କର୍ଟିସୋଲ
Clinical data | |
---|---|
Trade names | A-hydrocort, Cortef, Solu-cortef, others[୧] |
Synonyms | Cortisol; 11β,17α,21-Trihydroxypregn-4-ene-3,20-dione |
AHFS/Drugs.com | Systemic: monograph Topical: monograph Eye and ear: monograph |
MedlinePlus | a682206 |
data |
|
Pregnancy category | |
Routes of administration | By mouth (tablets), intravenous, topical, rectal |
Legal status | |
Legal status | |
Identifiers | |
| |
ECHA InfoCard | 100.000.019 |
Chemical and physical data | |
Formula | C21H30O5 |
Molar mass | ୩୬୨.୪୭ g·mol−1 |
3D model (JSmol) | |
| |
| |
(verify) |
କର୍ଟିସୋଲ ବା ହାଇଡ୍ରୋକର୍ଟିଜୋନ (ଇଂରାଜୀ ଭାଷାରେ Hydrocortisone) ହେଉଛି ଏକ ହରମୋନ୍ର ନାମ ।[୨] ବ୍ୟବହାରରେ ଆଡ୍ରେନାଲ୍ ଅଭାବ, ଆଡ୍ରେନୋଜେନିଟାଲ୍ ସିଣ୍ଡ୍ରୋମ, ଉଚ୍ଚ ରକ୍ତ କ୍ୟାଲସିୟମ୍ ସ୍ତର, ଥାଇରଏଡାଇଟିସ୍, ରିଉମାଟଏଡ ଆର୍ଥ୍ରାଇଟିସ୍, ଡର୍ମାଟାଇଟିସ୍, ଆଜମା ଏବଂ କ୍ରନିକ ଅବ୍ସ୍ଟ୍ରକ୍ଟିଭ୍ ପଲ୍ମୋନାରି ଡିଜିଜ ଭଳି ରୋଗମାନଙ୍କରେ ଏହା ବ୍ୟବହୃତ ହୁଏ । [୧] ଆଡ୍ରେନୋକର୍ଟିକାଲ୍ ଅଭାବ ପାଇଁ ଏହା ପସନ୍ଦ ଯୋଗ୍ୟ ଚିକିତ୍ସା ।[୩] ଏହା ପାଟିରେ, ସ୍ଥାନୀୟ କିମ୍ବା ଇଞ୍ଜେକସନଦ୍ୱାରା ଦିଆଯାଇପାରେ ।[୧] ଦୀର୍ଘକାଳୀନ ବ୍ୟବହାର ପରେ ଧୀରେ ଧୀରେ ଚିକିତ୍ସା ବନ୍ଦ କରିବା କରାଯିବା ଉଚିତ୍ ।[୧]
ପାର୍ଶ୍ୱ ପ୍ରତିକ୍ରିୟାରେ ମନୋଭାବର ପରିବର୍ତ୍ତନ, ଅଧିକ ସଂକ୍ରମଣର ଆଶଙ୍କା ଏବଂ ଫୁଲା ହୋଇପାରେ ।[୧] ଦୀର୍ଘକାଳୀନ ବ୍ୟବହାର କରିବା ପରେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଓଷ୍ଟିଓପୋରୋସିସ, ଉଦର ଯନ୍ତ୍ରଣା, ଶାରୀରିକ ଦୁର୍ବଳତା, ସହଜରେ କ୍ଷତ ଏବଂ ଖମୀର ସଂକ୍ରମଣ ହୋଇପାରେ ।[୧] ବ୍ୟବହୃତ ହେଉଥିବାବେଳେ ଏହା ଗର୍ଭାବସ୍ଥାରେ ସୁରକ୍ଷିତ କି ନାହିଁ ତାହା ଅସ୍ପଷ୍ଟ ଅଛି ।[୪] ହାଇଡ୍ରୋକୋର୍ଟିଜୋନ ହେଉଛି ଏକ ଗ୍ଲୁକୋକର୍ଟିକଏଡ ଓ ଏହା ଏକ ଆଣ୍ଟି-ଇନ୍ଫ୍ଲାମେଟୋରୀ ଯାହା ପ୍ରତିରକ୍ଷା ଦମନ କରି କାର୍ଯ୍ୟକ୍ଷମ ହୁଏ ।[୧]
୧୯୩୬ ମସିହାରେ ହାଇଡ୍ରୋକର୍ଟିଜୋନ ପ୍ୟାଟେଣ୍ଟ ହୋଇଥିଲା ଏବଂ ୧୯୪୧ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୫] [୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[୭] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୧] ବିକାଶଶୀଳ ଦେଶମାନଙ୍କରେ ହୋଲସେଲ ମୂଲ୍ୟ ୨୦୧୪ ସୁଦ୍ଧା ଦିନକୁ ପ୍ରାୟ ୦.୨୭ ଡଲାର ଥିଲା ।[୮] ଯୁକ୍ତରାଷ୍ଟ୍ରରେ ସାଧାରଣ ଚିକିତ୍ସା ପାଇଁ ଏହାର ମୂଲ୍ୟ ୨୫ ଡଲାରରୁ କମ୍ ଅଟେ ।[୩]୨୦୧୭ରେ ଏହା ଯୁକ୍ତରାଷ୍ଟ୍ରରେ ୧୫୪ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଚାରି ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା ।[୯] [୧୦]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Hydrocortisone". Drugs.com. American Society of Health-System Pharmacists. February 9, 2015. Archived from the original on 20 September 2016. Retrieved 30 August 2016.
- ↑ Becker, Kenneth L. (2001). Principles and Practice of Endocrinology and Metabolism (in ଇଂରାଜୀ). Lippincott Williams & Wilkins. p. 762. ISBN 9780781717502. Archived from the original on 2016-09-14.
- ↑ ୩.୦ ୩.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 202. ISBN 9781284057560.
- ↑ "Hydrocortisone Pregnancy and Breastfeeding Warnings". Drugs.com. Archived from the original on 20 September 2016. Retrieved 1 September 2016.
- ↑ U.S. Patent ୨୧,୮୩,୫୮୯
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 484. ISBN 9783527607495. Archived from the original on 2019-03-02. Retrieved 2019-03-01.
- ↑ World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
- ↑ "Hydrocortisone". International Drug Price Indicator Guide. Archived from the original on 27 August 2018. Retrieved 1 September 2016.
- ↑ "The Top 300 of 2020". ClinCalc. Archived from the original on 12 February 2021. Retrieved 11 April 2020.
- ↑ "Hydrocortisone - Drug Usage Statistics". ClinCalc. Archived from the original on 12 April 2020. Retrieved 11 April 2020.