Jump to content

ବିଜୟନଗରମ ଜିଲ୍ଲା

ଉଇକିପିଡ଼ିଆ‌ରୁ
ବିଜୟନଗରମ ଜିଲ୍ଲା
విజయనగర౦
ବିଜୟନଗରମ
ଜିଲ୍ଲା
Vizianagaram fort
Vizianagaram fort
ଦେଶ India
ରାଜ୍ଯଆନ୍ଧ୍ର ପ୍ରଦେଶ
RegionCoastal Andhra
ଜିଲ୍ଲା ପରିଷଦବିଜୟନଗରମ
HeadquartersVizianagaram
Government
 • CollectorDr. B. Kishore
Area
 • ସମୁଦାୟ6,539 km2 (2,525 sq mi)
Population
 (2001)245,491
 • Total୨୨,୪୫,୧୦୩
 • Density344/km2 (890/sq mi)
Languages
 • OfficialTelugu Language
Time zoneUTC+5:30 (IST)
PIN
535 xxx
Telephone code089
ISO 3166 code[[ISO 3166-2:IN|]]
ଯାନବାହାନ ପଞ୍ଚୀକରଣAP-35
Coastline28 kilometres (17 mi)
ବଡ଼ ସହରବିଜୟନଗରମ
ପାଖ ସହରବିଶାଖାପଟନମ
Literacy51.07%
Lok Sabha constituencyVizianagaram
ClimateTropical climate (Köppen)
Websitevizianagaram.ap.nic.in


ବିଜୟନଗରମ ଜିଲ୍ଲା ହେଉଛି ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ଉତ୍ତର-ଆନ୍ଧ୍ର ଅଞ୍ଚଳରେ ଅବସ୍ଥିତ ଏକ ଜିଲ୍ଲା, ଯାହାର ମୁଖ୍ୟାଳୟ ବିଜୟନଗରମଠାରେ ରହିଛି । [୧][୨] ଏହି ଜିଲ୍ଲା ଦିନେ ପ୍ରାଚୀନ କଳିଙ୍ଗର ଏକ ଅଂଶ ଥିଲା । ସାରିପିଲ୍ଲୀ ଡିବ୍ବିଲିଙ୍ଗେଶ୍ଵର ମନ୍ଦିର ଏବଂ ଜୟତୀ ମଲ୍ଲିକାର୍ଜୁନ ମନ୍ଦିର ହେଉଛି ଏହି ଜିଲ୍ଲାରେ ପ୍ରାଚୀନ ପୂର୍ବ ଗଙ୍ଗ ବଂଶ ଦ୍ଵାରା ନିର୍ମିତ କୀର୍ତ୍ତିରାଜିର ସର୍ବୋତ୍କୃଷ୍ଟ ଉଦାହରଣ । ଏହି ଜିଲ୍ଲାର ପୂର୍ବରେ ଶ୍ରୀକାକୁଲମ ଜିଲ୍ଲା, ଉତ୍ତରରେ ପାର୍ବତୀପୁରମ ମାନ୍ୟମ, ଦକ୍ଷିଣରେ ବିଶାଖାପଟ୍ଟନମ, ଅନାକାପଲ୍ଲୀ, ଦକ୍ଷିଣ-ପୂର୍ବରେ ବଙ୍ଗୋପସାଗର ଏବଂ ପଶ୍ଚିମରେ ଅଲ୍ଲୁରୀ ସୀତାରାମ ରାଜୁ ଜିଲ୍ଲା ଅବସ୍ଥିତ ।

ଭୂଗୋଳ

[ସମ୍ପାଦନା]

ଇତିହାସ

[ସମ୍ପାଦନା]

ପର୍ଯ୍ୟଟନ

[ସମ୍ପାଦନା]
  1. ↑ "Srikakulam | Andhra Pradesh | DISTRICTS OF INDIA". districts.nic.in. Retrieved 11 May 2019.
  2. ↑ "Population of AP districts(2011)" (PDF). ap.gov.in. p. 14. Archived from the original (PDF) on 12 November 2013. Retrieved 25 May 2014.

ବାହାର ତଥ୍ୟ

[ସମ୍ପାଦନା]