ପ୍ରେମାନନ୍ଦ କାଲୋ
Appearance
ପ୍ରେମାନନ୍ଦ କାଲୋ | |
---|---|
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୭୭ | |
ପୂର୍ବ ଅଧିକାରୀ | ଗଙ୍ଗାଧର ପ୍ରଧାନ |
ପର ଅଧିକାରୀ | ଇଗ୍ନେସ ମାଝୀ |
ନିର୍ବାଚନ ମଣ୍ଡଳୀ | ତଳସରା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୭ ମଇ ୧୯୩୦ |
ମୃତ୍ୟୁ | ୨୬ ମାର୍ଚ୍ଚ ୧୯୭୯ | (ବୟସ ୪୮)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ରମ୍ଭାଦେଇ କାଲୋ |
ବାପା/ବୋଉ | ବାଳମୁକୁନ୍ଦ କାଲୋ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ପ୍ରେମାନନ୍ଦ କାଲୋ (୭ ମଇ ୧୯୩୦ - ୨୬ ମାର୍ଚ୍ଚ ୧୯୭୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ତଳସରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ପ୍ରେମାନନ୍ଦ କାଲୋ ୧୯୩୦ ମସିହାର ମଇ ମାସ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବାଳମୁକୁନ୍ଦ କାଲୋ ଓ ପତ୍ନୀଙ୍କ ନାମ ରମ୍ଭାଦେଇ କାଲୋ ।[୩]
ରାଜନୈତିକ ଜୀବନ
[ସମ୍ପାଦନା]ପ୍ରେମାନନ୍ଦ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୩]
ଆଧାର
[ସମ୍ପାଦନା]- ↑ "Mohana Election Results 2019 LIVE: Mohana Assembly Election Results, Winner, Runner-Up & Vote Share – Oneindia". www.oneindia.com (in ଇଂରାଜୀ). One India. Retrieved 8 October 2020.
- ↑ "ଶାସକ ଦଳରେ ସମନ୍ୱୟ ଅଭାବ, କଂଗ୍ରେସକୁ ଅଡ଼ୁଆ ବିଦ୍ରୋହୀ ପ୍ରାର୍ଥୀନୀ". Samaja Live (in ଓଡ଼ିଆ). ସୁନ୍ଦରଗଡ଼. 15 April 2019. Archived from the original on 12 October 2020. Retrieved 12 October 2020.
{{cite news}}
: CS1 maint: unrecognized language (link) - ↑ ୩.୦ ୩.୧ "Shri Premananda Kalo". odishaassembly.nic.in. Odisha Assembly. Retrieved 12 October 2020.