ସୌର ଜଗତ
ଉଇକିପିଡ଼ିଆ ରୁ
ସୂର୍ଯ୍ୟ ଏବଂ ଏହା ଅନ୍ତର୍ଗତ ଗ୍ରହ, ନକ୍ଷତ୍ର, ଗ୍ରହାଣୁପୁଞ୍ଜ ଇତ୍ୟାଦିଙ୍କୁ ନେଇ ସୌରଜଗତ ଗଠିତ । ସୌରଜଗତ ହେଉଛି ଏକ ସୌର ପରିବାର(ସୋଲାର ଫ୍ୟାମିଲି) ଯେଉଁଥିରେ ସୂର୍ଯ୍ୟ ଓ ଏହା ଉପରେ ନିର୍ଭର କରୁଥିବା ଅନ୍ୟ ଉପାଦାନ ଗୁଡିକ ଅଛି । ସୌରଜଗତ ଭଳି ଅନ୍ୟ ପରିବାର ମଧ୍ୟ ଦେଖାଯାଏ ।
ବିଷୟସୂଚୀ |
ଉପାଦାନ [ସମ୍ପାଦନା]
ସୌରଜଗତର ମୁଖ୍ୟ ଉପାଦାନ ହେଊଛି ସୂର୍ଯ୍ୟ । ଏହାଛଡା ଅନ୍ୟ ବିଶେଷ ଉପାଦାନ ହେଉଛନ୍ତି ଗ୍ରହସମୂହ । ସେଗୁଡିକ ହେଉଛନ୍ତି :-
ବ୍ୟବସ୍ଥା [ସମ୍ପାଦନା]
ସୌରଜଗତରେ ସୂର୍ଯ୍ୟ ଚାରିପଟେ ଅନ୍ୟ ଗ୍ରହମାନେ ଘୁରିବୁଲୁଥାନ୍ତି । ଗ୍ରହମାନେ ମଧ୍ୟ ନିଜ ଅକ୍ଷ ଚାରିପଟେ ଘୁର୍ନାୟମାନଥାନ୍ତି । ସୂର୍ଯ୍ୟ ଚାରିପଟେ ଥରେ ଘୁରି ଆସିବାକୁ ଏକ ବର୍ଷ କୁହାଯାଏ । ସୂର୍ଯ୍ୟର ନିଜର ଆଲୋକ ଅଛି ତେଣୁ ଗ୍ରହ ମାନେ ଘୂରିବାବେଳେ ଏହି ଆଲୋକ ସେହି ଗ୍ରହର ଗୋଟିଏ ପଟରେ ପଡୁଥିବାରୁ ଦିନରାତି ହୋଇଥାଏ ।
ଆଧାର [ସମ୍ପାଦନା]
ଅଧିକ ତଥ୍ୟ [ସମ୍ପାଦନା]
| Solar System ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
| ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ |
|
| କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ |
|
| ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ |
|
| ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ |
|
| ଉଇକିକଥାରୁ ଢଗଢମାଳି ଓ କଥାମାନ |
|
| ଉଇକିଉତ୍ସରୁ ମୂଳାଧାର ଲେଖାମାନ |
|
| ଉଇକିପୋଥିରେ ପଢ଼ାବହିମାନ |
|
- Solar System Profile by NASA's Solar System Exploration
- NASA's Solar System Simulator
- NASA/JPL Solar System main page
|
||||||||
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |