Jump to content

ସାକ୍ସାଗ୍ଲିପଟିନ

ଉଇକିପିଡ଼ିଆ‌ରୁ
(Saxagliptinରୁ ଲେଉଟି ଆସିଛି)
ସାକ୍ସାଗ୍ଲିପଟିନ
Clinical data
Trade namesOnglyza
SynonymsSaxagliptin hydrochloride, BMS-477118
AHFS/Drugs.comConsumer Drug Information
MedlinePlusa610003
data
Pregnancy
category
  • AU: B3
  • US: B (No risk in non-human studies)
    Routes of
    administration
    By mouth (tablets)
    Legal status
    Legal status
    Pharmacokinetic data
    Bioavailability~75% (Tmax = 2 h)
    Protein bindingnegligible
    MetabolismHepatic (CYP3A4 and CYP3A5)
    Elimination half-life2.5 h (saxagliptin), 3.1 h (main metabolite)
    Excretion22% (Bile), 75% (Urine)
    Identifiers
    • (1S,3S,5S)-2-[(2S)-2-amino-2-(3-hydroxy-1-adamantyl)acetyl]-2-azabicyclo[3.1.0]hexane-3-carbonitrile
    Chemical and physical data
    FormulaC18H25N3O2
    Molar mass୩୧୫.୪୨ g·mol−1
    3D model (JSmol)
    • O=C(N1[C@H](C#N)C[C@@H]2C[C@H]12)[C@@H](N)C35CC4CC(C3)CC(O)(C4)C5
    • InChI=1S/C18H25N3O2/c19-8-13-2-12-3-14(12)21(13)16(22)15(20)17-4-10-1-11(5-17)7-18(23,6-10)9-17/h10-15,23H,1-7,9,20H2/t10?,11?,12-,13+,14+,15-,17?,18?/m1/s1 checkY
    • Key:QGJUIPDUBHWZPV-SGTAVMJGSA-N checkY
      (verify)

    ସାକ୍ସାଗ୍ଲିପଟିନ, (ଇଂରାଜୀ ଭାଷାରେ Saxagliptin), ଅଙ୍ଗଲିଜା ଏହାର ବିକ୍ରୟ ନାମ, ହେଉଛି ଟାଇପ୍-୨ ମଧୁମେହର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[] ଏହା ସାଧାରଣତଃ ମେଟଫର୍ମିନ୍ ସହିତ ବ୍ୟବହୃତ ହୁଏ କିମ୍ବା ଯେତେବେଳେ ମେଟଫର୍ମିନ ସହ୍ୟ କରିହୁଏ ନାହିଁ ।[] ଏହା ପାଟିରେ ଦିଆଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା ଏବଂ ମୂତ୍ରନଳୀ ସଂକ୍ରମଣ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଗ୍ନାଶୟ ପ୍ରଦାହ, ଗଣ୍ଠି ଯନ୍ତ୍ରଣା, ନିମ୍ନ ରକ୍ତ ଶର୍କରା ଏବଂ ହୃଦ୍‌ପାତ ହୋଇପାରେ ।[] ଗର୍ଭାବସ୍ଥାରେ ଦେଲେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[] ଏହା ଡାଇପେପ୍ଟିଡିଲ ପେପ୍ଟିଡେଜ-4 (DPP-4) ଇନହିବିଟର ଶ୍ରେଣୀରେ ଅଛି, ଯାହା ଆବଶ୍ୟକ ସମୟରେ ପରୋକ୍ଷରେ ଇନସୁଲିନ ବୃଦ୍ଧି କରିଥାଏ ।[]

    ୨୦୦୯ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ଚିକିତ୍ସାରେ ବ୍ୟବହାର ପାଇଁ ସାକ୍ସାଗ୍ଲିପଟିନ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୪ ସପ୍ତାହ ଚିକିତ୍ସାର ଖର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାୟ ୩୨ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ଖର୍ଚ୍ଚ ପ୍ରାୟ ୪୦୦ ଡଲାର ।[] ଏହା ମେଟଫର୍ମିନ୍ କିମ୍ବା ଡାପାଗ୍ଲିଫୋଜିନ ସହିତ ଅନ୍ୟାନ୍ୟ ଔଷଧର ମିଶ୍ରଣରେ ମଧ୍ୟ ଉପଲବ୍ଧ ।[]

    1. 1 2 3 4 5 6 "SAXagliptin Monograph for Professionals". Drugs.com (in ଇଂରାଜୀ). Archived from the original on 23 April 2021. Retrieved 11 October 2021.
    2. 1 2 3 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 732. ISBN 978-0-85711-369-6.{{cite book}}: CS1 maint: date format (link)
    3. "Saxagliptin (Onglyza) Use During Pregnancy". Drugs.com (in ଇଂରାଜୀ). Archived from the original on 21 April 2021. Retrieved 11 October 2021.
    4. "Onglyza". Archived from the original on 28 August 2021. Retrieved 11 October 2021.
    5. "Saxagliptin Prices, Coupons & Savings Tips - GoodRx". GoodRx. Archived from the original on 12 October 2021. Retrieved 11 October 2021.