ମୋହନା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
(Mohana Assembly constituencyରୁ ଲେଉଟି ଆସିଛି)
ମୋହନା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ବିଧାୟକ: | ଦାଶରଥୀ ଗମାଙ୍ଗ (କଂଗ୍ରେସ) |
ଆରକ୍ଷଣ: | ଅନୁସୂଚିତ ଜନଜାତି |
ମତଦାତା ସଂଖ୍ୟା (୨୦୨୪): | ୨,୪୩,୫୨୨ |
ଜିଲ୍ଲା: | ଗଜପତି ଜିଲ୍ଲା |
ଲୋକସଭା ଆସନ: | ବ୍ରହ୍ମପୁର |
ପଞ୍ଚାୟତ ସମିତି: | ୪ |
ମୋହନା (କ୍ରମିକ ସଂଖ୍ୟା: (୧୩୬) ଗଜପତି ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧]ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ମୋହନା ବ୍ଳକ, ରା. ଉଦୟଗିରି ବ୍ଳକ, ନୂଆଗଡ଼ ବ୍ଳକ ଓ ରାୟଗଡ଼ା ବ୍ଳକ ।[୨][୩]
ଗତ ୨୦୨୪ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦାଶରଥୀ ଗମାଙ୍ଗ ଭାଜପା ପ୍ରାର୍ଥୀ ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ୪,୦୫୯ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ।
୨୦୨୪ ନିର୍ବାଚନ ଫଳାଫଳ
[ସମ୍ପାଦନା]ଗତ ୨୦୨୪ ବିଧାନ ସଭା ନିର୍ବାଚନ, ମୋହନା [୪] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
କଂଗ୍ରେସ | ଦାଶରଥୀ ଗମାଙ୍ଗ | ୬୨,୧୧୭ | ୩୪.୬୪ | - | |
ବିଜଦ | ଅନ୍ତର୍ଯ୍ୟାମି ଗମାଙ୍ଗ | ୪୭,୩୮୬ | ୨୬.୪୩ | - | |
ଭାଜପା | ପ୍ରଶାନ୍ତ କୁମାର ମଲ୍ଲିକ | ୫୮,୦୫୮ | ୩୨.୩୮ | - | |
ମାନସ ଲୋକଶକ୍ତି ଦଳ | ଯୋହନ ମଲ୍ଲିକ | ୧,୭୦୩ | ୦.୯୫ | - | |
ସ୍ୱାଧୀନ | ଦଣ୍ଡାସି ଖଣ୍ଡୁଆଳ | ୨,୦୬୮ | ୧.୧୫ | - | |
ସ୍ୱାଧୀନ | ମଜେଶ ଦଳବେହେରା | ୨,୦୧୬ | ୧.୧୨ | - | |
ସ୍ୱାଧୀନ | ରୁବେନ ମଣ୍ଡଳ | ୧,୬୪୨ | ୦.୯୨ | - | |
ଭୋଟ ବ୍ୟବଧାନ | ୪,୦୫୯ | ୨.୨୬* | - | ||
ମତଦାନ ହାର | ୧,୭୯,୩୦୭ | ୭୩.୩୬ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୬୧ରୁ ୨୦୨୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୫][୬][୭]
- ୨୦୨୪: ଦାଶରଥୀ ଗମାଙ୍ଗ (କଂଗ୍ରେସ)
- ୨୦୧୯: ଦାଶରଥୀ ଗମାଙ୍ଗ (କଂଗ୍ରେସ)
- ୨୦୧୪: ବାସନ୍ତୀ ମଲ୍ଲିକ (ବିଜଦ)
- ୨୦୦୯: (୧୩୬): ଚକ୍ରଧର ପାଇକ (ବିଜଦ)
- ୨୦୦୪: (୭୭): ସୂର୍ଯ୍ୟ ନାରାୟଣ ପାତ୍ର (ବିଜଦ)
- ୨୦୦୦: (୭୭): ସୂର୍ଯ୍ୟ ନାରାୟଣ ପାତ୍ର (ବିଜଦ)
- ୧୯୯୫: (୭୭): ସୂର୍ଯ୍ୟ ନାରାୟଣ ପାତ୍ର (ଜନତା ଦଳ)
- ୧୯୯୦: (୭୭): ସୂର୍ଯ୍ୟ ନାରାୟଣ ପାତ୍ର (ଜନତା ଦଳ)
- ୧୯୮୫: (୭୭): ଶରତ କୁମାର ଜେନା (କଂଗ୍ରେସ)
- ୧୯୮୦: (୭୭): ଉଦୟ ନାରାୟଣ ଦେବ (ଜନତା-ଏସ୍)
- ୧୯୭୭: (୭୭): ଉଦୟ ନାରାୟଣ ଦେବ (ସ୍ୱାଧୀନ)
- ୧୯୭୪: (୭୭): ଉଦୟ ନାରାୟଣ ଦେବ (ଉତ୍କଳ କଂଗ୍ରେସ)
- ୧୯୭୧: (୭୩): ଭୀମସେନ ମଣ୍ଡଳ (ଜନ କଂଗ୍ରେସ)
- ୧୯୬୭: (୭୩): ତାରିଣୀ ସର୍ଦ୍ଦାର (କଂଗ୍ରେସ)
- ୧୯୬୧: (୧୬): ବିଶ୍ୱନାଥ ନାୟକ (କଂଗ୍ରେସ)
ଆଧାର
[ସମ୍ପାଦନା]- ↑ "Mohana Assembly Election 2009, Orissa". empoweringindia.org. Archived from the original on 8 April 2014. Retrieved 8 June 2013.
Constituency: Mohana (136) District : Gajapati
- ↑ Assembly Constituencies and their Extent
- ↑ Seats of Odisha
- ↑ http://eci.nic.in/eci_main/StatisticalReports/AE2024/stat_OD_May_Jun2024.pdf
- ↑ "State Elections 2004 - Partywise Comparision for 77-Mohana Constituency of ORISSA". eci.nic.in. 2006. Retrieved 8 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;:0
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।