ପ୍ରେମାନନ୍ଦ କାଲୋ

ଉଇକିପିଡ଼ିଆ‌ରୁ
(Premananda Kaloରୁ ଲେଉଟି ଆସିଛି)
ପ୍ରେମାନନ୍ଦ କାଲୋ
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀଗଙ୍ଗାଧର ପ୍ରଧାନ
ପର ଅଧିକାରୀଇଗ୍ନେସ ମାଝୀ
ନିର୍ବାଚନ ମଣ୍ଡଳୀତଳସରା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1930-05-07)୭ ମଇ ୧୯୩୦
ମୃତ୍ୟୁ୨୬ ମାର୍ଚ୍ଚ ୧୯୭୯(1979-03-26) (ବୟସ ୪୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀରମ୍ଭାଦେଇ କାଲୋ
ବାପା/ବୋଉବାଳମୁକୁନ୍ଦ କାଲୋ (ବାପା)
ବୃତ୍ତିରାଜନୀତିଜ୍ଞ

ପ୍ରେମାନନ୍ଦ କାଲୋ (୭ ମଇ ୧୯୩୦ - ୨୬ ମାର୍ଚ୍ଚ ୧୯୭୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ତଳସରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ପ୍ରେମାନନ୍ଦ କାଲୋ ୧୯୩୦ ମସିହାର ମଇ ମାସ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବାଳମୁକୁନ୍ଦ କାଲୋ ଓ ପତ୍ନୀଙ୍କ ନାମ ରମ୍ଭାଦେଇ କାଲୋ ।[୩]

ରାଜନୈତିକ ଜୀବନ[ସମ୍ପାଦନା]

ପ୍ରେମାନନ୍ଦ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୩]

ଆଧାର[ସମ୍ପାଦନା]

  1. "Mohana Election Results 2019 LIVE: Mohana Assembly Election Results, Winner, Runner-Up & Vote Share – Oneindia". www.oneindia.com (in ଇଂରାଜୀ). One India. Retrieved 8 October 2020.
  2. "ଶାସକ ଦଳରେ ସମନ୍ୱୟ ଅଭାବ, କଂଗ୍ରେସକୁ ଅଡ଼ୁଆ ବିଦ୍ରୋହୀ ପ୍ରାର୍ଥୀନୀ". Samaja Live (in ଓଡ଼ିଆ). ସୁନ୍ଦରଗଡ଼. 15 April 2019. Archived from the original on 12 October 2020. Retrieved 12 October 2020.{{cite news}}: CS1 maint: unrecognized language (link)
  3. ୩.୦ ୩.୧ "Shri Premananda Kalo". odishaassembly.nic.in. Odisha Assembly. Retrieved 12 October 2020.