ଲାଟିନ ଭାଷା

ଉଇକିପିଡ଼ିଆ ରୁ
ଲାଟିନ ଭାଷା
ଲିଙ୍ଗୁଆ ଲାଟିନା (Lingua latina)
Rome Colosseum inscription 2.jpg
ଉଚ୍ଚାରଣ IPA-laˈtiːna
କେଉଁଠି କୁହାଯାଏ Latium, Roman Monarchy, Roman Republic, Roman Empire, Medieval and Early modern Europe, Armenian Kingdom of Cilicia (as lingua franca), Vatican City
ସର୍ବମୋଟ କହୁଥିବା ଲୋକସଂଖ୍ୟା
ଭାଷା ପରିବାର Indo-European
ଲେଖିବା ପ୍ରଣାଳୀ Latin alphabet 
ସରକାରୀ ସ୍ଥିତି
କେଉଁଠାରେ ଏହା ସରକାରୀ ଭାଷା: ଛାଞ୍ଚ:Country data Holy See
କିଏ ପରିଚାଳନା କରନ୍ତି: In antiquity, Roman schools of grammar and rhetoric.[୧] Today, Opus Fundatum Latinitas.[୨]
ଭାଷା କୋଡ଼
ISO 639-1 la
ISO 639-2 lat
ISO 639-3 lat
ଲିଙ୍ଗୁଆସ୍ଫେର 51-AAB-a
Roman Empire map.svg

ଲାଟିନ ଭାଷା (play /ˈlætɪn/; Latin: lingua latīna; IPA-ˈlɪŋɡʷa laˈtiːna) ଏକ ଇଟାଲୀୟ ଭାଷା , ପ୍ରକୃତରେ ଏହା 'ଲାଟିଅମ' ଓ 'ପ୍ରାଚୀନ ରୋମ'ରେ କୁହାଯାଏ । ଏହା ଅନ୍ୟ ଇଉରୋପୀୟ ଭାଷା ଭଳି , ପ୍ରାଚୀନ 'ପ୍ରାକ-ଭାରତୀୟ-ଇଉରୋପୀୟ' ଭାଷାରୁ ଉଦ୍ଭବ । ଏହାର ଉତ୍ପତି ଇଟାଲୀୟ ପେନିସୁଲା ଠାରେ ହୋଇଥିଲା । ଯଦିଓ ଏହା ଏକ ମୃତ ଭାଷା , ଆଜିବି ବହୁତ ଛାତ୍ର , ଭାଷାବିତ ଓ ଖ୍ରୀଷ୍ଟିୟାନ ପାଦ୍ରୀ ଏହାକୁ ସୁନ୍ଦର ଭାବେ କହିପାରନ୍ତି । ଏବେବି ବହୁତ ବିଦ୍ୟାଳୟ ଓ ଉଚ୍ଚ-ବିଦ୍ୟାଳୟରେ ଏହାକୁ ପଢାଯାଏ । ଲାଟିନ ଭାଷାକୁ ନୂଆ ଶବ୍ଦ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ଲାଟିନ ବ୍ୟତୀତ ଅନ୍ୟ ଇଟାଲୀୟ ପରିବାରର ଭାଷା ସବୁ ଊହ୍ୟ ହୋଇଗଲେଣି ।

ବିଷୟସୂଚୀ

ଲାଟିନ ଭାଷାର ଇତିହାସ[ସମ୍ପାଦନା]

ଆଧୁନିକ ଲାଟିନ ଭାଷା[ସମ୍ପାଦନା]

ବ୍ୟାକରଣ[ସମ୍ପାଦନା]

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Schools". Britannica (1911 ed.). 
  2. Opus Fundatum Latinitas is an organ of the Roman Catholic Church, and regulates Latin with respect to its status as official language of the Holy See and for use by Catholic clergy.

ବାହାର ଲିଙ୍କ[ସମ୍ପାଦନା]

ଭାଷା ସାହାଯ୍ୟ[ସମ୍ପାଦନା]


ପାଠ୍ୟ ବହି[ସମ୍ପାଦନା]

ବ୍ୟାକରଣ ଓ ଶିକ୍ଷା[ସମ୍ପାଦନା]

ଉଚ୍ଚାରଣ (Phonetics)[ସମ୍ପାଦନା]