ଟିକ୍ଲୋପିଡାଇନ
Clinical data | |
---|---|
Trade names | Ticlid |
AHFS/Drugs.com | monograph |
MedlinePlus | a695036 |
data |
|
Pregnancy category |
|
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | >80% |
Protein binding | 98% |
Metabolism | Liver |
Elimination half-life | 12 hours (single dose) 4–5 days (repeated dosing) |
Excretion | Kidney and fecal |
Identifiers | |
| |
ECHA InfoCard | 100.054.071 |
Chemical and physical data | |
Formula | C14H14ClNS |
Molar mass | ୨୬୩.୭୮ g·mol−1 |
3D model (JSmol) | |
| |
| |
(verify) |
ଟିକ୍ଲୋପିଡାଇନ, ଟିକଲିଡ୍ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଷ୍ଟ୍ରୋକ୍ ଏବଂ କରୋନାରୀ ଷ୍ଟେଣ୍ଟ୍ ଅବରୋଧକୁ ରୋକିବା ପାଇଁ ବ୍ୟବହୃତ ହୁଏ ।[୨] ଏହା କେବଳ ସେହିମାନଙ୍କରେ ବ୍ୟବହୃତ ହୁଏ ଯେଉଁମାନେ ଆସ୍ପିରିନ୍ ନେଇପାରିବେ ନାହିଁ ଏବଂ ଯେତେବେଳେ ଅନ୍ୟ ବିକଳ୍ପ ଉପଲବ୍ଧ ନଥାଏ । [୨] ଏହା ପାଟିରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ, ସ୍ୱଳ୍ପ ନିଉଟ୍ରୋଫିଲ୍, ପୁରପୁରା, ଯକୃତ ସମସ୍ୟା ଏବଂ ଅରୁଚି ହୋଇପାରେ ।[୨] ଏହି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ହେତୁ ସାଧାରଣତଃ କ୍ଲୋପିଡୋଗ୍ରେଲ୍, ଟିକାଗ୍ରେଲର୍, କିମ୍ବା ପ୍ରାସୁଗ୍ରେଲ୍ ଏହା ବଦଳରେ ବ୍ୟବହୃତ ହୁଏ ।[୨] ଏହା ଏକ ପ୍ଲାଟେଲେଟ୍ ଆଗ୍ରିଗେସନ ଇନହିବିଟର, ବିଶେଷକରି ଏକ ଆଡେନୋସିନ୍ ଡାଇଫସଫେଟ୍ ରିସେପ୍ଟର ଇନହିବିଟର ।[୨]
୧୯୭୩ ମସିହାରେ ଟିକ୍ଲୋପିଡାଇନ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୭୮ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୩] ୧୯୯୧ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇଥିଲା ।[୨] ୨୦୨୧ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଏହା ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ ।[୪]
ଆଧାର
[ସମ୍ପାଦନା]- ↑ "Archive copy" (PDF). Archived (PDF) from the original on 2021-08-29. Retrieved 2021-02-22.
{{cite web}}
: CS1 maint: archived copy as title (link) - ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Ticlopidine Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 4 October 2021.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 453. ISBN 9783527607495. Archived from the original on 2016-12-20. Retrieved 2021-02-22.
- ↑ "Ticlopidine Prices and Ticlopidine Coupons - GoodRx". GoodRx. Archived from the original on 10 September 2016. Retrieved 4 October 2021.