ଡାପାଗ୍ଲିଫ୍ଲୋଜିନ
Clinical data | |||
---|---|---|---|
Pronunciation | /ˌdæpəɡlɪˈfloʊzɪn/ DAP-ə-glif-LOH-zin | ||
Trade names | Forxiga, Farxiga, Edistride, others | ||
Synonyms | BMS-512148; (1S)-1,5-anhydro-1-C-{4-chloro-3-[(4-ethoxyphenyl)methyl]phenyl}-D-glucitol | ||
AHFS/Drugs.com | monograph | ||
data |
| ||
Pregnancy category | |||
Routes of administration | By mouth (tablets) | ||
Legal status | |||
Legal status | |||
Pharmacokinetic data | |||
Bioavailability | 78% (after 10 mg dose) | ||
Protein binding | ~91% | ||
Metabolism | UGT1A9 (major), CYP (minor) | ||
Metabolites | Dapagliflozin 3-O-glucuronide (inactive) | ||
Elimination half-life | ~12.9 hours | ||
Excretion | Urine (75%), feces (21%)[୨] | ||
Identifiers | |||
| |||
ECHA InfoCard | 100.167.331 | ||
Chemical and physical data | |||
Formula | C21H25ClO6 | ||
Molar mass | ୪୦୮.୮୮ g·mol−1 | ||
3D model (JSmol) | |||
| |||
| |||
(verify) |
ଡାପାଗ୍ଲିଫ୍ଲୋଜିନ, ଏକ ବିକ୍ରୟ ନାମ ଫାର୍ସିଗା, ଏକ ଔଷଧ ଯାହା ଟାଇପ୍-୨ ମଧୁମେହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୩] ଏହା ହୃଦ୍ପାତରେ ମଧ୍ୟ ବ୍ୟବହୃତ ହୁଏ | [୪] ଟାଇପ୍ -୧ ମଧୁମେହରେ , ଏହାକୁ ଇନସୁଲିନ ସହିତ ବ୍ୟବହାର କରାଯାଇପାରେ | [୫] ଏହାକୁ ଦିନକୁ ଥରେ ପାଟିରେ ଦିଆଯାଏ | [୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୂତ୍ରାଙ୍ଗ ସଂକ୍ରମଣ, କବକ ସଂକ୍ରମଣ, ପରିସ୍ରାର ବୃଦ୍ଧି, ଅଇ ଏବଂ କୋଷ୍ଠକାଠିନ୍ୟ ଅନ୍ତର୍ଭୁକ୍ତ | [୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତ ଶର୍କରା ଅନ୍ତର୍ଭୁକ୍ତ ହୋଇପାରେ, ବିଶେଷତଃ ଯେତେବେଳେ ଅନ୍ୟ ମଧୁମେହ ଔଷଧ ସହିତ ଦିଆଯାଏ, ନିମ୍ନ ରକ୍ତଚାପ, ଫୋରନିଅର ଗାଙ୍ଗ୍ରିନ, ଆଲର୍ଜି ପ୍ରତିକ୍ରିୟା ଏବଂ ମଧୁମେହିକ କିଟୋଏସିଡୋସିସ ହୋଇପାରେ | [୨] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ କରାଇବାରେ ବ୍ୟବହାର ସୁପାରିଶ କରାଯାଏ ନାହିଁ | [୫] ଏହା ଗ୍ଲିଫ୍ଲୋଜିନ (ଏସଜିଏଲଟି ୨ ଇନହିବିଟର) ଶ୍ରେଣୀର ଏକ ଔଷଧ ଅଟେ | [୨]
ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଏହି ଔଷଧ ୨୦୧୪ ମସିହାରେ ଅନୁମୋଦିତ ହୋଇଥିଲା। [୨] [୬] ୨୦୨୦ ମସିହା ସୁଦ୍ଧା ଏହା ପିଛା ମାସକୁ ପ୍ରାୟ ୫୦୦ ଡଲାର ଖର୍ଚ୍ଚ ହୁଏ। ଯୁକ୍ତରାଜ୍ୟରେ ଏନଏଚଏସର ମୂଲ୍ୟ ପ୍ରାୟ ୪୦ ପାଉଣ୍ଡ | [୫] ୨୦୧୭ ମସିହାରେ ଏହା ଯୁକ୍ତରାଷ୍ଟ୍ରରେ ୨୫୯ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଏକ ମିଲିୟନରୁ ଅଧିକ ପ୍ରେସକ୍ରିପସନ୍ ହୋଇଥିଲା । [୭] [୮]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Dapagliflozin (Farxiga) Use During Pregnancy". Drugs.com. 30 August 2018. Retrieved 5 May 2020.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Dapagliflozin Propanediol Monograph for Professionals". Drugs.com (in ଇଂରାଜୀ). Retrieved 3 December 2020.
- ↑ ୩.୦ ୩.୧ "Dapagliflozin Propanediol Monograph for Professionals". Drugs.com (in ଇଂରାଜୀ). Retrieved 3 December 2020.
- ↑ "FDA approves new treatment for a type of heart failure" (Press release). 5 May 2020. Retrieved 5 May 2020.
- ↑ ୫.୦ ୫.୧ ୫.୨ BNF 79. London: Pharmaceutical Press. March 2020. p. 725. ISBN 978-0857113658.
- ↑ "Dapagliflozin Prices, Coupons & Savings Tips". GoodRx (in ଆମେରିକୀୟ ଇଂରାଜୀ). Retrieved 3 December 2020.
- ↑ "The Top 300 of 2020". ClinCalc. Retrieved 11 April 2020.
- ↑ "Dapagliflozin - Drug Usage Statistics". ClinCalc. Retrieved 11 April 2020.