||||||||||||||||||||||||||||||||
| ଭୌତିକ ଧର୍ମ | |||||||||||||||||||||||||||||||||||||||||||||||||
| ଅବସ୍ଥା | solid | ||||||||||||||||||||||||||||||||||||||||||||||||
| (ରୁମ୍ ଟେମ୍ପରେଚର୍ରେ ଘନତା) | 7.874 g·cm−3 | ||||||||||||||||||||||||||||||||||||||||||||||||
| Liquid density at m.p. | 6.98 g·cm−3 | ||||||||||||||||||||||||||||||||||||||||||||||||
| ଗଳନାଙ୍କ | 1811 K, 1538 °C, 2800 °F | ||||||||||||||||||||||||||||||||||||||||||||||||
| ସ୍ଫୁଟନାଙ୍କ | 3134 K, 2862 °C, 5182 °F | ||||||||||||||||||||||||||||||||||||||||||||||||
| Heat of fusion | 13.81 kJ·mol−1 | ||||||||||||||||||||||||||||||||||||||||||||||||
| Heat of vaporization | 340 kJ·mol−1 | ||||||||||||||||||||||||||||||||||||||||||||||||
| Molar heat capacity | 25.10 J·mol−1·K−1 | ||||||||||||||||||||||||||||||||||||||||||||||||
| Vapor pressure | |||||||||||||||||||||||||||||||||||||||||||||||||
|
|||||||||||||||||||||||||||||||||||||||||||||||||
| Atomic properties | |||||||||||||||||||||||||||||||||||||||||||||||||
| Oxidation states | 6, 5,[୧] 4, 3, 2, 1[୨], -1, -2 (amphoteric oxide) |
||||||||||||||||||||||||||||||||||||||||||||||||
| Electronegativity | 1.83 (Pauling scale) | ||||||||||||||||||||||||||||||||||||||||||||||||
| Ionization energies (more) |
1st: 762.5 kJ·mol−1 | ||||||||||||||||||||||||||||||||||||||||||||||||
| 2nd: 1561.9 kJ·mol−1 | |||||||||||||||||||||||||||||||||||||||||||||||||
| 3rd: 2957 kJ·mol−1 | |||||||||||||||||||||||||||||||||||||||||||||||||
| Atomic radius | 126 pm | ||||||||||||||||||||||||||||||||||||||||||||||||
| Covalent radius | 132±3 (low spin), 152±6 (high spin) pm | ||||||||||||||||||||||||||||||||||||||||||||||||
| Miscellanea | |||||||||||||||||||||||||||||||||||||||||||||||||
| Crystal structure | body-centered cubic
a=286.65 pm; |
||||||||||||||||||||||||||||||||||||||||||||||||
| face-centered cubic
between 1185–1667 K |
|||||||||||||||||||||||||||||||||||||||||||||||||
| Magnetic ordering | ferromagnetic | ||||||||||||||||||||||||||||||||||||||||||||||||
| 1043 K | |||||||||||||||||||||||||||||||||||||||||||||||||
| Electrical resistivity | (20 °C) 96.1 nΩ·m | ||||||||||||||||||||||||||||||||||||||||||||||||
| Thermal conductivity | 80.4 W·m−1·K−1 | ||||||||||||||||||||||||||||||||||||||||||||||||
| Thermal expansion | (25 °C) 11.8 µm·m−1·K−1 | ||||||||||||||||||||||||||||||||||||||||||||||||
| Speed of sound (thin rod) | (r.t.) (electrolytic) 5120 m·s−1 |
||||||||||||||||||||||||||||||||||||||||||||||||
| Young's modulus | 211 GPa | ||||||||||||||||||||||||||||||||||||||||||||||||
| Shear modulus | 82 GPa | ||||||||||||||||||||||||||||||||||||||||||||||||
| Bulk modulus | 170 GPa | ||||||||||||||||||||||||||||||||||||||||||||||||
| Poisson ratio | 0.29 | ||||||||||||||||||||||||||||||||||||||||||||||||
| Mohs hardness | 4 | ||||||||||||||||||||||||||||||||||||||||||||||||
| Vickers hardness | 608 MPa | ||||||||||||||||||||||||||||||||||||||||||||||||
| Brinell hardness | 490 MPa | ||||||||||||||||||||||||||||||||||||||||||||||||
| CAS registry number | 7439-89-6 | ||||||||||||||||||||||||||||||||||||||||||||||||
| Most stable isotopes | |||||||||||||||||||||||||||||||||||||||||||||||||
| Main article: Isotopes of iron | |||||||||||||||||||||||||||||||||||||||||||||||||
|
|||||||||||||||||||||||||||||||||||||||||||||||||
ଲୁହା (ଇଂରାଜୀ: Iron;ଆଇରନ୍) ପୃଥିବୀର ଅତି ସାଧାରଣ ଧାତୁ ଅଟେ । ଏହା ପର୍ଯ୍ୟାୟ ସାରଣୀର ୮ମ ସ୍ତମ୍ଭରେ ଥିବା ଏକ ରାସାୟନିକ ମୌଳିକ ଓ ଏହାର ପ୍ରତୀକ ହେଉଛି Fe ଯାହା ଲାଟିନ୍ ଶବ୍ଦ ଫେରମ୍ରୁ (ferrum) ଆସିଛି । ଏହାର ପରମାଣୁ କ୍ରମାଙ୍କ ୨୬ ଓ ବସ୍ତୁତ୍ୱ ସଂଖ୍ୟା ହେଉଛି ୫୫.୮୫ ।
ଦୃଢ ଓ ଶସ୍ତା ହୋଇଥିବାରୁ ଏହାର ପ୍ରଚୁର ବ୍ୟବହାର ହୁଏ । ଇସ୍ପାତ୍ ତିଆରି କରିବା ପାଇଁ ଲୁହା ହେଉଛି ମୁଖ୍ୟ ବସ୍ତୁ । ଯେହେତୁ ଚୁମ୍ବକୀୟ, ଏହା ଚୁମ୍ବକ ତିଆରିରେ ବ୍ୟବହୃତ ହୁଏ ।
ବିଷୟସୂଚୀ |
ଗୁଣ[ସମ୍ପାଦନା]
ଭୌତିକ ଗୁଣ[ସମ୍ପାଦନା]
ଲୁହା ଏକ ଧୂଷର ରଙ୍ଗର ଧାତୁ । ଏହା ଚୁମ୍ବକୀୟ ଅଟେ । ଅତି ମଜବୁତ୍ ହୋଇଥିବାରୁ ଏହା ଅନେକ କାମରେ ଲାଗେ । ବିଶୁଦ୍ଧ ଲୁହା ନମନୀୟ, କିନ୍ତୁ ଇସ୍ପାତ୍ (ଲୁହା ଏବଂ ଅଳ୍ପ ଅଙ୍ଗାରକର ମିଶ୍ରଧାତୁ) ଅଧିକ ମଜବୁତ୍ । ଅଙ୍ଗାରକର ଅଧିକ ମାତ୍ରା ଲୌହକୁ ଦୃଢ କରେ, ହେଲେ ଅତ୍ୟଧିକ ଅଙ୍ଗାରକ ଭଙ୍ଗୁର କରିଦିଏ ।
ରାସାୟନିକ ଗୁଣ[ସମ୍ପାଦନା]
ଲୁହା ଅତିମାତ୍ରାରେ ପ୍ରତିକ୍ରିୟାଶୀଳ । ସଲ୍ଫ୍ୟୁରିକ୍ ଅମ୍ଳ ପରି ଅଧିକାଂଶ ଅମ୍ଳ ସହିତ ଏହା ପ୍ରତିକ୍ରିୟା କରେ । ସଲ୍ଫ୍ୟୁରିକ୍ ଅମ୍ଳ ସହିତ ମିଶି ଏହା ଫେରସ୍ ସଲ୍ଫେଟ୍ ତିଆରି କରେ । ଏହି ପ୍ରତିକ୍ରିୟା ଧାତୁ ସଫା କରିବା ପାଇଁ ବ୍ୟବହୃତ ହୁଏ ।
ଲୁହା, ବାୟୁ ଓ ଜଳ ସହିତ ପ୍ରତିକ୍ରିୟା କରି କଳଙ୍କି ସୃଷ୍ଟି କରେ । କଳଙ୍କି ଲୁହାରୁ ଅଧିକ କଳଙ୍କି ସୃଷ୍ଟି କରେ । ଶେଷରେ, ସମ୍ପୂର୍ଣ ଲୌହଖଣ୍ଡଟି କଳଙ୍କିରେ ପରିଣତ ହୁଏ । ଆଲୁମିନିଅମ୍ ପରି ଧାତୁରେ କଳଙ୍କି ଲାଗେ ନାହିଁ । ଲୁହା, କ୍ରୋମିଅମ୍ ଓ ଅଙ୍ଗାରକ ସହ ମିଶି ଇସ୍ପାତ୍ ସୃଷ୍ଟି କରେ, ଯାହା ସାଧାରଣତଃ କଳଙ୍କି ଧରେ ନାହିଁ ।
ଲୌହଗୁଣ୍ଡ ସଲ୍ଫର୍ ସହ ମିଶି ଲୌହ ସଲ୍ଫାଇଡ୍ ନାମକ ଏକ କଳା କଠିନ ସୃଷ୍ଟି କରେ । ଲୌହ କ୍ଲୋରିନ୍ ସହ ମିଶି ଲୌହ କ୍ଲୋରାଇଡ୍ ମଧ୍ୟ ତିଆରି କରେ ।
ରାସାୟନିକ ଯୌଗିକ[ସମ୍ପାଦନା]
ଏହି ଧାତୁ ଅନ୍ୟାନ୍ୟ ମୌଳିକ ସହ ମିଶି ଲୌହ-ଯୌଗିକ ତିଆରି କରେ । ସାଧାରଣତଃ ଲୌହ ଜାରିତ ହୁଏ । ଲୁହା, ଦୁଇ କିମ୍ବା ତିନୋଟି ଇଲେକ୍ଟ୍ରୋନ୍ ତ୍ୟାଗ କରେ । ଦୁଇଟି ଇଲେକ୍ଟ୍ରୋନ୍ ତ୍ୟାଗ କରିଥିବା ଯୌଗିକକୁ ଫେରସ୍ ଯୌଗିକ କୁହାଯାଏ ଓ ତିନୋଟି ଇଲେକ୍ଟ୍ରୋନ୍ ତ୍ୟାଗ କରିଥିବା ଯୌଗିକକୁ ଫେରିକ୍ ଯୌଗିକ କୁହାଯାଏ ।
ମୃତ୍ତିକାରେ ଲୌହ[ସମ୍ପାଦନା]
ଲୌହ ମୃତ୍ତିକାରେ କ୍ୱଚିତ୍ ମିଳେ । ମାଟି ତଳେ ସାଧାରଣତଃ ହେମାଟାଇଟ୍ ମିଳେ । ହେମାଟାଇଟ୍ରୁ ଲୌହ ନିଷ୍କାସନ କରାଯାଏ । ମାଂସରେ ମଧ୍ୟ କିଛି ଲୌହ ମିଳେ । ରକ୍ତର ହିମୋଗ୍ଲୋବିନ୍ରେ ମଧ୍ୟ ଲୌହ ମିଳେ , କିନ୍ତୁ, ସବୁ ରକ୍ତରେ ହିମୋଗ୍ଲୋବିନ୍ ନଥାଏ ।
ଲୁହା ତିଆରି[ସମ୍ପାଦନା]
ବଡ଼ କାରଖାନା ମାନଙ୍କରେ ହେମାଟାଇଟ୍କୁ କୋକ୍ ସହ ତରଳାଇ ଲୌହ ତିଆରି କରାଯାଏ ।
ବ୍ୟବହାର[ସମ୍ପାଦନା]
ଧାତୁ ଭାବରେ[ସମ୍ପାଦନା]
ଲୌହ ଅନ୍ୟ ଧାତୁମାନଙ୍କ ତୁଳନାରେ ସର୍ବାଧିକ ବ୍ୟବହୃତ ହୁଏ । କାରଣ ଏହା ମଜବୁତ୍ ଓ ଶସ୍ତା । ଲୌହ ଘର, ପୋଲ, କଣ୍ଟା, ପେଞ୍ଚ, ନଳ ଇତ୍ୟାଦି ତିଆରିରେ ବ୍ୟବହୃତ ହୁଏ । ଚୁମ୍ବକୀୟ ହୋଇଥିବାରୁ ଅନେକ ଚୁମ୍ବକରେ ମଧ୍ୟ ବ୍ୟବହୃତ ହୁଏ ।
ଯୌଗିକ ଭାବରେ[ସମ୍ପାଦନା]
ଲୌହ ଯୌଗିକମାନେ ଅନେକ କାମରେ ଲାଗନ୍ତି । ଲୌହ କ୍ଲୋରାଇଡ୍ ଜଳକୁ ସଫା କରେ । ଲୌହ ସଲ୍ଫେଟ୍ ସିମେଣ୍ଟରେ ବ୍ୟବହୃତ ହୁଏ ।
ଖାଦ୍ୟରେ ବ୍ୟବହାର[ସମ୍ପାଦନା]
ଅମ୍ଳଜାନକୁ ମାଂସପେଶୀରେ ପହଞ୍ଚାଇବା ପାଇଁ ଆମେ ଲୌହ ଲୋଡୁ, କାରଣ ଲୌହରେ ନିର୍ମିତ ହିମୋଗ୍ଲୋବିନ୍ ହିଁ ଅମ୍ଳଜାନ ବହନ କରିଥାଏ ।
ସୁରକ୍ଷା[ସମ୍ପାଦନା]
ଲୌହର ମାତ୍ରା ବଢିଲେ ଏହା ଶରୀର ପାଇଁ କ୍ଷତିକାରକ । ଲୌହ ଥିବା ଜୀବସାର ଅଧିକ ମାତ୍ରାରେ ଖାଇଲେ, ଆମେ ଅସୁସ୍ଥ ହୋଇ ପଡୁ ।
ଅନ୍ୟାନ୍ୟ ପୃଷ୍ଟା[ସମ୍ପାଦନା]
- ଲୌହ ଯୌଗିକ
ଟୀକା[ସମ୍ପାଦନା]
- ↑ Demazeau, G.; Buffat, B.; Pouchard, M.; Hagenmuller, P. (1982). "Recent developments in the field of high oxidation states of transition elements in oxides stabilization of Six-coordinated Iron(V)". Zeitschrift für anorganische und allgemeine Chemie 491: 60. doi:10.1002/zaac.19824910109.
- ↑ Ram, R. S. and Bernath, P. F. (2003). "Fourier transform emission spectroscopy of the g4Δ-a4Δ system of FeCl". Journal of Molecular Spectroscopy 221 (2): 261. doi:10.1016/S0022-2852(03)00225-X. http://bernath.uwaterloo.ca/media/266.pdf.
ଆଧାର[ସମ୍ପାଦନା]
- Weeks, Mary Elvira; Leichester, Henry M. (1968). "Elements Known to the Ancients". Discovery of the Elements. Easton, PA: Journal of Chemical Education. ପୃଷ୍ଠା. 29–40. ISBN 0-7661-3872-0.
ଆହୁରି ପଢନ୍ତୁ[ସମ୍ପାଦନା]
- H. R. Schubert, History of the British Iron and Steel Industry… to 1775 AD (Routledge, London, 1957)
- R. F. Tylecote, History of Metallurgy (Institute of Materials, London 1992).
- R. F. Tylecote, "Iron in the Industrial Revolution" in J. Day and R. F. Tylecote, The Industrial Revolution in Metals (Institute of Materials 1991), 200–60.
ବାହାର ଲିଙ୍କ[ସମ୍ପାଦନା]
| iron ଶବ୍ଦଟି ଖୋଲା ଅଭିଧାନ, ଉଇକି ଅଭିଧାନରେ ଖୋଜନ୍ତୁ । |
| ଉଇକିପିଡ଼ିଆ କମନସରେ: Iron ଉପରେ ମାଧ୍ୟମ ରହିଅଛି |
- It's Elemental – Iron
- The Most Tightly Bound Nuclei
- Chemistry in its element podcast (MP3) from the Royal Society of Chemistry's Chemistry World: Iron
- Iron at The Periodic Table of Videos (University of Nottingham)
- Metallurgy for the non-Metallurgist
| ପର୍ଯ୍ୟାୟ ସାରଣୀ | |||||||||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| ୧ | ୨ | ୩ | ୪ | ୫ | ୬ | ୭ | ୮ | ୯ | ୧୦ | ୧୧ | ୧୨ | ୧୩ | ୧୪ | ୧୫ | ୧୬ | ୧୭ | ୧୮ | ||||||||||||||||||||||||||
| ୧ | H |
He |
|||||||||||||||||||||||||||||||||||||||||
| ୨ | Li |
Be |
B |
C |
N |
O |
F |
Ne |
|||||||||||||||||||||||||||||||||||
| ୩ | Na |
Mg |
Al |
Si |
P |
S |
Cl |
Ar |
|||||||||||||||||||||||||||||||||||
| ୪ | K |
Ca |
Sc |
Ti |
V |
Cr |
Mn |
Fe |
Co |
Ni |
Cu |
Zn |
Ga |
Ge |
As |
Se |
Br |
Kr |
|||||||||||||||||||||||||
| ୫ | Rb |
Sr |
Y |
Zr |
Nb |
Mo |
Tc |
Ru |
Rh |
Pd |
Ag |
Cd |
In |
Sn |
Sb |
Te |
I |
Xe |
|||||||||||||||||||||||||
| ୬ | Cs |
Ba |
La |
Ce |
Pr |
Nd |
Pm |
Sm |
Eu |
Gd |
Tb |
Dy |
Ho |
Er |
Tm |
Yb |
Lu |
Hf |
Ta |
W |
Re |
Os |
Ir |
Pt |
Au |
Hg |
Tl |
Pb |
Bi |
Po |
At |
Rn |
|||||||||||
| ୭ | Fr |
Ra |
Ac |
Th |
Pa |
U |
Np |
Pu |
Am |
Cm |
Bk |
Cf |
Es |
Fm |
Md |
No |
Lr |
Rf |
Db |
Sg |
Bh |
Hs |
Mt |
Ds |
Rg |
Cn |
Uut |
Fl |
Uup |
Lv |
Uus |
Uuo |
|||||||||||
|
|||||||||||||||||||||||||||||||||||||||||||
| ବୃହତ ସଂସ୍କରଣ | |||||||||||||||||||||||||||||||||||||||||||