Jump to content

ମଳାଶୟ ଯନ୍ତ୍ରଣା

ଉଇକିପିଡ଼ିଆ‌ରୁ
Rectal pain
Anal pain, anorectal pain, proctalgia, pain in the bottom[]
ବିଭାଗGeneral surgery
କାରଣCommon: Anal fissures, hemorrhoids, anal fistulas, anal abscess[]
Less common: Prostatitis, anal cancer, sexually transmitted infections, inflammatory bowel disease, tailbone pain, levator ani syndrome[]
ପୁନଃପୌନିକCommon[]

ମଳାଶୟ ଯନ୍ତ୍ରଣା ହେଉଛି ମଳାଶୟରେ ହେଉଥିବା କୌଣସି ରୋଗର ଲକ୍ଷଣ ଜନିତ ଯନ୍ତ୍ରଣା । [] ଏହି ଯନ୍ତ୍ରଣା ଖାଦ୍ୟନଳୀ ଗତି ଅନୁସାରେ ବୃଦ୍ଧି ହୁଏ ।[] ଅନ୍ୟାନ୍ୟ ସଂପୃକ୍ତ ଲକ୍ଷଣ ମଧ୍ୟରେ ମଳାଶୟ ରକ୍ତସ୍ରାବ, ମଳଦ୍ୱାର ପାଖରେ ଗଲୁ ବା ଜ୍ୱର ଅନ୍ତର୍ଭୁକ୍ତ ହୋଇପାରେ ।[]

ସାଧାରଣ କାରଣଗୁଡ଼ିକରେ ଆଣ୍ଟାଲ ଫିସର୍, ଅର୍ଶ ଥ୍ରମ୍ବୋସିସ, ମଳଦ୍ୱାର ଫିଷ୍ଟୁଲା ଏବଂ ମଳଦ୍ୱାର ଆବସେସ ଅନ୍ତର୍ଭୁକ୍ତ । [] କମ ସାଧାରଣ କାରଣ ମଧ୍ୟରେ ପ୍ରୋଷ୍ଟାଟାଇଟିସ୍, ମଳଦ୍ୱାର କର୍କଟ, ଯୌନ ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ, ଇନଫ୍ଲାମେଟରୀ ଖାଦ୍ୟନଳୀ ରୋଗ, କ‌କ୍ସିଡିନିଆ ଓ ଲିଭେଟର ଆନି ଆଦି ରୋଗ ଅନ୍ତର୍ଭୁକ୍ତ । []

ପ୍ରବଳ ଯନ୍ତ୍ରଣା, କିଛି ଦିନରୁ ଅଧିକ ରହିଥିବା ଯନ୍ତ୍ରଣା କିମ୍ବା ରକ୍ତସ୍ରାବ ହେଉଥିଲେ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ପରାମର୍ଶ କରିବାକୁ ଉପଦେଶ ଦିଆଯାଇଛି | [] ମଳାଶୟ ଯନ୍ତ୍ରଣା ଏକ ସାଧାରଣ ଲକ୍ଷଣ । []

  1. 1 2 3 4 5 6 7 8 "Anal pain". nhs.uk (in ଇଂରାଜୀ). 17 October 2017. Archived from the original on 13 May 2021. Retrieved 17 October 2020.
  2. 1 2 3 "Anal pain". nhs.uk (in ଇଂରାଜୀ). 17 October 2017. Archived from the original on 13 May 2021. Retrieved 17 October 2020.