Jump to content

ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର

ଉଇକିପିଡ଼ିଆ‌ରୁ
(Prophullo Chandra Mohapatraରୁ ଲେଉଟି ଆସିଛି)
ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର
ଜାତୀୟତାଭାରତୀୟ
ବୃତ୍ତିପ୍ରାଧ୍ୟାପକ
ବିଶ୍ଳେଷଣାତ୍ମକ ଆଦିବାସୀ ଗବେଷଣା ପରିଷଦ[]

ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଜଣେ ଭାରତୀୟ ପ୍ରାଧ୍ୟାପକ ଓ ଲେଖକ । ସେ ଓଡ଼ିଶାର କୋରାପୁଟସ୍ଥିତ ବିଶ୍ଳେଷଣାତ୍ମକ ଆଦିବାସୀ ଗବେଷଣା ପରିଷଦର ମୁଖ୍ୟ[] ଓ ଏଠାରୁ ପ୍ରକାଶିତ ଟ୍ରାଇବାଲ ଷ୍ଟଡିଜ ଜର୍ଣ୍ଣାଲର ସମ୍ପାଦକ । ତାଙ୍କର ଗବେଷଣା ଓ ଅଧ୍ୟାପନା ମୁଖ୍ୟତଃ ଓଡ଼ିଶାର ଦକ୍ଷିଣାଞ୍ଚଳର ଆଦିବାସୀ ଜନଜାତିମାନଙ୍କ ଭାଷା, ସଂସ୍କୃତି, ଜନଜୀବନ ଓ ଅର୍ଥନୈତିକ ଅବସ୍ଥା ଓ ଅସୁବିଧା ଆଦି ଉପରେ ଭିତ୍ତିକରି ।

ଡିସେମ୍ବର ୨୦୧୮ରେ ରେକର୍ଡ଼ ହୋଇଥିବା ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ରଙ୍କ ସ୍ୱପରିଚୟ (ଇଂରାଜୀରେ)

ରଚନାବଳୀ

[ସମ୍ପାଦନା]
  • Impacts of Tribal Out-Migration in an Underdeveloped Region of Odisha (2009)[]
  • Adivasis: their problems and remedies
  • Evaluation report of Malkangiri Integrated Tribal Development Project, Koraput District, Orissa
  • The Communication barrier in tribal development : Proceedings of a seminar (୧୯୯୧)
  • Economic Development Of Tribal India (୧୯୮୭)[]
  • Forest Management in Tribal Areas: Forest Policy and Peoples Participation (୧୯୮୧)[]
  • Tribal problems of today and tomorrow (୧୯୮୦)

ବିଶ୍ଳେଷଣାତ୍ମକ ଆଦିବାସୀ ଗବେଷଣା ପରିଷଦ

[ସମ୍ପାଦନା]

ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ବିଶ୍ଳେଷଣାତ୍ମକ ଆଦିବାସୀ ଗବେଷଣା ପରିଷଦର (କୋଟ୍ସ) ମୁଖ୍ୟ ଓ ଏଠାରୁ ପ୍ରକାଶିତ ଟ୍ରାଇବାଲ ଷ୍ଟଡିଜ ଜର୍ଣ୍ଣାଲର ସମ୍ପାଦକ । କୋଟ୍ସ ୧୯୯୨ ମସିହାରେ ପ୍ୟାରୀମୋହମ ମହାପାତ୍ରଙ୍କଦ୍ୱାରା ସ୍ଥାପିତ ହୋଇଥିଲା ଓ ୧୯୯୩ ମସିହା ଜାନୁଆରୀ ୯ ତାରିଖରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ । ସେ ଏହି ଅନୁଷ୍ଠାନ ଅନୁସୂଚିତ ଜାତି ଓ ଜନଜାତିଙ୍କ ଭାଷା, ସଂସ୍କୃତି ଓ ଜନଜୀବନ ଆଦି ଉପରେ ଗବେଷଣା ଓ ପ୍ରଶିକ୍ଷଣ ପ୍ରଦାନ ଏବଂ ଏମ.ଫିଲ୍ ଓ ଡକ୍ଟରେଟ ଉଚ୍ଚଶିକ୍ଷା ଆଦିର ପରିଚାଳନା କରିଥାନ୍ତି ।[]

  1. ୧.୦ ୧.୧ Souvenir (PDF). Koraput: Central University of Odisha. p. 88. Retrieved 29 August 2020.
  2. SARANGI, P. K., MOHAPATRO, P. "Impacts of Tribal Out-Migration in an Underdeveloped Region of Odisha". {{cite journal}}: Cite journal requires |journal= (help)
  3. Mahapatro, P. C. (1987). Economic Development of Tribal India. Ashish Pub. House.
  4. Mohapatra, P., Mohapatro, P. C. (1997). Forest Management in Tribal Areas: Forest Policy and Peoples Participation: Proceedings of the Seminar, Forest Policy and Tribal Development During 15-16 February 1994 at Koraput. Concept Publishing Company.
  5. "MATERIALS FOR UPDATION OF GOVERNMENT WEBSITE (PARLIAMENTARY AFFAIRS DEPARTMENT)" (PDF). Government of Orissa. Government of Orissa. Archived from the original on 10 April 2009. Retrieved 10 April 2023.{{cite web}}: CS1 maint: bot: original URL status unknown (link)

ବାହାର ଲିଙ୍କ

[ସମ୍ପାଦନା]

ଉଇକିମିଡ଼ିଆ କମନ୍ସରେ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର-ସମ୍ପର୍କିତ ମିଡ଼ିଆ