ନେପଚୁନ

ଉଇକିପିଡ଼ିଆ‌ରୁ

♆ ନେପଚୁନ ସୌରଜଗତର ଅଷ୍ଟମ ଏବଂ ସୁର୍ଯ୍ୟଠାରୁ ସବୁଠୁ ଦୁରରେ ଥିବା ଗ୍ରହ ।ସୌରଜଗତରେ ଏହା ଚତୁର୍ଥ ବଡ଼ ଗ୍ରହ [୧]

ଆବିଷ୍କାରର ତାରିଖ[ସମ୍ପାଦନା]

ସପ୍ଟେମ୍ବର ୨୩, ୧୮୪୬

ବିଶେଷଣ[ସମ୍ପାଦନା]

ନେପଚୁନିଆନ

କ୍ଷେତ୍ରଫଳ[ସମ୍ପାଦନା]

୭.୬୧୮୩×୧୦୯ କିମି, ପୃଥିବୀର ୨୧୪.୯୮ଗୁଣ

ଆୟତନ[ସମ୍ପାଦନା]

୬.୨୫୪×୧୦୧୦କିମି, ପୃଥୀବିର ୩୫୭.୭୪ ଗୁଣ

ଦ୍ରବ୍ୟମାନ[ସମ୍ପାଦନା]

1.0243×1026kg [5]17.147 Earths5.15×10-5Suns

ମାଧ୍ୟ ଘନତ୍ୱ[ସମ୍ପାଦନା]

1.638 g/cm3 [5] [b]

ବିଷୁବ-ବାୟୁମଣ୍ଡଳ[ସମ୍ପାଦନା]

ସ୍କେଲ ହାଈଟ 19.7 ± 0.6 km

ସଂଘଟନ 80±3.2% hydrogen(H2)19±3.2% helium(He)1.5±0.5% methane(CH4)~0.019% hydrogen deuteride(HD)~0.00015% ethane(C2H6)Ices:*. ammonia(NH3)*. water(H2O)*. ammonium hydrosulfide(NH4SH)*. methane ice(?) (CH4•5.75H2O)

ନେପଚୁନ ସୌରଜଗତର ଏକ ଅଂଶବିଶେଷ । ସୂର୍ଯ୍ୟଠାରୁ ଏହା ଅଷ୍ଟମ ଗ୍ରହ ।  ନେପଚୁନ୍ ପ୍ରଥମ ଗ୍ରହ ଯାହାର ଅସ୍ତିତ୍ୱର ଭବିଷ୍ୟବାଣୀ ତାକୁ ନ ଦେଖି ଗଣିତର ଅଧ୍ୟୟନଦ୍ୱାରା କରାଯାଇଥିଲା । ଏହା ସେତେବେଳେ ଘଟିଥିଲା ଯେତେବେଳେ ଇଉରେନ୍ସେର ପରିକ୍ରମଣ ଗତିରେ କିଛି ଅଜଣା ପରିବର୍ତ୍ତନ ଆସିଲା । ବୈଜ୍ଞାନିକମାନେ ସେତେବେଳେ ମତ ଦେଇଥିଲେ ସମ୍ଭବତଃ ଏହା କୌଣସି ପଡ଼ୋଶୀ ଗ୍ରହର ମହାକର୍ଷଣ ଶକ୍ତି ଫଳରେ ହୋଇଛି । ୧୮୪୩ରେ ଏହାକୁ ପ୍ରଥମଥର ଟେଲିସ୍କୋପଦ୍ୱାରା ଦେଖାଯାଇଥିଲା ଏବଂ ଏହାର ନାମ ନେପଚୁନ ରଖାଗଲା । ପ୍ରାଚୀନ ରୋମନ ଦେବତା ନେପଚୁନଙ୍କ ସମକକ୍ଷ ହିନ୍ଦୁ ଦେବତା ବରୁଣ ତେଣୁ ଭାରତରେ ଏହାକୁ ବରୁଣ ଗ୍ରହ ମଧ୍ୟ କୁହାଯାଏ ।

ଜଳବାୟୁ ଓ ତାପମାତ୍ରା[ସମ୍ପାଦନା]

ନେପଚୁନରେ ଜଳବାୟୁ ପରିବର୍ତ୍ତନ ଅତି କ୍ଷିତ୍ର ଗତିରେ ହୋଇଥାଏ । ଏହି ଗ୍ରହରେ ସବୁଠୁଁ ଭଯଙ୍କର ତୋଫାନ ଉଠିଥାଏ 1340 କି.ମି./ସେକଂଡ଼ ବେଗରେ । ନେପଚୁନର ଆଭ୍ୟନ୍ତରୀଣ ତାପମାତ୍ରା ପ୍ରାୟ ୫୧.୭ କେଲଭିନ ବା -221.4 ଡ଼ିଗ୍ରୀ ରହିଥାଏ ।

ଉପଗ୍ରହ ଓ ବଳୟ[ସମ୍ପାଦନା]

ନେପଚୁନର 13ଟି ଉପଗ୍ରହ ଅଛି । (ଆଠୋଟି ଆର୍ନ୍ତଗ୍ରହ ପାଚୋଂଟି ବର୍ହିଗ୍ରହ)(A) ଆର୍ନ୍ତଗ୍ରହ1.Triton - ଟ୍ରାଇଟନ2.Nereid - ନେରେଇଡ଼3.Naiad - ନଇଅଦ4.Thalassa - ଥାଲାସ୍ସା5.Despina - ଡେସ୍ପିନା6.Galatea -ଗାଲାଟୀ7.Larissa -ଲାରିସା8.Proteus -ପ୍ରୋଟେଅସ୍(B) ବର୍ହିଗ୍ରହ9. Halimede -ହାଲିମେଡ଼େ10.Sao -ସାଉ 11. Pasamathe - ପାସାମାଥେ12.Laomedeia - ଲାଓମେଡେଐୟା13.Neso - ନେସୋ ବୃହସ୍ପତି ଶନି ଏବଂ ଇଉରେନ୍ସେ ଭଳି ନେପଚୁନର ମଧ୍ୟ ଚାରୋଟି ବଳୟ ଅଛି । 1.1989N3R 2.1989N2R 3.1989N4R 4.1989M1R ଏଥି ମଧ୍ୟରୁ 1989N3R ନେପଚୁନଠାରୁ ନିକଟତର ଦୂରତା 41900 କି.ମି !


ଆଧାର[ସମ୍ପାଦନା]

  1. Munsell, Kirk; Smith, Harman; Harvey, Samantha (13 November 2007). "Neptune overview". Solar System Exploration. NASA. Archived from the original on 3 March 2008. Retrieved 20 February 2008.