ଆଲୋଚନା:ବାହ୍ୟଯୋନୀ କର୍କଟ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଉଇକିଡାଟାରେ ଯୋଡ଼ିବା ବାବଦରେ[ସମ୍ପାଦନା]

@ସୁବାସ ସାର, ଆପଣ ଲେଖିଥିବା ଅନୁସାରେ ବାହ୍ୟଯୋନୀ - vulvar, ଯୋନୀପଥ - vaginal । ପ୍ରଥମଟି ଓଡ଼ିଆ ଉଇକିପିଡ଼ିଆରେ ଅଛି । କିନ୍ତୁ ଦ୍ୱିତୀୟଟି ପ୍ରଥମକୁ ଘୁଞ୍ଚାଯାଇଛି । କଣ ହେବାକଥା ଦୟାକରି ଲେଖିବେ କି? ଆମ ଭିତରୁ ଉଇକିଡାଟା ଜାଣିଥିବା କେହି ଜଣେ ବଦଳାଇପାରିବ । ଏବେ ବୁଝାପଡ଼ୁନି ଯେ କଣ ହେବା ଉଚିତ? କାହା ସହ କଣ ଲିଙ୍କ ହେଲେ ଠିକ ହେବ? ସୁଭ (ଆଳାପ) ୧୭:୨୦, ୧୨ ଅକ୍ଟୋବର ୨୦୨୧ (IST)[reply]

@(ଆଳାପ) ମୁଁ ବୁଝିପାରୁନି କେମିତି ହେଉଛି । ଆଗରୁ ଅନେକ ଥର ଏକା ଭଳି ପ୍ରସଙ୍ଗ ନାମ ଆସିଥଲା, କିନ୍ତୁ ନାମ ପରିବର୍ତ୍ତନ କରିଦେଲେ ଉଇକିଡାଟାରେ ଦୁଇଟିଯାକ ରହିଯାଏ । ଏଥର କାହିଁକି ଏପରି ହେଉଛି, ମୁଁ ନିଜେ ଜାଣିପାରୁନି । ଉଇକିଡାଟା ଆରମ୍ଭ ହେବା ଦିନୁ ଏଭଳି ଅବସ୍ଥା କେବେ ହୋଇନଥିଲା । ତେବେ ଅନ୍ୟ କେହି ଜଣେ ଯୋନୀପଥ କର୍କଟକୁ କିଛି ବଦଳେଇ ଦେଲେ ଯଦି ହେଇଯିବ ତାହେଲେ ଆମ ସମସ୍ୟା ରହିବନି । ମୁଁ ବାହ୍ୟଯୋନୀ କର୍କଟ ଲେଖିଲେ ବି ଏହା ମୋର 'ପେଜେସ କ୍ରିଏଟେଡ' ତାଲିକାରେ ବି ଆସୁନି।

@ସୁବାସ ସାର, ମୁଁ କେବଳ ପଚାରୁଥିଲି ଯେ କଣ ହେବା ଉଚିତ? ମାନେ ଦୁଇଟି ଇଂରାଜୀ ପ୍ରସଙ୍ଗ ରହିଛି । ହେଲେ ଓଡ଼ିଆ ପ୍ରସଙ୍ଗ କେବଳ ଗୋଟେ । ଓଡ଼ିଆରେ ଦୁଇଟି ଅଲଗା ଅଲଗା ପ୍ରସଙ୍ଗ ରହିବା କଥା ନୁହେଁ କି? --ସୁଭ (ଆଳାପ) ୨୦:୦୯, ୧୨ ଅକ୍ଟୋବର ୨୦୨୧ (IST)[reply]

ଦୁଇଟାଯାକ ରହିବା ଉଚିତ । ଏଗୁଡ଼ିକ ଭିନ୍ନ ଭିନ୍ନ ପ୍ରସଙ୍ଗ @ Subas Chandra Rout (ମୋ ଆଲୋଚନା) ୨୦:୩୦, ୧୨ ଅକ୍ଟୋବର ୨୦୨୧ (IST)[reply]