Jump to content

ବିଶାଖାପାଟଣା ଜିଲ୍ଲା

ଉଇକିପିଡ଼ିଆ‌ରୁ
ବିଶାଖାପଟନମ ଜିଲ୍ଲା
విశాఖపట్నం జిల్లా
ବିଶାଖା ଜିଲ୍ଲା
ଜିଲ୍ଲା
Visakhapatnam
Scenic view at Peddipalem village of Visakhapatnam District
ଦେଶ India
ରାଜ୍ଯଆନ୍ଧ୍ର ପ୍ରଦେଶ
RegionAndhra
ଜିଲ୍ଲାVisakhapatnam
HeadquartersVishakhapatnam
Government
  District collectorSeshadri IAS
  Superintendent of policeG.Srinivasa Rao IPS
ଭାଷା
  ସରକାରୀତେଲୁଗୁ ଭାଷା
Time zoneUTC+5:30 (IST)
Websitevisakhapatnam.nic.in

ବିଶାଖାପଟନମ ଜିଲ୍ଲା,ଆନ୍ଧ୍ର ପ୍ରଦେଶର ଏକ ପ୍ରଶାସନିକ ଜିଲ୍ଲା ।

ଭୂଗୋଳ

[ସମ୍ପାଦନା]

ବିଶାଖାପାଟଣା ଜିଲ୍ଲା ଆନ୍ଧ୍ରପ୍ରଦେଶର ଉତ୍ତରପୂର୍ବ ଅଞ୍ଚଳରେ ଅବସ୍ତିତ । ବିଶାଖାପାଟଣା ଜିଲ୍ଲା (ବିଶାଖା ଜିଲ୍ଳା), ବିଜିୟନଗର ଓ ଶ୍ରୀକାକୁଲମକୁ ମିଳିତ ଭାବେ ଉତ୍ତରଆନ୍ଧ୍ର କୁହାଯାଏ ।ବିଶାଖାପାଟଣା ଜିଲ୍ଲାର ଉତ୍ତରରେ ବିଜିୟନଗର ଜିଲ୍ଲା ଓ ଓଡ଼ିଶାର କୋରାପୁଟ ଜିଲ୍ଲା ଅବସ୍ତିତ ଏବଂ ପଶ୍ଚିମରେ ଓଡ଼ିଶାର ମାଲକାନଗିରି ଜିଲ୍ଲା,ଦକ୍ଷିଣରେ ପୂର୍ବ-ଗୋଦାବରୀ ଜିଲା ,ବଙ୍ଗୋପସାଗର ପୂର୍ବରେ ଅବସ୍ତିତ ।

ଇତିହାସ

[ସମ୍ପାଦନା]

ପର୍ଯ୍ୟଟନ

[ସମ୍ପାଦନା]

    ବାହାର ତଥ୍ୟ

    [ସମ୍ପାଦନା]