ଟେମାଜେପାମ
Clinical data | |
---|---|
Trade names | Restoril, Normison, Nortem, others |
AHFS/Drugs.com | monograph |
MedlinePlus | a684003 |
data | |
Pregnancy category | |
Dependence liability | High[୧] |
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | 96% |
Metabolism | Liver |
Elimination half-life | 8–20 hours |
Excretion | Kidney |
Identifiers | |
| |
ECHA InfoCard | 100.011.535 |
Chemical and physical data | |
Formula | C16H13ClN2O2 |
Molar mass | ୩୦୦.୭୪ g·mol−1 |
3D model (JSmol) | |
| |
| |
(verify) |
ଟେମାଜେପାମ, ଏକ ବ୍ୟବସାୟୀକ ନାମ ରେଷ୍ଟୋରିଲ, ଏକ ଔଷଧ ଯାହା ନିଦ୍ରା ସମସ୍ୟା ନିମନ୍ତେ ଦିଆଯାଏ ।[୨] ଏହାର ବ୍ୟବହାର ସାଧାରଣତଃ ଦଶ ଦିନରୁ କମ୍ ହେବା ଉଚିତ୍ | [୩] ଏହା ପାଟିରେ ଦିଆଯାଏ | [୩] ଏହି ଔଷଧର ପ୍ରଭାବ ସାଧାରଣତଃ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ଆଠ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ | [୪]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଉଦ୍ବେଗ, ଦ୍ୱନ୍ଦ୍ୱ ଏବଂ ମୁଣ୍ଡ ବୁଲାଇବା ଦେଖାଯାଏ | [୨] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ହାଲୁସିନେସନ, ଅପବ୍ୟବହାର, ଆନାଫାଇଲକ୍ସିସ ଏବଂ ଆତ୍ମହତ୍ୟା ପ୍ରବଣତା ହୋଇପାରେ | [୩] ସାଧାରଣତ ଓପିଓଇଡ ସହିତ ବ୍ୟବହାର ସୁପାରିଶ କରାଯାଏ ନାହିଁ | [୩] ଯଦି ଏହାର ମାତ୍ରା ହଟାତ୍ ହ୍ରାସ କରାଯାଏ ତେବେ ପ୍ରତ୍ୟାହାର ଲକ୍ଷଣ ପ୍ରକାଶ ପାଇପାରେ | [୩] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର କରିବା ସୁପାରିଶ କରାଯାଏ ନାହିଁ | [୫] ବେଞ୍ଜୋଡାଏଜେପାମ ଓ ହିପନୋଟି ଓଷଧର ଟେମାଜେପାମ ହେଉଛି ଏକ ମଧ୍ୟବର୍ତ୍ତୀ କାର୍ଯ୍ୟକାରି ଓଷଧ | [୩] [୪] ଏହା ମସ୍ତିଷ୍କ ଭିତରେ ଜିଏବିଏକୁ (GABA) ପ୍ରଭାବିତ କରି କାର୍ଯ୍ୟକ୍ଷମ ହୁଏ | [୩]
ଟେମାଜେପାମ ୧୯୬୨ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୬୯ ମସିହାରେ ଚିକିତ୍ସା କ୍ଷେତ୍ରକୁ ବ୍ୟବହାର ନିମନ୍ତେ ଆସିଥିଲା [୬] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୭] ଯୁକ୍ତରାଜ୍ୟରେ ଏକ ମାସ ଯୋଗାଣ ଏନଏଚଏସକୁ ୨୦୧୯ ସୁଦ୍ଧା ପ୍ରାୟ ୧.୪୦ ପାଉଣ୍ଡ ଖର୍ଚ୍ଚ କରିଥାଏ। [୮] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୧.୭୬ ଆମେରିକୀୟ ଡଲାର ଅଟେ। [୯] ୨୦୧୭ ମସିହାରେ ଏହା ଯୁକ୍ତରାଷ୍ଟ୍ରରେ ୧୪୨ତମ ସାଧାରଣ ପ୍ରେସକ୍ରିପସନ୍ ଔଷଧ ଥିଲା, ଯେଉଁଥିରେ ଚାରି ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [୧୦] [୧୧]
ଆଧାର
[ସମ୍ପାଦନା]- ↑ "Temazepam". www.drugbank.ca. Retrieved 26 June 2019.
- ↑ ୨.୦ ୨.୧ "Temazepam Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 8 April 2019.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Temazepam Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 8 April 2019.
- ↑ ୪.୦ ୪.୧ Collins, Shelly Rainforth; RN-BC, Shelly Rainforth Collins (2015). Pharmacology and the Nursing Process (in ଇଂରାଜୀ). Elsevier Health Sciences. p. 193. ISBN 9780323358286.
- ↑ "Temazepam (Restoril) Use During Pregnancy". Drugs.com (in ଇଂରାଜୀ). Retrieved 8 April 2019.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 537. ISBN 9783527607495.
- ↑ British national formulary: BNF 76 (76 ed.). Pharmaceutical Press. 2018. p. 481. ISBN 9780857113382.
- ↑ British national formulary: BNF 76 (76 ed.). Pharmaceutical Press. 2018. p. 481. ISBN 9780857113382.
- ↑ "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2020". ClinCalc. Retrieved 11 April 2020.
- ↑ "Temazepam - Drug Usage Statistics". ClinCalc. Retrieved 11 April 2020.