ସାକ୍ସାଗ୍ଲିପଟିନ
Clinical data | |
---|---|
Trade names | Onglyza |
Synonyms | Saxagliptin hydrochloride, BMS-477118 |
AHFS/Drugs.com | Consumer Drug Information |
MedlinePlus | a610003 |
data |
|
Pregnancy category | |
Routes of administration | By mouth (tablets) |
Legal status | |
Legal status | |
Pharmacokinetic data | |
Bioavailability | ~75% (Tmax = 2 h) |
Protein binding | negligible |
Metabolism | Hepatic (CYP3A4 and CYP3A5) |
Elimination half-life | 2.5 h (saxagliptin), 3.1 h (main metabolite) |
Excretion | 22% (Bile), 75% (Urine) |
Identifiers | |
| |
Chemical and physical data | |
Formula | C18H25N3O2 |
Molar mass | ୩୧୫.୪୨ g·mol−1 |
3D model (JSmol) | |
| |
| |
(verify) |
ସାକ୍ସାଗ୍ଲିପଟିନ, (ଇଂରାଜୀ ଭାଷାରେ Saxagliptin), ଅଙ୍ଗଲିଜା ଏହାର ବିକ୍ରୟ ନାମ, ହେଉଛି ଟାଇପ୍-୨ ମଧୁମେହର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଏହା ସାଧାରଣତଃ ମେଟଫର୍ମିନ୍ ସହିତ ବ୍ୟବହୃତ ହୁଏ କିମ୍ବା ଯେତେବେଳେ ମେଟଫର୍ମିନ ସହ୍ୟ କରିହୁଏ ନାହିଁ ।[୨] ଏହା ପାଟିରେ ଦିଆଯାଏ । [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା ଏବଂ ମୂତ୍ରନଳୀ ସଂକ୍ରମଣ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଗ୍ନାଶୟ ପ୍ରଦାହ, ଗଣ୍ଠି ଯନ୍ତ୍ରଣା, ନିମ୍ନ ରକ୍ତ ଶର୍କରା ଏବଂ ହୃଦ୍ପାତ ହୋଇପାରେ ।[୧] ଗର୍ଭାବସ୍ଥାରେ ଦେଲେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୩] ଏହା ଡାଇପେପ୍ଟିଡିଲ ପେପ୍ଟିଡେଜ-4 (DPP-4) ଇନହିବିଟର ଶ୍ରେଣୀରେ ଅଛି, ଯାହା ଆବଶ୍ୟକ ସମୟରେ ପରୋକ୍ଷରେ ଇନସୁଲିନ ବୃଦ୍ଧି କରିଥାଏ ।[୧]
୨୦୦୯ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ଚିକିତ୍ସାରେ ବ୍ୟବହାର ପାଇଁ ସାକ୍ସାଗ୍ଲିପଟିନ ଅନୁମୋଦିତ ହୋଇଥିଲା ।[୪] [୧] ଯୁକ୍ତରାଜ୍ୟରେ ୪ ସପ୍ତାହ ଚିକିତ୍ସାର ଖର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାୟ ୩୨ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ଖର୍ଚ୍ଚ ପ୍ରାୟ ୪୦୦ ଡଲାର ।[୫] ଏହା ମେଟଫର୍ମିନ୍ କିମ୍ବା ଡାପାଗ୍ଲିଫୋଜିନ ସହିତ ଅନ୍ୟାନ୍ୟ ଔଷଧର ମିଶ୍ରଣରେ ମଧ୍ୟ ଉପଲବ୍ଧ ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "SAXagliptin Monograph for Professionals". Drugs.com (in ଇଂରାଜୀ). Archived from the original on 23 April 2021. Retrieved 11 October 2021.
- ↑ ୨.୦ ୨.୧ ୨.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 732. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ "Saxagliptin (Onglyza) Use During Pregnancy". Drugs.com (in ଇଂରାଜୀ). Archived from the original on 21 April 2021. Retrieved 11 October 2021.
- ↑ "Onglyza". Archived from the original on 28 August 2021. Retrieved 11 October 2021.
- ↑ "Saxagliptin Prices, Coupons & Savings Tips - GoodRx". GoodRx. Archived from the original on 12 October 2021. Retrieved 11 October 2021.