ଟିକ୍ଲୋପିଡାଇନ

ଉଇକିପିଡ଼ିଆ‌ରୁ
ଟିକ୍ଲୋପିଡାଇନ
Clinical data
Trade namesTiclid
AHFS/Drugs.commonograph
MedlinePlusa695036
data
Pregnancy
category
Routes of
administration
By mouth
Legal status
Legal status
Pharmacokinetic data
Bioavailability>80%
Protein binding98%
MetabolismLiver
Elimination half-life12 hours (single dose)
4–5 days (repeated dosing)
ExcretionKidney and fecal
Identifiers
  • 5-(2-Chlorobenzyl)-4,5,6,7-tetrahydrothieno[3,2-c]pyridine
ECHA InfoCard100.054.071 Edit this at Wikidata
Chemical and physical data
FormulaC14H14ClNS
Molar mass୨୬୩.୭୮ g·mol−1
3D model (JSmol)
  • Clc1ccccc1CN3Cc2c(scc2)CC3
  • InChI=1S/C14H14ClNS/c15-13-4-2-1-3-11(13)9-16-7-5-14-12(10-16)6-8-17-14/h1-4,6,8H,5,7,9-10H2 checkY
  • Key:PHWBOXQYWZNQIN-UHFFFAOYSA-N checkY
  (verify)

ଟିକ୍ଲୋପିଡାଇନ, ଟିକଲିଡ୍ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଷ୍ଟ୍ରୋକ୍ ଏବଂ କରୋନାରୀ ଷ୍ଟେଣ୍ଟ୍ ଅବରୋଧକୁ ରୋକିବା ପାଇଁ ବ୍ୟବହୃତ ହୁଏ ।[୨] ଏହା କେବଳ ସେହିମାନଙ୍କରେ ବ୍ୟବହୃତ ହୁଏ ଯେଉଁମାନେ ଆସ୍ପିରିନ୍ ନେଇପାରିବେ ନାହିଁ ଏବଂ ଯେତେବେଳେ ଅନ୍ୟ ବିକଳ୍ପ ଉପଲବ୍ଧ ନଥାଏ । [୨] ଏହା ପାଟିରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ, ସ୍ୱଳ୍ପ ନିଉଟ୍ରୋଫିଲ୍, ପୁରପୁରା, ଯକୃତ ସମସ୍ୟା ଏବଂ ଅରୁଚି ହୋଇପାରେ ।[୨] ଏହି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ହେତୁ ସାଧାରଣତଃ କ୍ଲୋପିଡୋଗ୍ରେଲ୍, ଟିକାଗ୍ରେଲର୍, କିମ୍ବା ପ୍ରାସୁଗ୍ରେଲ୍ ଏହା ବଦଳରେ ବ୍ୟବହୃତ ହୁଏ ।[୨] ଏହା ଏକ ପ୍ଲାଟେଲେଟ୍ ଆଗ୍ରିଗେସନ ଇନହିବିଟର, ବିଶେଷକରି ଏକ ଆଡେନୋସିନ୍ ଡାଇଫସଫେଟ୍ ରିସେପ୍ଟର ଇନହିବିଟର ।[୨]

୧୯୭୩ ମସିହାରେ ଟିକ୍ଲୋପିଡାଇନ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୭୮ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୩] ୧୯୯୧ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇଥିଲା ।[୨] ୨୦୨୧ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଏହା ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ ।[୪]

ଆଧାର[ସମ୍ପାଦନା]

  1. "Archive copy" (PDF). Archived (PDF) from the original on 2021-08-29. Retrieved 2021-02-22.{{cite web}}: CS1 maint: archived copy as title (link)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Ticlopidine Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 4 October 2021.
  3. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 453. ISBN 9783527607495. Archived from the original on 2016-12-20. Retrieved 2021-02-22.
  4. "Ticlopidine Prices and Ticlopidine Coupons - GoodRx". GoodRx. Archived from the original on 10 September 2016. Retrieved 4 October 2021.