ଉଇକିପିଡ଼ିଆ:କର୍ମଶାଳା/ଭୁବନେଶ୍ୱର/୩

ଉଇକିପିଡ଼ିଆ‌ରୁ
ଏହି କର୍ମଶାଳାରେ ଭାଗନେବା ପାଇଁ ଏହି କୋଡ଼ଟିକୁ ସ୍କାନ କରନ୍ତୁ ଅଥବା ଏହି ଲିଙ୍କରେ କ୍ଲିକ କରି ନାମ ଲେଖାନ୍ତୁ

ଓଡ଼ିଆ ଉଇକିପିଡ଼ିଆ ଅନଲାଇନରେ ମାଗଣାରେ ଉପଲବ୍ଧ ଏକ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆ । ଏଥିରେ ଏଯାବତ ୩୦୬୦ ଗୋଟି ପ୍ରସଙ୍ଗ ରହିଛି । ଏଥିରେ ଥିବା ପ୍ରସଙ୍ଗସବୁକୁ କେହି ବି ସମ୍ପାଦନା କରିପାରିବେ ଓ ଏଥିରେ ଅଧିକ ଉପୟୋଗୀ ତଥ୍ୟ ଯୋଡ଼ିପାରିବେ । ଏହି କର୍ମଶାଳାଟି ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆଉ ଏହାର ବିକାଶ କରିବାକୁ ଆରମ୍ଭ କରାଯାଇଛି । ଏହିଟି ଭୁବନେଶ୍ୱରରେ ହେଉଥିବା ପ୍ରଥମ ମେଳଣ, ତେଣୁ ଇଚ୍ଛୁକ ଓଡ଼ିଆମାନଙ୍କୁ ଏଠାକୁ ଆସିବାକୁ ଅନୁରୋଧ କରାଯାଉଛି ।

କେଉଁ ମାନେ ଭାଗ ନେଇପାରିବେ (Who can participate)[ସମ୍ପାଦନା]

ଭୁବନେଶ୍ୱର ବା ପାଖାଆଖ ସ୍ଥାନରେ ରହୁଥିବା କେହି ବି ଏଥିରେ ଆସି ଭାଗନେଇପାରିବେ । ଓଡ଼ିଆ ଭାଷାର ବିକାଶରେ ଉଇକିପିଡ଼ିଆରେ ଭୂମିକା ଓ ସେ କିପରି ଏଥିରେ ଭାଗ ନେଇ ଓଡ଼ିଆରେ ଏହି ବିଶାଳ ଜ୍ଞାନକୋଷର ଗଠନରେ କିପରି ଅଂଶଗ୍ରହଣ କରିପାରିବେ ସେ ବାବଦରେ ଜାଣିପାରିବେ ।

ସ୍ଥାନ ଓ ଠିକଣା ( Venue and Date )[ସମ୍ପାଦନା]

ତାରିଖ: : ରବିବାର, ୧୮-ନଭେମ୍ବର -୨୦୧୨ ୧୦:୦୦ ଘଟିକା ଭାରତୀୟ ମାନକ ସମୟ
ସ୍ଥାନ :
କେ.ଏମ.ବି.ବି କଲେଜ ଅଫ ଇଞ୍ଜିନିଅରିଂ ଆଣ୍ଡ ଟେକନୋଲୋଜି
ଜାତୀୟ ରାଜପଥ ୫,
ଭୁବନେଶ୍ୱର, ଓଡ଼ିଶା

Date: : Saturday, 18-November-2012 10:00 AM IST
Venue:
KMBB College of Engineering and Technology
NH 5, Bhubaneswar, Odisha

ମୂଳ ପ୍ରସଙ୍ଗ (Agenda)[ସମ୍ପାଦନା]

  • ଓଡ଼ିଆରେ
  • ଓଡ଼ିଆ ଉଇକିପିଡ଼ିଆର ଆରମ୍ଭ, ବିକାଶ ଓ ଓଡ଼ିଆ ଭାଷାର ବିକାଶରେ ଏହାର ଭୂମିକା/ Introducing Wikipedia
  • ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି/ Current status of Odia Wikipedia
  • ଏଥିରେ ସାଧାରଣ ଲୋକେ କିପରି ଭାଗନେଇ ଲେଖାଲେଖି, ସମ୍ପାଦନା କରିପାରିବେ
  • କର୍ମଶାଳା ପରର କାର୍ଯ୍ୟକ୍ରମ

ଆୟୋଜନକାରୀ (Organizers)[ସମ୍ପାଦନା]

ଅଂଶଗ୍ରହଣକାରୀ (Participants)[ସମ୍ପାଦନା]

ଯଦି ଆପଣଙ୍କର ବ୍ୟବହାରକାରୀ ନାମଟିଏ ଅଛି ତେବେ କେବଳ " # ~~~ " ଲେଖିଦିଅନ୍ତୁ, ଇଉଜର ନାମ ନଥିଲେ" # ଆପଣଙ୍କ ନାମ" ଲେଖିଦିଅନ୍ତୁ । Add your name as " # ~~~ " if you have an username or else add " # Name"

ନାମ ଲେଖାଇଥିଲେ (Signed up)[ସମ୍ପାଦନା]

  1. ଶ୍ରୀକାନ୍ତ କେଡିଆ
  2. ଶିତିକଣ୍ଠ ଦାଶ
  3. ନାମ


ଶୁଭେଚ୍ଛା (Best wishes)[ସମ୍ପାଦନା]

ବିବରଣୀ[ସମ୍ପାଦନା]

ଦୀର୍ଘ ଚାରି ମାସର ବ୍ୟବଧାର ପରେ କଟକରେ ଉଇକିମେଳି ଅନୁଷ୍ଠିତ ହେଉଥିବାରୁ ଅଧିକ ସଂଖ୍ୟାରେ ଓକିଆଳି ଓ ଆଗ୍ରହୀ ବ୍ୟକ୍ତି ଯୋଗଦେବେ ବୋଲି ଆଶା କରାଯାଇଥିଲା । ଫେସବୁକ ପୃଷ୍ଠାରେ ମଧ୍ୟ ୨୭ଜଣ ଯୋଗଦେବା ନିମନ୍ତେ ନିଶ୍ଚିତ କରିଥିବା ବେଳେ ଆଉ ୧୬ଜଣ ଯୋଗଦେବାର ସମ୍ଭାବନା ଥିଲା । ଉକିକିମେଳିରେ ସର୍ବମୋଟ ଛଅ ଜଣ ଯୋଗଦେଇଥିଲେ । ଯୋଗଦାନକାରୀଙ୍କ ମଧ୍ୟରୁ ଡାକ୍ତର ସୁବାସ ଚନ୍ଦ୍ର ରାଉତ ଓ ଶ୍ରୀ ଶିତିକଣ୍ଠ ଦାଶ‎ ପ୍ରଥମଥର ନିମନ୍ତେ ଏକ ଉଇକିମେଳିରେ ଯୋଗଦେଇଥିଲେ ।

ଖବରରେ (In News)[ସମ୍ପାଦନା]

ଫେସବୁକ (Facebook)[ସମ୍ପାଦନା]

ଟୁଇଟର (Twitter)[ସମ୍ପାଦନା]

ଫଟୋ (Photos)[ସମ୍ପାଦନା]

ଫଟୋସବୁ ଉଇକି କମନ୍ସ୍ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Commons:Category:Bhubaneswar Odia Workshop 18Nov2012