ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର
ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର | |
---|---|
ଜାତୀୟତା | ଭାରତୀୟ |
ବୃତ୍ତି | ପ୍ରାଧ୍ୟାପକ |
ବିଶ୍ଳେଷଣାତ୍ମକ ଆଦିବାସୀ ଗବେଷଣା ପରିଷଦ[୧] | |
ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଜଣେ ଭାରତୀୟ ପ୍ରାଧ୍ୟାପକ ଓ ଲେଖକ । ସେ ଓଡ଼ିଶାର କୋରାପୁଟସ୍ଥିତ ବିଶ୍ଳେଷଣାତ୍ମକ ଆଦିବାସୀ ଗବେଷଣା ପରିଷଦର ମୁଖ୍ୟ[୧] ଓ ଏଠାରୁ ପ୍ରକାଶିତ ଟ୍ରାଇବାଲ ଷ୍ଟଡିଜ ଜର୍ଣ୍ଣାଲର ସମ୍ପାଦକ । ତାଙ୍କର ଗବେଷଣା ଓ ଅଧ୍ୟାପନା ମୁଖ୍ୟତଃ ଓଡ଼ିଶାର ଦକ୍ଷିଣାଞ୍ଚଳର ଆଦିବାସୀ ଜନଜାତିମାନଙ୍କ ଭାଷା, ସଂସ୍କୃତି, ଜନଜୀବନ ଓ ଅର୍ଥନୈତିକ ଅବସ୍ଥା ଓ ଅସୁବିଧା ଆଦି ଉପରେ ଭିତ୍ତିକରି ।
ରଚନାବଳୀ
[ସମ୍ପାଦନା]- Impacts of Tribal Out-Migration in an Underdeveloped Region of Odisha (2009)[୨]
- Adivasis: their problems and remedies
- Evaluation report of Malkangiri Integrated Tribal Development Project, Koraput District, Orissa
- The Communication barrier in tribal development : Proceedings of a seminar (୧୯୯୧)
- Economic Development Of Tribal India (୧୯୮୭)[୩]
- Forest Management in Tribal Areas: Forest Policy and Peoples Participation (୧୯୮୧)[୪]
- Tribal problems of today and tomorrow (୧୯୮୦)
ବିଶ୍ଳେଷଣାତ୍ମକ ଆଦିବାସୀ ଗବେଷଣା ପରିଷଦ
[ସମ୍ପାଦନା]ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ବିଶ୍ଳେଷଣାତ୍ମକ ଆଦିବାସୀ ଗବେଷଣା ପରିଷଦର (କୋଟ୍ସ) ମୁଖ୍ୟ ଓ ଏଠାରୁ ପ୍ରକାଶିତ ଟ୍ରାଇବାଲ ଷ୍ଟଡିଜ ଜର୍ଣ୍ଣାଲର ସମ୍ପାଦକ । କୋଟ୍ସ ୧୯୯୨ ମସିହାରେ ପ୍ୟାରୀମୋହମ ମହାପାତ୍ରଙ୍କଦ୍ୱାରା ସ୍ଥାପିତ ହୋଇଥିଲା ଓ ୧୯୯୩ ମସିହା ଜାନୁଆରୀ ୯ ତାରିଖରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ । ସେ ଏହି ଅନୁଷ୍ଠାନ ଅନୁସୂଚିତ ଜାତି ଓ ଜନଜାତିଙ୍କ ଭାଷା, ସଂସ୍କୃତି ଓ ଜନଜୀବନ ଆଦି ଉପରେ ଗବେଷଣା ଓ ପ୍ରଶିକ୍ଷଣ ପ୍ରଦାନ ଏବଂ ଏମ.ଫିଲ୍ ଓ ଡକ୍ଟରେଟ ଉଚ୍ଚଶିକ୍ଷା ଆଦିର ପରିଚାଳନା କରିଥାନ୍ତି ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Souvenir (PDF). Koraput: Central University of Odisha. p. 88. Retrieved 29 August 2020.
- ↑ SARANGI, P. K., MOHAPATRO, P. "Impacts of Tribal Out-Migration in an Underdeveloped Region of Odisha".
{{cite journal}}
: Cite journal requires|journal=
(help) - ↑ Mahapatro, P. C. (1987). Economic Development of Tribal India. Ashish Pub. House.
- ↑ Mohapatra, P., Mohapatro, P. C. (1997). Forest Management in Tribal Areas: Forest Policy and Peoples Participation: Proceedings of the Seminar, Forest Policy and Tribal Development During 15-16 February 1994 at Koraput. Concept Publishing Company.
- ↑ "MATERIALS FOR UPDATION OF GOVERNMENT WEBSITE (PARLIAMENTARY AFFAIRS DEPARTMENT)" (PDF). Government of Orissa. Government of Orissa. Archived from the original on 10 April 2009. Retrieved 10 April 2023.
{{cite web}}
: CS1 maint: bot: original URL status unknown (link)
ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର-ସମ୍ପର୍କିତ ମିଡ଼ିଆ