ଭୋନୋପ୍ରାଜାନ/ଆମୋକ୍ସିସିଲିନ/କ୍ଲାରିଥ୍ରୋମାଇସିନ
Combination of | |
---|---|
Vonoprazan | Potassium-competitive acid blocker |
Amoxicillin | Beta-lactam antibiotic |
Clarithromycin | Macrolide antibiotic |
Clinical data | |
Trade names | Vonosap, Voquezna triple pak |
AHFS/Drugs.com | monograph |
data | |
Legal status | |
Legal status |
ଭୋନୋପ୍ରାଜାନ/ଆମୋକ୍ସିସିଲିନ/କ୍ଲାରିଥ୍ରୋମାଇସିନ, ଅନ୍ୟମାନଙ୍କ ମଧ୍ୟରେ ଭୋନୋସାପ ବ୍ରାଣ୍ଡ ଏହାର ଏକ ବିକ୍ରୟ ନାମ, ହେଉଛି, ହେଲିକୋବ୍ୟାକ୍ଟର ପାଇଲୋରି ( H. pylori ) ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ଏକ ମିଶ୍ରିତ ଔଷଧ ।[୧] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଯୋନୀ କବକ ସଂକ୍ରମଣ, ମୁଣ୍ଡବିନ୍ଧା, ପେଟ ଯନ୍ତ୍ରଣା ଏବଂ ଉଚ୍ଚ ରକ୍ତଚାପ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, କ୍ଲୋଷ୍ଟ୍ରିଡିଓଏଡସ୍ ଡିଫାଇସିଲ୍ - ସଂପୃକ୍ତତରଳ ଝାଡ଼ା, କ୍ୟୁଟି ବିସ୍ତାର ହୋଇପାରେ ।[୧] ଗର୍ଭାବସ୍ଥାରେ ସାଧାରଣତଃ କରାଯାଏ ନାହିଁ ।[୧] ଏଥିରେ ଭୋନାପ୍ରାଜାନ୍, ଏକ ପୋଟାସିୟମ୍-ପ୍ରତିଯୋଗୀ ଏସିଡ୍ ବ୍ଲକର୍ ଥାଏ; ଆମୋକ୍ସିସିଲିନ୍, ଏକ ବିଟା-ଲାକ୍ଟାମ ଆଣ୍ଟିବାୟୋଟିକ୍ ; ଏବଂ କ୍ଲାରିଥ୍ରୋମାଇସିନ୍, ଏକ ମାକ୍ରୋଲାଇଡ ଆଣ୍ଟିବାୟୋଟିକ ଥାଏ ।[୧]
ଏହି ମିଶ୍ରଣକୁ ୨୦୧୬ ମସିହାରେ ଜାପାନ[୨] ଓ ୨୦୨୨ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଅନୁମୋଦନ କରାଯାଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୧୦୨୨ ସୁଦ୍ଧା ଚିକିତ୍ସା ଏକ ଚିକିତ୍ସାକ୍ରମର ମୂଲ୍ୟ ପ୍ରାୟ ୮୬୦ ଡଲାର ଥିଲା ।[୩] ୨୦୨୨ ସୁଦ୍ଧା ଏହା ୟୁରୋପ କିମ୍ବା ଯୁକ୍ତରାଜ୍ୟରେ ଉପଲବ୍ଧ ହୋଇନଥିଲା ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Voquezna Dual Pak- vonoprazan fumarate and amoxicillin kit Voquezna Triple Pak- vonoprazan fumarate, amoxicillin and clarithromycin kit". DailyMed. 21 June 2022. Archived from the original on 3 July 2022. Retrieved 3 July 2022.
- ↑ ୨.୦ ୨.୧ "Vonosap pack 400, Vonosap pack 800 and Vonopion pack (triple-drug blister packs containing Takecab tablet) Now Available for Helicobacter pylori[*] Eradication in Japan". Takeda. 7 June 2016. Archived from the original on 10 May 2022. Retrieved 9 May 2022.
- ↑ "Voquezna Triple Pak Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 12 December 2022.
- ↑ "Vonoprazan". SPS - Specialist Pharmacy Service. 10 December 2019. Archived from the original on 25 September 2021. Retrieved 12 December 2022.