"ଅଙ୍ଗୁର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ removed Category:ଜୀବଜଗତ using HotCat |
ଟିକେ Bot: Automated text replacement (- ରୁ +ରୁ ) |
||
୯୪ କ ଧାଡ଼ି: | ୯୪ କ ଧାଡ଼ି: | ||
}}</ref> |
}}</ref> |
||
== ଇତିହାସ == |
== ଇତିହାସ == |
||
ଅଙ୍ଗୁର ଚାଷ |
ଅଙ୍ଗୁର ଚାଷ ୬୦୦୦ରୁ ୮୦୦୦ ବର୍ଷ ପୂର୍ବେ ପ୍ରାଚ୍ୟ ଦେଶ ମାନଙ୍କରେ ଆରମ୍ଭ ହୋଇଥିଲା। <ref>{{cite journal |author=Patrice This, Thierry Lacombe, Mark R. Thomash |title=Historical Origins and Genetic Diversity of Wine Grapes |work= Trends in Genetics |volume= 22| issue = 8 |url=http://oak.cats.ohiou.edu/~ballardh/pbio480/thisetal2006-winegrapegeneticdiversity.pdf }}</ref> ଇଷ୍ଟ ନାମକ ସୂକ୍ଷ୍ମଜୀବ (microorganism) ପ୍ରାକୃତିକ ରୂପେ ଅଙ୍ଗୁରର ଚୋପାରେ ବଢ଼ିଥାଏ। ଏହାକୁ ନିରୀକ୍ଷଣ କରି ସୁରାଜାତୀୟ (alcoholic) ପାନୀୟ ବିକଶିତ ହୋଇଥିଲା। ପାଖାପାଖି ୪୦୦୦ ଖ୍ରୀ.ପୂ.ରେ ଆର୍ମେନିଆରେ ସର୍ବପୁରାତନ ମଦଭାଟି (winery)ର ସନ୍ଧାନ ମିଳେ। |
||
[[ଫାଇଲ:Grapes Angoor.JPG|thumb|left|250px|୨୦୦୮ରେ ଇରାନର ୟାକୁଟି ଅଙ୍ଗୁର ଉତ୍ପାଦନ]] |
[[ଫାଇଲ:Grapes Angoor.JPG|thumb|left|250px|୨୦୦୮ରେ ଇରାନର ୟାକୁଟି ଅଙ୍ଗୁର ଉତ୍ପାଦନ]] |
||
== ଉପଯୋଗ == |
== ଉପଯୋଗ == |
୨୩:୩୮, ୩୦ ଅଗଷ୍ଟ ୨୦୧୭ ଅନୁସାରେ କରାଯାଇଥିବା ବଦଳ
Nutritional value per 100 g (3.5 oz) | |
---|---|
Energy | 288 kJ (69 kcal) |
Carbohydrates | 18.1 g |
- Sugars | 15.48 g |
- Dietary fiber | 0.9 g |
Fat | 0.0 g |
Protein | 0.72 g |
Thiamine (vit. B1) | 0.069 mg (6%) |
Riboflavin (vit. B2) | 0.07 mg (6%) |
Niacin (vit. B3) | 0.188 mg (1%) |
Pantothenic acid (B5) | 0.05 mg (1%) |
Vitamin B6 | 0.086 mg (7%) |
Folate (vit. B9) | 2 μg (1%) |
Vitamin B12 | 0 μg (0%) |
Vitamin C | 10.8 mg (13%) |
Vitamin K | 22 μg (21%) |
Calcium | 10 mg (1%) |
Iron | 0.36 mg (3%) |
Magnesium | 7 mg (2%) |
Manganese | 0.071 mg (3%) |
Phosphorus | 20 mg (3%) |
Potassium | 191 mg (4%) |
Sodium | 3.02 mg (0%) |
Zinc | 0.07 mg (1%) |
Percentages are relative to US recommendations for adults. Source: USDA Nutrient Database |
ଅଙ୍ଗୁର ଏକ ଲତା ଜାଦୀୟ ଉଦ୍ଭିଦ। ଏହା ଅତି ଲୋକପ୍ରିୟ ଫଳ (କୋଳି)। ଏହାର ପାଚିଲା ଫଳକୁ ଅଙ୍ଗୁର କୁହାଯାଏ ଓ ଶୁଖିଲା ଫଳକୁ କିସମିସ। ଏହାକୁ ସିଧା ସେବନ କରାଯାଏ କିମ୍ବା ରସ, ଜାମ ବା ଏହାରୁ ମଞ୍ଜିରୁ ତେଲ ବାହାର କରି ବ୍ୟବହାର କରା ଯାଇଥାଏ।
ବିବିଧ ଭାଷାରେ ନାମ
ଭାଷା | ନାମ |
---|---|
ଓଡ଼ିଆ | ଅଙ୍ଗୁର, ଦ୍ରାକ୍ଷା |
ସଂସ୍କୃତ | ଦ୍ରାକ୍ଷା |
ହିନ୍ଦୀ | ଅଙ୍ଗୁର अंगुर |
ଗୁଜରାଟୀ | ଦ୍ରାକ୍ଷ દ્રાક્ષ |
ତାମିଲ | କୋଡିମୁନ୍ଦିରି கோடிமுந்திரி |
ତେଲୁଗୁ | ଗୋଷ୍ଟନିଦ୍ରାକ୍ଷା గోష్టనిద్రాక్షా |
ବଙ୍ଗଳା | ଅଙ୍ଗୁରଫଲ অংগুরফল |
ବର୍ମିଜ | ସା ପ୍ୟିଟ୍ |
English | ଗ୍ରେପ Grapes |
ପରିଚୟ
ଅଙ୍ଗୁର କୋଳି ପେନ୍ଥା ପେନ୍ଥା ହୋଇ ଫଳିଥାଏ। ଗୋଟିଏ ପେନ୍ଥାରେ ୧୫ରୁ ୩୦୦ କୋଳି ରହିଥାଏ। ଏହା ଭିନ୍ନ ଭିନ୍ନ ରଙ୍ଗର ହୋଇଥାଏ ଯଥା: ଲାଲ୍, ବାଇଗଣି (ନାରଙ୍ଗୀ), କଳା, ସବୁଜ, ହଳଦିଆ, ଗାଢ଼ନୀଳ, କମଳାରଙ୍ଗ ଓ ଗୋଲାପି ଇତ୍ୟାଦି ରଙ୍ଗର ଅଙ୍ଗୁର ଦେଶ ବିଦେଶରେ ମିଳେ। ଧଳାଅଙ୍ଗୁର ପ୍ରକୃତରେ ସବୁଜ ରଙ୍ଗର ହୋଇଥାଏ ଓ ଅନୁବଂଶୀକ ରୂପେ ଏହା ନାରଙ୍ଗୀ ଜାତୀୟ ଅଙ୍ଗୁରରୁ ଉଦ୍ଭୁତ। ଏଥିରେ ଆନ୍ଥୋସିଆନିନ ନାମକ ରଙ୍ଗ କଣିକା ପ୍ରସ୍ତୁତକାରି ରସାୟନ ପ୍ରସ୍ତୁତ ହେବା ବନ୍ଦ ହୋଇଯିବାରୁ ଏହା ବାଇଗଣି ବଦଳରେ ସବୁଜ ରଙ୍ଗ ଧାରଣ କରେ। [୧]
ଇତିହାସ
ଅଙ୍ଗୁର ଚାଷ ୬୦୦୦ରୁ ୮୦୦୦ ବର୍ଷ ପୂର୍ବେ ପ୍ରାଚ୍ୟ ଦେଶ ମାନଙ୍କରେ ଆରମ୍ଭ ହୋଇଥିଲା। [୨] ଇଷ୍ଟ ନାମକ ସୂକ୍ଷ୍ମଜୀବ (microorganism) ପ୍ରାକୃତିକ ରୂପେ ଅଙ୍ଗୁରର ଚୋପାରେ ବଢ଼ିଥାଏ। ଏହାକୁ ନିରୀକ୍ଷଣ କରି ସୁରାଜାତୀୟ (alcoholic) ପାନୀୟ ବିକଶିତ ହୋଇଥିଲା। ପାଖାପାଖି ୪୦୦୦ ଖ୍ରୀ.ପୂ.ରେ ଆର୍ମେନିଆରେ ସର୍ବପୁରାତନ ମଦଭାଟି (winery)ର ସନ୍ଧାନ ମିଳେ।
ଉପଯୋଗ
ଔଷଧୀୟ
- ଅତ୍ୟଧିକ ରକ୍ତସ୍ରାବକୁ ବନ୍ଦ କରେ।
- ପରିସ୍ରା ସଫାକରେ।
- ରକ୍ତହୀନତା ଦୂର କରେ।
- ନିଦ୍ରାହୀନତା ଦୂରକରେ।
- କର୍କଟ ରୋଗର ପ୍ରତିରୋଧ କରେ।
ଅନ୍ୟାନ୍ୟ
- ଅଙ୍ଗୁରରୁ ସୁସ୍ୱାଦୁ ଜାମ, ଜେଲି, ସୁରା, ଭିନେଗାର ଆଦି ପ୍ରସ୍ତୁତ କରାଯାଏ।
Gallery
-
ଅଙ୍ଗୁର କଢ଼
-
ଅଙ୍ଗୁର ଫୁଲ
-
ଅଙ୍ଗୁର କଷି
-
ଅଙ୍ଗୁର ବଗିଚା
ଆଧାର
- ↑ Walker, A. R.; Lee, E.; Bogs, J.; McDavid, D. A. J.; Thomas, M. R.; Robinson, S. P. (2007). "White grapes arose through the mutation of two similar and adjacent regulatory genes". The Plant Journal. 49 (5): 772–785. doi:10.1111/j.1365-313X.2006.02997.x. PMID 17316172.
- ↑ Patrice This, Thierry Lacombe, Mark R. Thomash. "Historical Origins and Genetic Diversity of Wine Grapes" (PDF). Trends in Genetics. 22 (8).
{{cite journal}}
: CS1 maint: multiple names: authors list (link)
ଅଧିକ ତଥ୍ୟ
- Organisation Internationale de la Vigne et du Vin (pdf)
- Australian Wine and Brandy Corporation.
- Plants That Heal by Dr. J C Kurian, Oriental Watchman Publishing House, Pune, India.
- Taxonomic listings for Vitis genus, US Department of Agriculture, Germplasm Resources Information Network
- safecrop.org, Proceedings of the 5th International Workshop on Grapevine Downy and Powdery Mildew
- Nutrition information for grapes
- Botanical and Nutritional Information
- Information on virus diseases of wine grapes
- Viticulture on www.extension.org