Jump to content

ଭୋନୋପ୍ରାଜାନ/ଆମୋକ୍ସିସିଲିନ/କ୍ଲାରିଥ୍ରୋମାଇସିନ

ଉଇକିପିଡ଼ିଆ‌ରୁ
ଭୋନୋପ୍ରାଜାନ/ଆମୋକ୍ସିସିଲିନ/କ୍ଲାରିଥ୍ରୋମାଇସିନ
Combination of
VonoprazanPotassium-competitive acid blocker
AmoxicillinBeta-lactam antibiotic
ClarithromycinMacrolide antibiotic
Clinical data
Trade namesVonosap, Voquezna triple pak
AHFS/Drugs.commonograph
data
Legal status
Legal status

ଭୋନୋପ୍ରାଜାନ/ଆମୋକ୍ସିସିଲିନ/କ୍ଲାରିଥ୍ରୋମାଇସିନ, ଅନ୍ୟମାନଙ୍କ ମଧ୍ୟରେ ଭୋନୋସାପ ବ୍ରାଣ୍ଡ ଏହାର ଏକ ବିକ୍ରୟ ନାମ, ହେଉଛି, ହେଲିକୋବ୍ୟାକ୍ଟର ପାଇଲୋରି ( H. pylori ) ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ଏକ ମିଶ୍ରିତ ଔଷଧ ।[] ଏହା ପାଟିରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଯୋନୀ କବକ ସଂକ୍ରମଣ, ମୁଣ୍ଡବିନ୍ଧା, ପେଟ ଯନ୍ତ୍ରଣା ଏବଂ ଉଚ୍ଚ ରକ୍ତଚାପ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, କ୍ଲୋଷ୍ଟ୍ରିଡିଓଏଡସ୍ ଡିଫାଇସିଲ୍ - ସଂପୃକ୍ତତରଳ ଝାଡ଼ା, କ୍ୟୁଟି ବିସ୍ତାର ହୋଇପାରେ ।[] ଗର୍ଭାବସ୍ଥାରେ ସାଧାରଣତଃ କରାଯାଏ ନାହିଁ ।[] ଏଥିରେ ଭୋନାପ୍ରାଜାନ୍, ଏକ ପୋଟାସିୟମ୍-ପ୍ରତିଯୋଗୀ ଏସିଡ୍ ବ୍ଲକର୍ ଥାଏ; ଆମୋକ୍ସିସିଲିନ୍, ଏକ ବିଟା-ଲାକ୍ଟାମ ଆଣ୍ଟିବାୟୋଟିକ୍ ; ଏବଂ କ୍ଲାରିଥ୍ରୋମାଇସିନ୍, ଏକ ମାକ୍ରୋଲାଇଡ ଆଣ୍ଟିବାୟୋଟିକ ଥାଏ ।[]

ଏହି ମିଶ୍ରଣକୁ ୨୦୧୬ ମସିହାରେ ଜାପାନ[] ଓ ୨୦୨୨ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଅନୁମୋଦନ କରାଯାଇଥିଲା ।[] ଯୁକ୍ତରାଷ୍ଟ୍ରରେ ୧୦୨୨ ସୁଦ୍ଧା ଚିକିତ୍ସା ଏକ ଚିକିତ୍ସାକ୍ରମର ମୂଲ୍ୟ ପ୍ରାୟ ୮୬୦ ଡଲାର ଥିଲା ।[] ୨୦୨୨ ସୁଦ୍ଧା ଏହା ୟୁରୋପ କିମ୍ବା ଯୁକ୍ତରାଜ୍ୟରେ ଉପଲବ୍ଧ ହୋଇନଥିଲା ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Voquezna Dual Pak- vonoprazan fumarate and amoxicillin kit Voquezna Triple Pak- vonoprazan fumarate, amoxicillin and clarithromycin kit". DailyMed. 21 June 2022. Archived from the original on 3 July 2022. Retrieved 3 July 2022.
  2. ୨.୦ ୨.୧ "Vonosap pack 400, Vonosap pack 800 and Vonopion pack (triple-drug blister packs containing Takecab tablet) Now Available for Helicobacter pylori[*] Eradication in Japan". Takeda. 7 June 2016. Archived from the original on 10 May 2022. Retrieved 9 May 2022.
  3. "Voquezna Triple Pak Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 12 December 2022.
  4. "Vonoprazan". SPS - Specialist Pharmacy Service. 10 December 2019. Archived from the original on 25 September 2021. Retrieved 12 December 2022.