ଟେମାଜେପାମ

ଉଇକିପିଡ଼ିଆ‌ରୁ
ଟେମାଜେପାମ
Clinical data
Trade namesRestoril, Normison, Nortem, others
AHFS/Drugs.commonograph
MedlinePlusa684003
data
Pregnancy
category
  • AU: C
  • US: X (Contraindicated)
Dependence
liability
High[୧]
Routes of
administration
By mouth
Legal status
Legal status
Pharmacokinetic data
Bioavailability96%
MetabolismLiver
Elimination half-life8–20 hours
ExcretionKidney
Identifiers
  • 7-Chloro-1,3-dihydro-3-hydroxy-1-methyl-5-phenyl-1,4-benzodiazepin-2-one
ECHA InfoCard100.011.535 Edit this at Wikidata
Chemical and physical data
FormulaC16H13ClN2O2
Molar mass୩୦୦.୭୪ g·mol−1
3D model (JSmol)
  • CN1C2=C(C(C3=CC=CC=C3)=NC(O)C1=O)C=C(Cl)C=C2
  • InChI=1S/C16H13ClN2O2/c1-19-13-8-7-11(17)9-12(13)14(18-15(20)16(19)21)10-5-3-2-4-6-10/h2-9,15,20H,1H3 checkY
  • Key:SEQDDYPDSLOBDC-UHFFFAOYSA-N checkY
  (verify)

ଟେମାଜେପାମ, ଏକ ବ୍ୟବସାୟୀକ ନାମ ରେଷ୍ଟୋରିଲ, ଏକ ଔଷଧ ଯାହା ନିଦ୍ରା ସମସ୍ୟା ନିମନ୍ତେ ଦିଆଯାଏ ।[୨] ଏହାର ବ୍ୟବହାର ସାଧାରଣତଃ ଦଶ ଦିନରୁ କମ୍ ହେବା ଉଚିତ୍ | [୩] ଏହା ପାଟିରେ ଦିଆଯାଏ | [୩] ଏହି ଔଷଧର ପ୍ରଭାବ ସାଧାରଣତଃ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ଆଠ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ | [୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଉଦ୍‌ବେଗ, ଦ୍ୱନ୍ଦ୍ୱ ଏବଂ ମୁଣ୍ଡ ବୁଲାଇବା ଦେଖାଯାଏ | [୨] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ହାଲୁସିନେସନ, ଅପବ୍ୟବ‌ହାର, ଆନାଫାଇଲକ୍‌ସିସ ଏବଂ ଆତ୍ମହତ୍ୟା ପ୍ରବଣତା ହୋଇପାରେ | [୩] ସାଧାରଣତ ଓପିଓଇଡ ସହିତ ବ୍ୟବହାର ସୁପାରିଶ କରାଯାଏ ନାହିଁ | [୩] ଯଦି ଏହାର ମାତ୍ରା ହଟାତ୍ ହ୍ରାସ କରାଯାଏ ତେବେ ପ୍ରତ୍ୟାହାର ଲକ୍ଷଣ ପ୍ରକାଶ ପାଇପାରେ | [୩] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର କରିବା ସୁପାରିଶ କରାଯାଏ ନାହିଁ | [୫] ବେଞ୍ଜୋଡାଏଜେପାମ ଓ ହିପନୋଟି ଓଷଧର ଟେମାଜେପାମ ହେଉଛି ଏକ ମଧ୍ୟବର୍ତ୍ତୀ କାର୍ଯ୍ୟକାରି ଓଷଧ | [୩] [୪] ଏହା ମସ୍ତିଷ୍କ ଭିତରେ ଜିଏବିଏକୁ (GABA) ପ୍ରଭାବିତ କରି କାର୍ଯ୍ୟକ୍ଷମ ହୁଏ | [୩]

ଟେମାଜେପାମ ୧୯୬୨ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୬୯ ମସିହାରେ ଚିକିତ୍ସା କ୍ଷେତ୍ରକୁ ବ୍ୟବହାର ନିମନ୍ତେ ଆସିଥିଲା [୬] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୭] ଯୁକ୍ତରାଜ୍ୟରେ ଏକ ମାସ ଯୋଗାଣ ଏନଏଚଏସକୁ ୨୦୧୯ ସୁଦ୍ଧା ପ୍ରାୟ ୧.୪୦ ପାଉଣ୍ଡ ଖର୍ଚ୍ଚ କରିଥାଏ। [୮] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୧.୭୬ ଆମେରିକୀୟ ଡଲାର ଅଟେ। [୯] ୨୦୧୭ ମସିହାରେ ଏହା ଯୁକ୍ତରାଷ୍ଟ୍ରରେ ୧୪୨ତମ ସାଧାରଣ ପ୍ରେସକ୍ରିପସନ୍ ଔଷଧ ଥିଲା, ଯେଉଁଥିରେ ଚାରି ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [୧୦] [୧୧]

ଆଧାର[ସମ୍ପାଦନା]

  1. "Temazepam". www.drugbank.ca. Retrieved 26 June 2019.
  2. ୨.୦ ୨.୧ "Temazepam Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 8 April 2019.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Temazepam Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 8 April 2019.
  4. ୪.୦ ୪.୧ Collins, Shelly Rainforth; RN-BC, Shelly Rainforth Collins (2015). Pharmacology and the Nursing Process (in ଇଂରାଜୀ). Elsevier Health Sciences. p. 193. ISBN 9780323358286.
  5. "Temazepam (Restoril) Use During Pregnancy". Drugs.com (in ଇଂରାଜୀ). Retrieved 8 April 2019.
  6. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 537. ISBN 9783527607495.
  7. British national formulary: BNF 76 (76 ed.). Pharmaceutical Press. 2018. p. 481. ISBN 9780857113382.
  8. British national formulary: BNF 76 (76 ed.). Pharmaceutical Press. 2018. p. 481. ISBN 9780857113382.
  9. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  10. "The Top 300 of 2020". ClinCalc. Retrieved 11 April 2020.
  11. "Temazepam - Drug Usage Statistics". ClinCalc. Retrieved 11 April 2020.