ନେପଚୁନ

ଉଇକିପିଡ଼ିଆ ରୁ

ଆବିଷ୍କାରକ[ସମ୍ପାଦନା]

Urbain Le Verrier John Couch AdamsJohann Galle

ଆବିଷ୍କାର ର ତାରିଖ[ସମ୍ପାଦନା]

September 23, 1846

ବିଶେଷଣ[ସମ୍ପାଦନା]

Neptunian

କ୍ଷେତ୍ରଫଲ[ସମ୍ପାଦନା]

7.6183×109km2 14.98 Earths

==ଆୟତନ== 6.254×1013km3 57.74 Earths

ଦ୍ରବ୍ୟମାନ[ସମ୍ପାଦନା]

1.0243×1026kg [5]17.147 Earths5.15×10-5Suns

==ମାଧ୍ୟ ଘନତ୍ଵ==

1.638 g/cm3 [5] [b]

ଵିଷୁଵ-ବାୟୁମଣ୍ଡଳ[ସମ୍ପାଦନା]

ସ୍କେଲ ହାଈଟ 19.7 ± 0.6 km
 ସଂଘଟନ 80±3.2% hydrogen(H2)19±3.2% helium(He)1.5±0.5% methane(CH4)~0.019% hydrogen deuteride(HD)~0.00015% ethane(C2H6)Ices:*. ammonia(NH3)*. water(H2O)*. ammonium hydrosulfide(NH4SH)*. methane ice(?) (CH4•5.75H2O)
  
ନେପଚୁନ ସୌରଜଗତର ଏକ ଅଂଶବିଶେଷ । ସୂର୍ଯ୍ୟଠାରୁ ଏହା ଅଷ୍ଟମ ଗ୍ରହ ।  ନେପଚୁନ୍ ପ୍ରଥମ ଗ୍ରହ ଯାହାର ଅସ୍ତିତ୍ବ ର ଭବିଷ୍ୟବାଣୀ ତାକୁ ନ ଦେଖି ଗଣିତର ଅଧ୍ୟୟନ ଦ୍ବାରା କରାଯାଇଥିଲା । ଏହା ସେତେବେଳେ ଘଟିଥିଲା ଯେତେବେଳେ ଇଉରେନ୍ସେ ର ପରିକ୍ରମଣ ଗତିରେ କିଛି ଅଜଣା ପରିବର୍ତ୍ତନ ଆସିଲା । ବୈଜ୍ଞାନିକ ମାନେ ସେତେବେଳେ ମତ ଦେଇଥିଲେ ସମ୍ଭବତଃ ଏହା କୌଣସି ପଡ଼ୋଶୀ ଗ୍ରହର ମହାକର୍ଷଣ ଶକ୍ତି ଫଳରେ ହୋଇଅଛି । ୧୮୪୩ ରେ ଏହାକୁ ପ୍ରଥମଥର ଟେଲିସ୍କୋପ ଦ୍ବାରା ଦେଖାଯାଇଥିଲା ଏବଂ ଏହାର ନାମ ନେପଚୁନ ରଖାଗଲା । ପ୍ରାଚୀନ ରୋମନ ଦେବତା ନେପଚୁନ ଙ୍କ ସମକକ୍ଷ ହିନ୍ଦୁ ଦେବତା ବରୁଣ ତେଣୁ ଭାରତରେ ଏହାକୁ ବରୁଣ ଗ୍ରହ ମଧ୍ୟ କୁହାଯାଏ ।

==ଜଳବାୟୁ ଓ ତାପମାତ୍ରା== ନେପଚୁନ ରେ ଜଳବାୟୁ ପରିବର୍ତନ ଅତି କ୍ଷିତ୍ର ଗତି ରେ ହୋଇଥାଏ । ଏହି ଗ୍ରହ ରେ ସବୁଠୁଁ ଭଯଙ୍କର ତୋଫାନ ଉଠିଥାଏ 1340 କି.ମି./ସେକଂଡ଼ ବେଗ ରେ । ନେପଚୁନ ର ଆଭ୍ୟନ୍ତରୀଣ ତାପମାତ୍ରା ପ୍ରାୟ ୫୧.୭ କେଲଭିନ ବା -221.4 ଡ଼ିଗ୍ରୀ ରହିଥାଏ ।

ଉପଗ୍ରହ & ବଳୟ[ସମ୍ପାଦନା]

ନେପଚୁନ ର 13ଟି ଉପଗ୍ରହ ଅଛି । (ଆଠୋଟି ଆର୍ନ୍ତଗ୍ରହ ପାଚୋଂଟି ବର୍ହିଗ୍ରହ)(A) ଆର୍ନ୍ତଗ୍ରହ1.Triton - ଟ୍ରାଇଟନ2.Nereid - ନେରେଇଡ଼3.Naiad - ନଇଅଦ4.Thalassa - ଥାଲାସ୍ସା5.Despina - ଡେସ୍ପିନା6.Galatea -ଗାଲାଟୀ7.Larissa -ଲାରିସା8.Proteus -ପ୍ରୋଟେଅସ୍(B) ବର୍ହିଗ୍ରହ9. Halimede -ହାଲିମେଡ଼େ10.Sao -ସାଉ 11. Pasamathe - ପାସାମାଥେ12.Laomedeia - ଲାଓମେଡେଐୟା13.Neso - ନେସୋ ବୃହସ୍ପତି ଶନି ଏଵଂ ଇଉରେନ୍ସେ ଭଳି ନେପଚୁନ ର ମଧ୍ୟ ଚାରୋଟି ବଳୟ ଅଛି । 1.1989N3R 2.1989N2R 3.1989N4R 4.1989M1R ଏଥି ମଧ୍ୟରୁ 1989N3R ନେପଚୁନ ଠାରୁ ନିକଟତର ଦୂରତା 41900 କି.ମି !


ଆଧାର[ସମ୍ପାଦନା]