Jump to content

ବାହ୍ୟଯୋନୀ କର୍କଟ

ଉଇକିପିଡ଼ିଆ‌ରୁ
(ଯୋନୀ କର୍କଟରୁ ଲେଉଟି ଆସିଛି)
Vulvar cancer
Drawing of vulvar cancer
ବିଭାଗGynecology
ଲକ୍ଷଣLump, itchiness, changes in the skin, or bleeding of the vulva[]
ଆକ୍ରାନ୍ତ ସମୟAfter the age of 45[]
ବିପଦ କାରକVulvar intraepithelial neoplasia (VIN), HPV infection, genital warts, smoking, many sexual partners[][]
ରୋଗ ନିର୍ଣ୍ଣୟ ପଦ୍ଧତିPhysical examination, tissue biopsy[]
ସଠିକ ରୋଗ ନିର୍ଣ୍ଣୟLichen sclerosus, hyperplasia[]
ପ୍ରତିକାରHPV vaccination[]
ଚିକିତ୍ସାSurgery, radiation therapy, chemotherapy, biologic therapy[]
PrognosisFive-year survival ~ 71% (US 2015)[]
ପୁନଃପୌନିକ44,200 (2018)[]
ମୃତ୍ୟୁ ସାନ୍ଦ୍ରତା15,200 (2018)[]

ବାହ୍ୟଯୋନୀ କର୍କଟ ଏକ ହେଉଛି ମହିଳାଙ୍କର ବାହ୍ୟ ପ୍ରଜନନ ଅଙ୍ଗରେ ହେଉଥିବା କର୍କଟ ରୋଗର ନାମ ।[] ଏହା ସାଧାରଣତଃ ବାହ୍ୟ ଯୋନୀର ଓଠକୁ ପ୍ରଭାବିତ କରିଥାଏ,[] ଏବଂ କେତେକ ରୋଗ ଯୋନୀପଥ ଓଠ, କ୍ଲାଇଟୋସିସ କିମ୍ବା ଯୋନୀପଥରେ ଥିବା ଗ୍ରନ୍ଥିମାନଙ୍କୁ ଆକ୍ରମଣ କରିଥାଏ ।[] ଏହାର ଲକ୍ଷଣ ମଧ୍ୟରେ ଗୋଟିଏ ଗୋଟାଳି, ଗଲୁ, ଚର୍ମରେ ପରିବର୍ତ୍ତନ କିମ୍ବା ଯୋନୀରୁ ରକ୍ତସ୍ରାବ ହୁଏ | []

ସଙ୍କଟଜନ‌କ କାରଣଗୁଡ଼ିକ ମଧ୍ୟରେ ଭଲଭାର ଇଣ୍ଟ୍ରାଏପିଥେଲିଆଲ ନିଓପ୍ଲାସିଆ, ପାପିଲୋମାଭୁତାଣୁ ସଂକ୍ରମଣ (ଏଚପିଭି ସଂକ୍ରମଣ), ଯୌନାଙ୍ଗ ଭାତୁଡ଼ି, ଧୂମପାନ ଏବଂ ଅନେକ ଯୌନାଙ୍ଗ ସାଥି ଥିବା ଯୋଗୁ ଏହା ହୋଇପାରେ | [] [] ଅଧିକାଂଶ ଯୌନାଙ୍ଗ କର୍କଟରେ ସ୍କ୍ୱାମସ ଜୀବକୋଷ କର୍କଟ ଥାଏ | [] ଅନ୍ୟାନ୍ୟ କର୍କଟରେ ଆଡେନୋକାର୍ସିନୋମା, ମେଲାନୋମା, ଏବଂ ବାସାଲ ସେଲ କାର୍ସିନୋମା ଥାଇପାରେ । [] ଶାରୀରିକ ପରୀକ୍ଷା ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ଏବଂ ତନ୍ତୁ ବାୟୋପ୍ସି କରି ରୋଗ ନିଶ୍ଚିତ କରାଯାଏ। [] ରୁଟିନ୍ ସ୍କ୍ରିନିଂ ସୁପାରିଶ କରାଯାଏ ନାହିଁ | []

ଏଚପିଭି ଟୀକା କରଣ କରି ରୋଗ ପ୍ରତିଷେଧ କରାଯାଇପାରେ |[] ମାନକ ଚିକିତ୍ସାରେ ଅସ୍ତ୍ରୋପଚାର, ବିକିରଣ ଚିକିତ୍ସା, କେମୋଥେରାପି ଏବଂ ବାୟୋଲୋଜିକ ଥେରାପି ଦିଆଯାଏ । [] ଏହି କର୍କଟ ନୂତନ ଭାବରେ ୪୪.୨୦୦ ଲୋକଙ୍କୁ ଆକ୍ରମଣ କରିଥାଏ ଓ ୨୦୧୮ ମସିହାରେ ସାରା ପୃଥିବୀରେ ୧୫,୨୦୦ ମୃତ୍ୟୁ ହୋଇଥିଲା । [] ଆମେରିକାରେ ଏହା ନୂତନ ଭାବରେ ୬.୦୭୦ ଲୋକଙ୍କୁ ଆକ୍ରମଣ କରିଥିଲା ଓ ତାଙ୍କ ମଧ୍ୟରୁ ୧୨୮୦ ଜଣଙ୍କର ମୃତ୍ୟୁ ହୋଇଥିଲା । [] ୪୫ ବର୍ଷ ବୟସ ପରେ ସାଧାରଣତଃ ଏହି ରୋଗ ହୁଏ । [] ସନ ୨୦୧୫ରେ ପାଞ୍ଚ ବର୍ଷ ବଞ୍ଚିବା ହାର ଥିଲା ୭୧% ।[] ଲସିକା ଗ୍ରନ୍ଥିକୁ ବ୍ୟାପିବା ଉପରେ ଏହାର ବ୍ୟାପିବା ନିର୍ଭର କରେ । []

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Vulvar Cancer Treatment". National Cancer Institute (in ଇଂରାଜୀ). 9 April 2019. Retrieved 31 May 2019.
  2. ୨.୦ ୨.୧ ୨.୨ ୨.୩ ୨.୪ "Cancer of the Vulva - Cancer Stat Facts". SEER (in ଇଂରାଜୀ). Retrieved 30 May 2019.
  3. ୩.୦ ୩.୧ ୩.୨ ୩.୩ Sam A, George J, Mathew B (April 2019). "Less Common Gynecologic Malignancies: An Integrative Review". Seminars in Oncology Nursing. 35 (2): 175–181. doi:10.1016/j.soncn.2019.02.004. PMID 30867101.
  4. ୪.୦ ୪.୧ ୪.୨ "Vulvar Cancer Treatment". National Cancer Institute (in ଇଂରାଜୀ). 1 February 2019. Retrieved 31 May 2019.
  5. ୫.୦ ୫.୧ Signorelli C, Odone A, Ciorba V, Cella P, Audisio RA, Lombardi A, et al. (July 2017). "Human papillomavirus 9-valent vaccine for cancer prevention: a systematic review of the available evidence". Epidemiology and Infection. 145 (10): 1962–1982. doi:10.1017/S0950268817000747. PMC 5974698. PMID 28446260.
  6. ୬.୦ ୬.୧ ୬.୨ "Cancer today". IARC (in ଇଂରାଜୀ). Retrieved 30 May 2019.