Jump to content

ସୋମାପାସିଟାନ

ଉଇକିପିଡ଼ିଆ‌ରୁ
(Somapacitanରୁ ଲେଉଟି ଆସିଛି)
ସୋମାପାସିଟାନ
Clinical data
Trade namesSogroya
SynonymsSomapacitan-beco, NNC0195-0092
AHFS/Drugs.com
data
Pregnancy
category
    Routes of
    administration
    Subcutaneous[]
    Legal status
    Legal status
    Chemical and physical data
    FormulaC1038H1609N273O319S9
    Molar mass୨୩,୩୦୫.୪୨ g·mol−1

    ସୋମାପାସିଟାନ (ଇଂରାଜୀ ଭାଷାରେ Somapacitan), ସୋଗ୍ରୋୟା ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ବୟସ୍କମାନଙ୍କରେ ବୃଦ୍ଧି ହରମୋନ ଅଭାବର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଚର୍ମ ତଳେ ଏହା ଇଞ୍ଜେକସନ ଆକାରରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପିଠି ଯନ୍ତ୍ରଣା, ଗଣ୍ଠି ଯନ୍ତ୍ରଣା, ବଦ‌ହଜମି, ଶୋଇବା ସମସ୍ୟା, ମୁଣ୍ଡ ବୁଲାଇବା, ଟନସିଲାଇଟିସ୍, ବାହୁ କିମ୍ବା ଗୋଡ ଫୁଲିଯିବା, ବାନ୍ତି, ଆଡ୍ରେନାଲ୍ ଅଭାବ, ଉଚ୍ଚ ରକ୍ତଚାପ, ଓଜନ ବୃଦ୍ଧି ଏବଂ ସ୍ୱଳ୍ପ ଲାଲ ରକ୍ତ କଣିକା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କର୍କଟ, ମଧୁମେହ, ଖପୁରୀ ମଧ୍ୟସ୍ଥ ଉଚ୍ଚ ରକ୍ତଚାପ, ଆଲର୍ଜି ପ୍ରତିକ୍ରିୟା, ଆଡ୍ରେନାଲ ଅଭାବ ଏବଂ ଅଗ୍ନାଶୟ ପ୍ରଦାହ ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର ନିରାପଦ ମନେହୁଏ ।[] ଏହା ଏକ ମାନବ ଅଭିବୃଦ୍ଧି ହରମୋନ୍ ଆନାଲଗ ।[]

    ସୋମାପାସିଟାନକୁ ୨୦୨୦ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଏବଂ ୨୦୨୧ରେ ବ୍ରିଟେନରେ ଚିକିତ୍ସା ପାଇଁ ଅନୁମୋଦନ କରାଯାଇଥିଲା ।[] [] [] ରେକମ୍ବିନାଣ୍ଟ ଡିଏନ୍ଏ ଟେକ୍ନୋଲୋଜିଦ୍ୱାରା ଏହା ଏସ୍କେରିସିଆ କୋଲାଇ ଆକାରରେ ଉତ୍ପାଦିତ ହୁଏ ।[]

    1. 1 2 "Sogroya APMDS". Therapeutic Goods Administration (TGA). 7 March 2022. Archived from the original on 30 September 2022. Retrieved 23 March 2022.
    2. 1 2 3 4 5 6 7 8 9 10 "Sogroya- somapacitan-beco injection, solution". DailyMed. 1 October 2021. Archived from the original on 23 April 2022. Retrieved 23 April 2022.
    3. "Sogroya". Therapeutic Goods Administration (TGA). Retrieved 23 March 2022.{{cite web}}: CS1 maint: url-status (link)
    4. 1 2 "Sogroya EPAR". European Medicines Agency. 25 January 2021. Archived from the original on 23 April 2022. Retrieved 23 April 2022.
    5. "Somapacitan". SPS - Specialist Pharmacy Service. 24 March 2017. Archived from the original on 3 March 2022. Retrieved 3 November 2022.