Jump to content

ପ୍ରାସୁଗ୍ରେଲ

ଉଇକିପିଡ଼ିଆ‌ରୁ
ପ୍ରାସୁଗ୍ରେଲ
Clinical data
Trade namesEffient, Efient
AHFS/Drugs.commonograph
MedlinePlusa609027
data
Pregnancy
category
  • AU: B1
  • US: N (Not classified yet)
    Routes of
    administration
    By mouth
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    • EU: Rx-only
    Pharmacokinetic data
    Bioavailability≥79%
    Protein bindingActive metabolite: ~98%
    Elimination half-life~7 h (range 2 h to 15 h)
    ExcretionUrine (~68% inactive metabolites); feces (27% inactive metabolites)
    Identifiers
    • (RS)-5-[2-Cyclopropyl-1-(2-fluorophenyl)-2-oxoethyl]-4,5,6,7-
      tetrahydrothieno[3,2-c]pyridin-2-yl acetate
    ECHA InfoCard100.228.719 Edit this at Wikidata
    Chemical and physical data
    FormulaC20H20FNO3S
    Molar mass୩୭୩.୪୪ g·mol−1
    3D model (JSmol)
    • CC(=O)Oc1cc2c(s1)CCN(C2)C(c3ccccc3F)C(=O)C4CC4
    • InChI=1S/C20H20FNO3S/c1-12(23)25-18-10-14-11-22(9-8-17(14)26-18)19(20(24)13-6-7-13)15-4-2-3-5-16(15)21/h2-5,10,13,19H,6-9,11H2,1H3 checkY
    • Key:DTGLZDAWLRGWQN-UHFFFAOYSA-N checkY
      (verify)

    ପ୍ରାସୁଗ୍ରେଲ, ଏକ ବେପାର ନାମ ଏଫିଏଣ୍ଟ, ହେଉଛି ଏକ ଔଷଧ ଯାହା ପରକ୍ୟୁଟାନିଅସ କରୋନାରୀ ଇଣ୍ଟରଭେନସନ (PCI) ଚିକିତ୍ସାରେ ଥିବା ତୀବ୍ର କରୋନାରି ସିଣ୍ଡ୍ରୋମ (ACS) ରୋଗୀମାନଙ୍କର ଲୋକମାନଙ୍କ ରକ୍ତ ଜମାଟ ନ ବାନ୍ଧିବା ପାଇଁ ବ୍ୟବହୃତ ହୁଏ । ଏହା ଆସ୍ପିରିନ୍ ସହିତ ଏକତ୍ର ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଥ୍ରୋମ୍ବୋଟିକ ଥ୍ରୋମ୍ବୋସାଇଟୋପେନିକ ପୁରପୁରା ଏବଂ ଆଞ୍ଜିଓଇଡେମା ହୋଇପାରେ।[] ଏହା ପି୨ୱାଇ12 (P2Y12 ) ପ୍ଲାଲେଟ୍ ଆଡେନୋସିନ ଡାଇଫସଫେଟ୍ (ADP) - ରିସେପ୍ଟର ଇନହିବିଟର ପ୍ରକାରର ଏକ ପ୍ଲାଟେଲେଟ ଇନହିବିଟର ।[]

    ୨୦୦୯ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା ।[] [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ।[] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪ ସପ୍ତାହର ଔଷଧ ପ୍ରାୟ ୬ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ପାଇଁ ପ୍ରାୟ ୩୦ ଡଲାର ଖର୍ଚ୍ଚ ହୁଏ ।[] ୨୦୨୦ ମସିହାରୁ ଏହା ଆଉ କାନାଡାରେ ଉପଲବ୍ଧ ହେଉନାହିଁ ।[]

    1. 1 2 3 "Efient". Archived from the original on 26 February 2021. Retrieved 29 October 2021.
    2. 1 2 3 "DailyMed - PRASUGREL- prasugrel hydrochloride tablet, film coated". dailymed.nlm.nih.gov. Archived from the original on 30 October 2021. Retrieved 29 October 2021.
    3. "Prasugrel Monograph for Professionals". Drugs.com (in ଇଂରାଜୀ). Archived from the original on 27 February 2021. Retrieved 29 October 2021.
    4. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 230. ISBN 978-0857114105.
    5. "Prasugrel Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 April 2021. Retrieved 29 October 2021.
    6. Lordkipanidzé, Marie (December 2020). "Implications of the Antiplatelet Therapy Gap Left with Discontinuation of Prasugrel in Canada". CJC Open. 2020. doi:10.1016/j.cjco.2020.11.021. ISSN 2589-790X. {{cite journal}}: Unknown parameter |displayauthors= ignored (|display-authors= suggested) (help)