ଆଫ୍ରିକା
ଉଇକିପିଡ଼ିଆ ରୁ
| କ୍ଷେତ୍ରଫଳ | 30,221,532 km2 (11,668,599 sq mi) |
|---|---|
| ଲୋକସଁଖ୍ୟା | 1,022,234,000[୧] (2010, ଦ୍ଵିତୀୟ) |
| ଲୋକସଁଖ୍ୟାର ଘନତା | 30.51/km2 (about 80/sq mi) |
| ରାଷ୍ଟ୍ରିଅତା | African |
| ଦେଶ | ୫୬ (List of countries) |
| ଅଧିନରେ ଥିବା ଜାଗା |
ତାଲିକା
|
| ସମୟ ଜୋନ | Languages of Africa |
| ସମୟ ଜୋନ | UTC-1 to UTC+4 |
| ନଗର | List of metropolitan areas in Africa List of cities in Africa |
ଆଫ୍ରିକା ପୃଥିବୀର ଦ୍ଵିତୀୟ ସର୍ବବୃହତ ମହାଦେଶ ।ଏହା ପୃଥିବୀର ୬% ଅଂଶ ଓ ସ୍ଥଳଭାଗର ୨୦.୪% ସ୍ଥାନ ଅଧିକାର କରିଛି ।[୨]
ଏସିଆ ପରେ ଏହା ଦ୍ଵିତୀୟ ଜନବହୁଳ ମହାଦେଶ । ପୃଥିବୀର ୧୪.୭୨ ଭାଗ ଲୋକ ଏଠାରେ ବାସ କରନ୍ତି । ଏଠାରେ ଅଧିକାଂଶ ଲୋକଙ୍କର ରଙ୍ଗ କଳା[ଆଧାର ଲୋଡ଼ା] ।
[ଏହାକୁ ବଦଳାନ୍ତୁ] ଆଧାର
- ↑ "World Population Prospects: The 2010 Revision" United Nations (Department of Economic and Social Affairs, population division)
- ↑ Sayre, April Pulley. (1999) Africa, Twenty-First Century Books. ISBN 0-7613-1367-2.