ମହାଦେଶ
ଉଇକିପିଡ଼ିଆ ରୁ
ମହାଦେଶ କେତେଗୁଡ଼ିଏ ଦେଶକୁ ନେଇ ତିଆରି । ପୃଥିବୀରେ ୭ଟି ମହାଦେଶ ଅଛି । ଆୟତନ ଅନୁସାରେ ମହାଦେଶ ଗୁଡିକ ହେଲେ: ଏସିଆ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଇଉରୋପ, ଆଣ୍ଟର୍କଟିକା ଓ ଅଷ୍ଟ୍ରେଲିଆ ।[୧]
ଆଧାର [ସମ୍ପାଦନା]
- ↑ "Continents: What is a Continent?". National Geographic. http://travel.nationalgeographic.com/places/continents/. Retrieved 2009-08-22. "Most people recognize seven continents—Asia, Africa, North America, South America, Antarctica, Europe, and Australia, from largest to smallest—although sometimes Europe and Asia are considered a single continent, Eurasia."
|
||||||||