Jump to content

ଟେମାଜେପାମ

ଉଇକିପିଡ଼ିଆ‌ରୁ
(Temazepamରୁ ଲେଉଟି ଆସିଛି)
ଟେମାଜେପାମ
Clinical data
Trade namesRestoril, Normison, Nortem, others
AHFS/Drugs.commonograph
MedlinePlusa684003
data
Pregnancy
category
  • AU: C
  • US: X (Contraindicated)
    Dependence
    liability
    High[]
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability96%
    MetabolismLiver
    Elimination half-life8–20 hours
    ExcretionKidney
    Identifiers
    • 7-Chloro-1,3-dihydro-3-hydroxy-1-methyl-5-phenyl-1,4-benzodiazepin-2-one
    ECHA InfoCard100.011.535 Edit this at Wikidata
    Chemical and physical data
    FormulaC16H13ClN2O2
    Molar mass୩୦୦.୭୪ g·mol−1
    3D model (JSmol)
    • CN1C2=C(C(C3=CC=CC=C3)=NC(O)C1=O)C=C(Cl)C=C2
    • InChI=1S/C16H13ClN2O2/c1-19-13-8-7-11(17)9-12(13)14(18-15(20)16(19)21)10-5-3-2-4-6-10/h2-9,15,20H,1H3 checkY
    • Key:SEQDDYPDSLOBDC-UHFFFAOYSA-N checkY
      (verify)

    ଟେମାଜେପାମ, ଏକ ବ୍ୟବସାୟୀକ ନାମ ରେଷ୍ଟୋରିଲ, ଏକ ଔଷଧ ଯାହା ନିଦ୍ରା ସମସ୍ୟା ନିମନ୍ତେ ଦିଆଯାଏ ।[] ଏହାର ବ୍ୟବହାର ସାଧାରଣତଃ ଦଶ ଦିନରୁ କମ୍ ହେବା ଉଚିତ୍ | [] ଏହା ପାଟିରେ ଦିଆଯାଏ | [] ଏହି ଔଷଧର ପ୍ରଭାବ ସାଧାରଣତଃ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ଆଠ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଉଦ୍‌ବେଗ, ଦ୍ୱନ୍ଦ୍ୱ ଏବଂ ମୁଣ୍ଡ ବୁଲାଇବା ଦେଖାଯାଏ | [] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ହାଲୁସିନେସନ, ଅପବ୍ୟବ‌ହାର, ଆନାଫାଇଲକ୍‌ସିସ ଏବଂ ଆତ୍ମହତ୍ୟା ପ୍ରବଣତା ହୋଇପାରେ | [] ସାଧାରଣତ ଓପିଓଇଡ ସହିତ ବ୍ୟବହାର ସୁପାରିଶ କରାଯାଏ ନାହିଁ | [] ଯଦି ଏହାର ମାତ୍ରା ହଟାତ୍ ହ୍ରାସ କରାଯାଏ ତେବେ ପ୍ରତ୍ୟାହାର ଲକ୍ଷଣ ପ୍ରକାଶ ପାଇପାରେ | [] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର କରିବା ସୁପାରିଶ କରାଯାଏ ନାହିଁ | [] ବେଞ୍ଜୋଡାଏଜେପାମ ଓ ହିପନୋଟି ଓଷଧର ଟେମାଜେପାମ ହେଉଛି ଏକ ମଧ୍ୟବର୍ତ୍ତୀ କାର୍ଯ୍ୟକାରି ଓଷଧ | [] [] ଏହା ମସ୍ତିଷ୍କ ଭିତରେ ଜିଏବିଏକୁ (GABA) ପ୍ରଭାବିତ କରି କାର୍ଯ୍ୟକ୍ଷମ ହୁଏ | []

    ଟେମାଜେପାମ ୧୯୬୨ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୬୯ ମସିହାରେ ଚିକିତ୍ସା କ୍ଷେତ୍ରକୁ ବ୍ୟବହାର ନିମନ୍ତେ ଆସିଥିଲା [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [] ଯୁକ୍ତରାଜ୍ୟରେ ଏକ ମାସ ଯୋଗାଣ ଏନଏଚଏସକୁ ୨୦୧୯ ସୁଦ୍ଧା ପ୍ରାୟ ୧.୪୦ ପାଉଣ୍ଡ ଖର୍ଚ୍ଚ କରିଥାଏ। [] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୧.୭୬ ଆମେରିକୀୟ ଡଲାର ଅଟେ। [] ୨୦୧୭ ମସିହାରେ ଏହା ଯୁକ୍ତରାଷ୍ଟ୍ରରେ ୧୪୨ତମ ସାଧାରଣ ପ୍ରେସକ୍ରିପସନ୍ ଔଷଧ ଥିଲା, ଯେଉଁଥିରେ ଚାରି ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [୧୦] [୧୧]

    1. "Temazepam". www.drugbank.ca. Retrieved 26 June 2019.
    2. 1 2 "Temazepam Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 8 April 2019.
    3. 1 2 3 4 5 6 7 "Temazepam Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 8 April 2019.
    4. 1 2 Collins, Shelly Rainforth; RN-BC, Shelly Rainforth Collins (2015). Pharmacology and the Nursing Process (in ଇଂରାଜୀ). Elsevier Health Sciences. p. 193. ISBN 9780323358286.
    5. "Temazepam (Restoril) Use During Pregnancy". Drugs.com (in ଇଂରାଜୀ). Retrieved 8 April 2019.
    6. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 537. ISBN 9783527607495.
    7. British national formulary: BNF 76 (76 ed.). Pharmaceutical Press. 2018. p. 481. ISBN 9780857113382.
    8. British national formulary: BNF 76 (76 ed.). Pharmaceutical Press. 2018. p. 481. ISBN 9780857113382.
    9. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
    10. "The Top 300 of 2020". ClinCalc. Retrieved 11 April 2020.
    11. "Temazepam - Drug Usage Statistics". ClinCalc. Retrieved 11 April 2020.