Jump to content

ଟିକ୍ଲୋପିଡାଇନ

ଉଇକିପିଡ଼ିଆ‌ରୁ
(Ticlopidineରୁ ଲେଉଟି ଆସିଛି)
ଟିକ୍ଲୋପିଡାଇନ
Clinical data
Trade namesTiclid
AHFS/Drugs.commonograph
MedlinePlusa695036
data
Pregnancy
category
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability>80%
    Protein binding98%
    MetabolismLiver
    Elimination half-life12 hours (single dose)
    4–5 days (repeated dosing)
    ExcretionKidney and fecal
    Identifiers
    • 5-(2-Chlorobenzyl)-4,5,6,7-tetrahydrothieno[3,2-c]pyridine
    ECHA InfoCard100.054.071 Edit this at Wikidata
    Chemical and physical data
    FormulaC14H14ClNS
    Molar mass୨୬୩.୭୮ g·mol−1
    3D model (JSmol)
    • Clc1ccccc1CN3Cc2c(scc2)CC3
    • InChI=1S/C14H14ClNS/c15-13-4-2-1-3-11(13)9-16-7-5-14-12(10-16)6-8-17-14/h1-4,6,8H,5,7,9-10H2 checkY
    • Key:PHWBOXQYWZNQIN-UHFFFAOYSA-N checkY
      (verify)

    ଟିକ୍ଲୋପିଡାଇନ, ଟିକଲିଡ୍ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଷ୍ଟ୍ରୋକ୍ ଏବଂ କରୋନାରୀ ଷ୍ଟେଣ୍ଟ୍ ଅବରୋଧକୁ ରୋକିବା ପାଇଁ ବ୍ୟବହୃତ ହୁଏ ।[] ଏହା କେବଳ ସେହିମାନଙ୍କରେ ବ୍ୟବହୃତ ହୁଏ ଯେଉଁମାନେ ଆସ୍ପିରିନ୍ ନେଇପାରିବେ ନାହିଁ ଏବଂ ଯେତେବେଳେ ଅନ୍ୟ ବିକଳ୍ପ ଉପଲବ୍ଧ ନଥାଏ । [] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ, ସ୍ୱଳ୍ପ ନିଉଟ୍ରୋଫିଲ୍, ପୁରପୁରା, ଯକୃତ ସମସ୍ୟା ଏବଂ ଅରୁଚି ହୋଇପାରେ ।[] ଏହି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ହେତୁ ସାଧାରଣତଃ କ୍ଲୋପିଡୋଗ୍ରେଲ୍, ଟିକାଗ୍ରେଲର୍, କିମ୍ବା ପ୍ରାସୁଗ୍ରେଲ୍ ଏହା ବଦଳରେ ବ୍ୟବହୃତ ହୁଏ ।[] ଏହା ଏକ ପ୍ଲାଟେଲେଟ୍ ଆଗ୍ରିଗେସନ ଇନହିବିଟର, ବିଶେଷକରି ଏକ ଆଡେନୋସିନ୍ ଡାଇଫସଫେଟ୍ ରିସେପ୍ଟର ଇନହିବିଟର ।[]

    ୧୯୭୩ ମସିହାରେ ଟିକ୍ଲୋପିଡାଇନ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୭୮ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] ୧୯୯୧ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇଥିଲା ।[] ୨୦୨୧ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଏହା ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ ।[]

    1. "Archive copy" (PDF). Archived (PDF) from the original on 2021-08-29. Retrieved 2021-02-22.{{cite web}}: CS1 maint: archived copy as title (link)
    2. 1 2 3 4 5 6 7 "Ticlopidine Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 4 October 2021.
    3. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 453. ISBN 9783527607495. Archived from the original on 2016-12-20. Retrieved 2021-02-22.
    4. "Ticlopidine Prices and Ticlopidine Coupons - GoodRx". GoodRx. Archived from the original on 10 September 2016. Retrieved 4 October 2021.