Jump to content

ଟିକାଗ୍ରେଲୋର

ଉଇକିପିଡ଼ିଆ‌ରୁ
ଟିକାଗ୍ରେଲୋର
Clinical data
Trade namesBrilinta, Brilique, others
SynonymsAZD-6140
AHFS/Drugs.commonograph
MedlinePlusa611050
data
Pregnancy
category
  • AU: B1
  • US: C (Risk not ruled out)
    Routes of
    administration
    By mouth
    Legal status
    Legal status
    • AU: S4 (Prescription only)
    • US: ℞-only
    • EU: Rx-only
    Pharmacokinetic data
    Bioavailability36%
    Protein binding>99.7%
    MetabolismLiver (CYP3A4)
    Elimination half-life7 hrs (ticagrelor), 8.5 hrs (active metabolite AR-C124910XX)
    ExcretionBile duct
    Identifiers
    • (1S,2S,3R,5S)-3-[7-[(1R,2S)-2-(3,4-Difluorophenyl)cyclopropylamino]-5-(propylthio)- 3H-[1,2,3]triazolo[4,5-d]pyrimidin-3-yl]-5-(2-hydroxyethoxy)cyclopentane-1,2-diol
    ECHA InfoCard100.114.746 Edit this at Wikidata
    Chemical and physical data
    FormulaC23H28F2N6O4S
    Molar mass୫୨୨.୫୭ g·mol−1
    3D model (JSmol)
    • CCCSC1=NC(=C2C(=N1)N(N=N2)[C@@H]3C[C@@H]([C@H]([C@H]3O)O)OCCO)N[C@@H]4C[C@H]4C5=CC(=C(C=C5)F)F
    • InChI=1S/C23H28F2N6O4S/c1-2-7-36-23-27-21(26-15-9-12(15)11-3-4-13(24)14(25)8-11)18-22(28-23)31(30-29-18)16-10-17(35-6-5-32)20(34)19(16)33/h3-4,8,12,15-17,19-20,32-34H,2,5-7,9-10H2,1H3,(H,26,27,28)/t12-,15+,16+,17-,19-,20+/m0/s1 ☒N
    • Key:OEKWJQXRCDYSHL-FNOIDJSQSA-N ☒N
      (verify)

    ଟିକାଗ୍ରେଲୋର, ଏକ ବେପାର ନାମ ବ୍ରିଲିଣ୍ଟା ବ୍ରାଣ୍ଡ, ତୀବ୍ର କରୋନାରୀ ସିଣ୍ଡ୍ରୋମ ପିଡ଼ିତ ରୋଗୀର ଷ୍ଟ୍ରୋକ୍ ଏବଂ ହୃଦ୍‌ଘାତକୁ ରୋକିବା ପାଇଁ ଦିଆଯାଉଥିବା ଏକ ଔଷଧ ।[][] ଏହା ସାଧାରଣତଃ ଆସ୍ପିରିନ୍ ସହିତ ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ଏବଂ ଅଣନିଶ୍ୱାସ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କାଶ, ତରଳ ଝାଡ଼ା ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[] ଏହା ଏକ ପ୍ଲାଟେଲେଟ୍ ଆଗ୍ରିଗେସନ୍ ଇନହିବିଟର, ବିଶେଷ ଭାବରେ ଏକ ଆଡେନୋସିନ୍ ଡାଇଫସଫେଟ୍ ରିସେପ୍ଟର ଇନହିବିଟର, ଯାହା ADP ସ‌ହିତ ପ୍ଲାଲେଟ୍ ସଂଲଗ୍ନ ହେବାକୁ ଅବରୋଧ କରି କାର୍ଯ୍ୟକ୍ଷମ ହୋଇଥାଏ ।[] []

    ୟୁରୋପରେ ୨୦୧୦ ମସିହାରେ[] ଏବଂ ୨୦୧୧ରେ ଆମେରିକାରେ ଡାକ୍ତରୀ ବ୍ୟବହାର ପାଇଁ ଟିକାଗ୍ରେଲୋର ଅନୁମୋଦନ କରାଯାଇଥିଲା ।[] ଯୁକ୍ତରାଜ୍ୟରେ ୨୦୨୧ ମସିହାରେ ୪ ସପ୍ତାହର ଔଷଧ ଖର୍ଚ୍ଚ ମୂଲ୍ୟ £୫୫ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୩୮୦ ଡଲାର ଥିଲା ।[]

    1. 1 2 3 4 5 6 "Brilique". Archived from the original on 2 May 2021. Retrieved 3 October 2021.
    2. 1 2 3 "Ticagrelor Monograph for Professionals". Drugs.com (in ଇଂରାଜୀ). Archived from the original on 17 September 2020. Retrieved 3 October 2021.
    3. 1 2 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 229. ISBN 978-0-85711-369-6.{{cite book}}: CS1 maint: date format (link)
    4. "Brilinta Prices, Coupons & Savings Tips - GoodRx". GoodRx. Archived from the original on 5 November 2016. Retrieved 3 October 2021.