Jump to content

କର୍ଟିସୋଲ

ଉଇକିପିଡ଼ିଆ‌ରୁ
କର୍ଟିସୋଲ
Clinical data
Trade namesA-hydrocort, Cortef, Solu-cortef, others[]
SynonymsCortisol; 11β,17α,21-Trihydroxypregn-4-ene-3,20-dione
AHFS/Drugs.comSystemic: monograph
Topical: monograph
Eye and ear: monograph
MedlinePlusa682206
data
Pregnancy
category
  • AU: A
  • US: C (Risk not ruled out)
Routes of
administration
By mouth (tablets), intravenous, topical, rectal
Legal status
Legal status
  • AU: S4 (Prescription only) For oral use. S3(Pharmacist only medication) for 1% topical preparations. S2(Pharmacy medicine) for 0.5% topical preparations.
  • UK: POM; OTC for topical administration;
  • US: OTC for topical administration; Rx-only for tablets by mouth, rectal use and intravenous therapy
Identifiers
  • (8S,9S,10R,11S,13S,14S,17R)-11,17-Dihydroxy-17-(2-hydroxyacetyl)-10,13-dimethyl-2,6,7,8,9,11,12,14,15,16-decahydro-1H-cyclopenta[a]phenanthren-3-one
ECHA InfoCard100.000.019 Edit this at Wikidata
Chemical and physical data
FormulaC21H30O5
Molar mass୩୬୨.୪୭ g·mol−1
3D model (JSmol)
  • O=C4\C=C2/[C@]([C@H]1[C@@H](O)C[C@@]3([C@@](O)(C(=O)CO)CC[C@H]3[C@@H]1CC2)C)(C)CC4
  • InChI=1S/C21H30O5/c1-19-7-5-13(23)9-12(19)3-4-14-15-6-8-21(26,17(25)11-22)20(15,2)10-16(24)18(14)19/h9,14-16,18,22,24,26H,3-8,10-11H2,1-2H3/t14-,15-,16-,18+,19-,20-,21-/m0/s1 checkY
  • Key:JYGXADMDTFJGBT-VWUMJDOOSA-N checkY
  (verify)

କର୍ଟିସୋଲ ବା ହାଇଡ୍ରୋକର୍ଟିଜୋନ (ଇଂରାଜୀ ଭାଷାରେ Hydrocortisone) ହେଉଛି ଏକ ହରମୋନ୍‌ର ନାମ ।[] ବ୍ୟବହାରରେ ଆଡ୍ରେନାଲ୍ ଅଭାବ, ଆଡ୍ରେନୋଜେନିଟାଲ୍ ସିଣ୍ଡ୍ରୋମ, ଉଚ୍ଚ ରକ୍ତ କ୍ୟାଲସିୟମ୍ ସ୍ତର, ଥାଇରଏଡାଇଟିସ୍, ରିଉମାଟଏଡ ଆର୍ଥ୍ରାଇଟିସ୍, ଡର୍ମାଟାଇଟିସ୍, ଆଜମା ଏବଂ କ୍ରନିକ ଅବ୍‌ସ୍ଟ୍ରକ୍ଟିଭ୍ ପଲ୍‌ମୋନାରି ଡିଜିଜ ଭଳି ରୋଗମାନଙ୍କରେ ଏହା ବ୍ୟବ‌ହୃତ ହୁଏ । [] ଆଡ୍ରେନୋକର୍ଟିକାଲ୍ ଅଭାବ ପାଇଁ ଏହା ପସନ୍ଦ ଯୋଗ୍ୟ ଚିକିତ୍ସା ।[] ଏହା ପାଟିରେ, ସ୍ଥାନୀୟ କିମ୍ବା ଇଞ୍ଜେକସନଦ୍ୱାରା ଦିଆଯାଇପାରେ ।[] ଦୀର୍ଘକାଳୀନ ବ୍ୟବହାର ପରେ ଧୀରେ ଧୀରେ ଚିକିତ୍ସା ବନ୍ଦ କରିବା କରାଯିବା ଉଚିତ୍ ।[]

ପାର୍ଶ୍ୱ ପ୍ରତିକ୍ରିୟାରେ ମନୋଭାବର ପରିବର୍ତ୍ତନ, ଅଧିକ ସଂକ୍ରମଣର ଆଶଙ୍କା ଏବଂ ଫୁଲା ହୋଇପାରେ ।[] ଦୀର୍ଘକାଳୀନ ବ୍ୟବହାର କରିବା ପରେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଓଷ୍ଟିଓପୋରୋସିସ, ଉଦର ଯନ୍ତ୍ରଣା, ଶାରୀରିକ ଦୁର୍ବଳତା, ସହଜରେ କ୍ଷତ ଏବଂ ଖମୀର ସଂକ୍ରମଣ ହୋଇପାରେ ।[] ବ୍ୟବହୃତ ହେଉଥିବାବେଳେ ଏହା ଗର୍ଭାବସ୍ଥାରେ ସୁରକ୍ଷିତ କି ନାହିଁ ତାହା ଅସ୍ପଷ୍ଟ ଅଛି ।[] ହାଇଡ୍ରୋକୋର୍ଟିଜୋନ ହେଉଛି ଏକ ଗ୍ଲୁକୋକର୍ଟିକଏଡ ଓ ଏହା ଏକ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଯାହା ପ୍ରତିରକ୍ଷା ଦମନ କରି କାର୍ଯ୍ୟକ୍ଷମ ହୁଏ ।[]

୧୯୩୬ ମସିହାରେ ହାଇଡ୍ରୋକର୍ଟିଜୋନ ପ୍ୟାଟେଣ୍ଟ ହୋଇଥିଲା ଏବଂ ୧୯୪୧ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] [] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ବିକାଶଶୀଳ ଦେଶମାନଙ୍କରେ ହୋଲସେଲ ମୂଲ୍ୟ ୨୦୧୪ ସୁଦ୍ଧା ଦିନକୁ ପ୍ରାୟ ୦.୨୭ ଡଲାର ଥିଲା ।[] ଯୁକ୍ତରାଷ୍ଟ୍ରରେ ସାଧାରଣ ଚିକିତ୍ସା ପାଇଁ ଏହାର ମୂଲ୍ୟ ୨୫ ଡଲାରରୁ କମ୍ ଅଟେ ।[]୨୦୧୭ରେ ଏହା ଯୁକ୍ତରାଷ୍ଟ୍ରରେ ୧୫୪ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଚାରି ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା ।[] [୧୦]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Hydrocortisone". Drugs.com. American Society of Health-System Pharmacists. February 9, 2015. Archived from the original on 20 September 2016. Retrieved 30 August 2016.
  2. Becker, Kenneth L. (2001). Principles and Practice of Endocrinology and Metabolism (in ଇଂରାଜୀ). Lippincott Williams & Wilkins. p. 762. ISBN 9780781717502. Archived from the original on 2016-09-14.
  3. ୩.୦ ୩.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 202. ISBN 9781284057560.
  4. "Hydrocortisone Pregnancy and Breastfeeding Warnings". Drugs.com. Archived from the original on 20 September 2016. Retrieved 1 September 2016.
  5. U.S. Patent ୨୧,୮୩,୫୮୯
  6. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 484. ISBN 9783527607495. Archived from the original on 2019-03-02. Retrieved 2019-03-01.
  7. World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
  8. "Hydrocortisone". International Drug Price Indicator Guide. Archived from the original on 27 August 2018. Retrieved 1 September 2016.
  9. "The Top 300 of 2020". ClinCalc. Archived from the original on 12 February 2021. Retrieved 11 April 2020.
  10. "Hydrocortisone - Drug Usage Statistics". ClinCalc. Archived from the original on 12 April 2020. Retrieved 11 April 2020.