Jump to content

ବିଜୟନଗରମ ଜିଲ୍ଲା

ଉଇକିପିଡ଼ିଆ‌ରୁ
(Vizianagaram districtରୁ ଲେଉଟି ଆସିଛି)
ବିଜୟନଗରମ ଜିଲ୍ଲା
విజయనగర౦
ବିଜୟନଗରମ
ଜିଲ୍ଲା
Vizianagaram fort
Vizianagaram fort
ଦେଶ India
ରାଜ୍ଯଆନ୍ଧ୍ର ପ୍ରଦେଶ
RegionCoastal Andhra
ଜିଲ୍ଲା ପରିଷଦବିଜୟନଗରମ
HeadquartersVizianagaram
Government
  CollectorDr. B. Kishore
Area
  ସମୁଦାୟ6,539 km2 (2,525 sq mi)
Population
 (2001)245,491
  Total୨୨,୪୫,୧୦୩
  Density344/km2 (890/sq mi)
Languages
  OfficialTelugu Language
Time zoneUTC+5:30 (IST)
PIN
535 xxx
Telephone code089
ISO 3166 code[[ISO 3166-2:IN|]]
ଯାନବାହାନ ପଞ୍ଚୀକରଣAP-35
Coastline28 kilometres (17 mi)
ବଡ଼ ସହରବିଜୟନଗରମ
ପାଖ ସହରବିଶାଖାପଟନମ
Literacy51.07%
Lok Sabha constituencyVizianagaram
ClimateTropical climate (Köppen)
Websitevizianagaram.ap.nic.in


ବିଜୟନଗରମ ଜିଲ୍ଲା ହେଉଛି ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ଉତ୍ତର-ଆନ୍ଧ୍ର ଅଞ୍ଚଳରେ ଅବସ୍ଥିତ ଏକ ଜିଲ୍ଲା, ଯାହାର ମୁଖ୍ୟାଳୟ ବିଜୟନଗରମଠାରେ ରହିଛି । [][] ଏହି ଜିଲ୍ଲା ଦିନେ ପ୍ରାଚୀନ କଳିଙ୍ଗର ଏକ ଅଂଶ ଥିଲା । ସାରିପିଲ୍ଲୀ ଡିବ୍ବିଲିଙ୍ଗେଶ୍ଵର ମନ୍ଦିର ଏବଂ ଜୟତୀ ମଲ୍ଲିକାର୍ଜୁନ ମନ୍ଦିର ହେଉଛି ଏହି ଜିଲ୍ଲାରେ ପ୍ରାଚୀନ ପୂର୍ବ ଗଙ୍ଗ ବଂଶ ଦ୍ଵାରା ନିର୍ମିତ କୀର୍ତ୍ତିରାଜିର ସର୍ବୋତ୍କୃଷ୍ଟ ଉଦାହରଣ । ଏହି ଜିଲ୍ଲାର ପୂର୍ବରେ ଶ୍ରୀକାକୁଲମ ଜିଲ୍ଲା, ଉତ୍ତରରେ ପାର୍ବତୀପୁରମ ମାନ୍ୟମ, ଦକ୍ଷିଣରେ ବିଶାଖାପଟ୍ଟନମ, ଅନାକାପଲ୍ଲୀ, ଦକ୍ଷିଣ-ପୂର୍ବରେ ବଙ୍ଗୋପସାଗର ଏବଂ ପଶ୍ଚିମରେ ଅଲ୍ଲୁରୀ ସୀତାରାମ ରାଜୁ ଜିଲ୍ଲା ଅବସ୍ଥିତ ।

ଭୂଗୋଳ

[ସମ୍ପାଦନା]

ଇତିହାସ

[ସମ୍ପାଦନା]

ପର୍ଯ୍ୟଟନ

[ସମ୍ପାଦନା]
  1. "Srikakulam | Andhra Pradesh | DISTRICTS OF INDIA". districts.nic.in. Retrieved 11 May 2019.
  2. "Population of AP districts(2011)" (PDF). ap.gov.in. p. 14. Archived from the original (PDF) on 12 November 2013. Retrieved 25 May 2014.

ବାହାର ତଥ୍ୟ

[ସମ୍ପାଦନା]