ମଳାଶୟ ଯନ୍ତ୍ରଣା

ଉଇକିପିଡ଼ିଆ‌ରୁ
(Rectal painରୁ ଲେଉଟି ଆସିଛି)
Rectal pain
Anal pain, anorectal pain, proctalgia, pain in the bottom[୧]
ବିଭାଗGeneral surgery
କାରଣCommon: Anal fissures, hemorrhoids, anal fistulas, anal abscess[୧]
Less common: Prostatitis, anal cancer, sexually transmitted infections, inflammatory bowel disease, tailbone pain, levator ani syndrome[୧]
ପୁନଃପୌନିକCommon[୧]

ମଳାଶୟ ଯନ୍ତ୍ରଣା ହେଉଛି ମଳାଶୟରେ ହେଉଥିବା କୌଣସି ରୋଗର ଲକ୍ଷଣ ଜନିତ ଯନ୍ତ୍ରଣା । [୨] ଏହି ଯନ୍ତ୍ରଣା ଖାଦ୍ୟନଳୀ ଗତି ଅନୁସାରେ ବୃଦ୍ଧି ହୁଏ ।[୧] ଅନ୍ୟାନ୍ୟ ସଂପୃକ୍ତ ଲକ୍ଷଣ ମଧ୍ୟରେ ମଳାଶୟ ରକ୍ତସ୍ରାବ, ମଳଦ୍ୱାର ପାଖରେ ଗଲୁ ବା ଜ୍ୱର ଅନ୍ତର୍ଭୁକ୍ତ ହୋଇପାରେ ।[୧]

ସାଧାରଣ କାରଣଗୁଡ଼ିକରେ ଆଣ୍ଟାଲ ଫିସର୍, ଅର୍ଶ ଥ୍ରମ୍ବୋସିସ, ମଳଦ୍ୱାର ଫିଷ୍ଟୁଲା ଏବଂ ମଳଦ୍ୱାର ଆବସେସ ଅନ୍ତର୍ଭୁକ୍ତ । [୨] କମ ସାଧାରଣ କାରଣ ମଧ୍ୟରେ ପ୍ରୋଷ୍ଟାଟାଇଟିସ୍, ମଳଦ୍ୱାର କର୍କଟ, ଯୌନ ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ, ଇନଫ୍ଲାମେଟରୀ ଖାଦ୍ୟନଳୀ ରୋଗ, କ‌କ୍ସିଡିନିଆ ଓ ଲିଭେଟର ଆନି ଆଦି ରୋଗ ଅନ୍ତର୍ଭୁକ୍ତ । [୧]

ପ୍ରବଳ ଯନ୍ତ୍ରଣା, କିଛି ଦିନରୁ ଅଧିକ ରହିଥିବା ଯନ୍ତ୍ରଣା କିମ୍ବା ରକ୍ତସ୍ରାବ ହେଉଥିଲେ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ପରାମର୍ଶ କରିବାକୁ ଉପଦେଶ ଦିଆଯାଇଛି | [୨] ମଳାଶୟ ଯନ୍ତ୍ରଣା ଏକ ସାଧାରଣ ଲକ୍ଷଣ । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Anal pain". nhs.uk (in ଇଂରାଜୀ). 17 October 2017. Archived from the original on 13 May 2021. Retrieved 17 October 2020.
  2. ୨.୦ ୨.୧ ୨.୨ "Anal pain". nhs.uk (in ଇଂରାଜୀ). 17 October 2017. Archived from the original on 13 May 2021. Retrieved 17 October 2020.