ଉତ୍ତର ଆମେରିକା

ଉଇକିପିଡ଼ିଆ ରୁ
ଉତ୍ତର ଆମେରିକା
Location North America.svg
କ୍ଷେତ୍ରଫଳ ୨୪,୭୦୯,୦୦୦ km2 (୯,୫୪୦,୦୦୦ sq mi)
ଲୋକସଁଖ୍ୟା ୫୨୮,୭୨୦,୫୮୮ (continents by population
ଲୋକସଁଖ୍ୟାର ଘନତା ୨୨.୯ per km2 (୫୯.୩ per sq mi)
ରାଷ୍ଟ୍ରିଅତା North American, American[୧]
ଦେଶ ୨୩ (List of countries)
ଅଧିନରେ ଥିବା ଜାଗା ୨୨
ଭାଷା ଇଂରାଜୀ, ସ୍ପାନିସ, ଫ୍ରେଞ୍ଚ
ସମୟ ଜୋନ UTC-10 to UTC
ନଗର
1.Mexico ମେକ୍ସିକୋ ସିଟି
2.United States ନିଉ ୟର୍କ
3.United States ଲସ ଆଞ୍ଜେଲେସ
4.Canada ଟରୋଣ୍ଟୋ
5.United States ଶିକାଗୋ
6.United States ସାନ ଫ୍ରାନସିସ୍କୋ
7.Cuba ହାଭାନା

ଉତ୍ତର ଆମେରିକା, ଏକ ମହାଦେଶ[୨]

ଭୂଗୋଳ[ସମ୍ପାଦନା]

ଉତ୍ତର ଆମେରିକା ଏକ ମହାଦେଶ। ଏହା ସମ୍ପୂର୍ଣ ଭାବେ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ। ଏହାର ପୂର୍ବ ଦିଗରେ ଆଟଲାଣ୍ଟିକ ମହାସାଗର, ଉତ୍ତର ଦିଗରେ ଆର୍କଟିକ ମହାସାଗର, ପଶ୍ଚିମ ଓ ଦକ୍ଷିଣ ଦିଗରେ ପ୍ରଶାନ୍ତ ମହାସାଗର ଅବସ୍ଥିତ। କ୍ଷେତ୍ରଫଳ ହିସାବରେ ଏହା ୩ୟ ବୃହତ୍ତମ ଓ ଜନସଂଖ୍ୟା ହିସାବରେ ଏହା ପୃଥିବୀର ୪ଥ ଭୁହତ୍ତମ ମହାଦେଶ ଅଟେ। ଏହାର ୨୪,୭୦୯,୦୦୦ ବର୍ଗ କିମି କ୍ଷେତ୍ରଫଳ ପୃଥିବୀର ମୋଟ କ୍ଷେତ୍ରଫଳର ୪.୮% , ତଥା ମୋଟ ସ୍ଥଳଭାଗ କ୍ଷେତ୍ରଫଳର ୧୬.୫% ଅଟେ ।

ଇତିହାସ[ସମ୍ପାଦନା]

ସଂସ୍କୃତି[ସମ୍ପାଦନା]

ଅର୍ଥନିତୀ[ସମ୍ପାଦନା]

ଭାଷା[ସମ୍ପାଦନା]

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]